ଯନ୍ତ୍ରଣା କମାଇବାର ସହଜ ଉପାୟ

ସାଧାରଣତଃ ଆମ ଶରୀରରେ ଯନ୍ତ୍ରଣା ଅନୁଭବ କଲେ ଆମେ ତାହାର ତୁରନ୍ତ ଉପଚାର କରିଥାଉ। ବେଳେବେଳେ ଏଥିପାଇଁ ଘରୋଇ ଉପାୟ ଅବଲମ୍ବନ କରିବାକୁ ପଡେ। ଅନ୍ୟପକ୍ଷରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବାକୁ ହୋଇଥାଏ। ତେବେ ଏପରି ଏକ ଉପାୟ ରହିଛି, ଯାହାଦ୍ୱାରା ଜଣେ ବ୍ୟକ୍ତି ଏପରି ଯନ୍ତ୍ରଣାରୁ କେତେକାଂଶରେ ଉପଶମ ପାଇପାରିବ। ତାହା ମଧ୍ୟ ବେଶ୍‌ ସରଳ ଆଉ ସହଜ। ସେହି ଉପାୟଟି ହେଲା ଉପଯୁକ୍ତ ଦେଖାଶୁଣା। ଅର୍ଥାତ୍‌, ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତିଙ୍କର ଯଦି ଉପଯୁକ୍ତ ଦେଖାଶୁଣା କରାଯାଏ ତେବେ ତାଙ୍କୁ ସେଥିରୁ କେତେକାଂଶରେ ଉପଶମ ମିଳିଥାଏ। ଏପରି ବିଷୟବସ୍ତକୁ ନେଇ ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ଯନ୍ତ୍ରଣା ଅନୁଭବ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଉପଯୁକ୍ତ ଦେଖାଶୁଣା କରାଯାଉଥିଲା ସେମାନଙ୍କ ମଧ୍ୟରୁ କେତେକ ଏଥିରୁ କିଛି ଅଂଶରେ ଉପଶମ ଲାଭ କରୁଥିବାର ଦେଖିବାକୁ ମିଳିଥିଲା ବୋଲି ପ୍ରକାଶିତ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଯୁବତୀ ହୋଇଥାନ୍ତି ବେଶ୍‌ ରୋମାଣ୍ଟିକ୍‌; ଜୀବନସାଥୀଙ୍କୁ ରଖିଥାନ୍ତି ଖୁସିରେ…

କିଛି ଲୋକଙ୍କ ପାଇଁ ପ୍ରେମର ସମ୍ପର୍କ ବହୁତ ଗୁରୁତ୍ୱ ରଖିଥାଏ। ଏମାନେ ନିଜ ପାର୍ଟନରଙ୍କୁ ବେଶ ଭଲପାଇଥାନ୍ତି। ତାଙ୍କର ଛୋଟବଡ଼ କଥା ପ୍ରତି ଯତ୍ନବାନ ହୋଇଥାନ୍ତି।...

ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ଏହାକୁ ଆପଣେଇ ପାରିଲେ ସ୍ମରଣ ଶକ୍ତି ପୂର୍ବାପେକ୍ଷା ପ୍ରଖର ହୋଇଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟର...

ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ସନ୍ତୁଳିତ ଖାଦ୍ୟ

ସୁସ୍ଥ ହୃତ୍‌ପିଣ୍ଡ ପାଇଁ ଆମେ ଖାଦ୍ୟପେୟ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ। ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତୁ। ଅତି ଅଧିକ ଖାଆନ୍ତୁ ନାହିଁ କିମ୍ବା...

ଆଜିଠୁ ଆରମ୍ଭ ‘ଭ୍ୟାଲେଣ୍ଟାଇନ୍‌ ଓ୍ବିକ୍‌’; ଜାଣନ୍ତୁ କେଉଁ ଦିନ ପାଳନ ହେବ କେଉଁ ଡେ’…

ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ‘ଭ୍ୟାଲେଣ୍ଟାଇନ୍‌ ଡେ’କୁ ନେଇ ଉତ୍ସାହ ଅଧିକ। ଏହିଦିନ ପ୍ରେମରେ ପଡ଼ିଥିବା ଯୋଡ଼ି ଭଲପାଇବାକୁ ସେଲିବ୍ରେଟ୍‌ କରିଥାନ୍ତି। ହେଲେ ଏହାପୂର୍ବରୁ ମଧ୍ୟ କିଛି...

କଟା ପିଆଜ ଫ୍ରିଜ୍‌ରେ ରଖୁଥିଲେ…

ପିଆଜକୁ ଭାଜି ଖାଆନ୍ତୁ ଅବା କଞ୍ଚା, ଏହା ପ୍ରତିଟି ରୂପରେ ଶରୀର ପାଇଁ  ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌...

ପେଟରୁ ଫ୍ୟାଟ୍‌ କମାଏ ଏହି ପାନୀୟ

ସୁପର୍‌ ଫୁଡ୍‌ ଗାଜରରେ ଅତ୍ୟଧିକ ଫାଇବର୍‌ ରହିଛି। ଏକ ଗ୍ଲାସ୍‌ ଗାଜର ରସ ସକାଳୁ ପିଇଲେ ମଧ୍ୟାହ୍ନ ଯାଏ ଭୋକ ଲାଗେନାହିଁ। ଗାଜର ରସରେ ବାଇଲ୍‌...

ତୈଳୀୟ ତ୍ୱଚାର ଯତ୍ନ

ଋତୁ ବଦଳିବା ମାତ୍ରେ ତା’ର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ବିଶେଷ କରି ବର୍ଷାଦିନେ ତୈଳୀୟ ତ୍ୱଚାରେ ବ୍ରଣ ଏବଂ ଲାଲ୍‌ ଦାନା ଭଳି ଫଳିଯାଏ।...

କୋଲେଷ୍ଟରଲକୁ ନିୟନ୍ତ୍ରଣ କରିବ ଟମାଟୋ

ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଯଦି ଏଥିରେ ଅସନ୍ତୁଳନ ଦେଖିବାକୁ ମିଳେ, ତେବେ ତାହା କେତେକ ରୋଗର କାରଣ ସାଜିଥାଏ।...

Advertisement
Archives

Model This Week