ଏବେ କୌଣସି ପାର୍ଟି ହେଉ କି ଫଙ୍କସନ୍, ସବୁଥିରେ ମହିଳାମାନେ ବିଭିନ୍ନ ପ୍ରକାର ଆସେସରିଜ୍ ପିନ୍ଧିବାକୁ ପସନ୍ଦ କରନ୍ତି। ଏହି ଆସେସରିଜ୍ରେ ଇୟର ରିଂକୁ ନିଆଯାଇପାରେ। ନିଜ ଡ୍ରେସ କିମ୍ବା ଶାଢ଼ି ସହିତ ମ୍ୟାଚ୍ କଲାଭଳି ଇୟର ରିଂ ପିନ୍ଧନ୍ତୁ, ଯାହା ଆପଣଙ୍କୁ ବେଶ୍ ମାନିବା ସହ ଆପଣ ଅନ୍ୟମାନଙ୍କ ସାମ୍ନାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ। ଏଠାରେ କେତୋଟି ଟିପ୍ସ ଦିଆଯାଉଛି, ଯାହା ଆପଣଙ୍କ ଲୁକ୍କୁ ବିଲ୍କୁଲ ବଦଳାଇ ଦେବ। ଆଉଟ୍ଫିଟ୍ ଓ୍ବେଷ୍ଟର୍ନ ହେଉକି ଇଣ୍ଡିଆନ୍ ଇୟରରିଂଙ୍ଗସ ସବୁଠାରୁ ଭଲ ଅପସନ୍ ହୋଇଥାଏ। ଆସନ୍ତୁ ଜାଣିବା ଏମିତି କେତୋଟି ଇୟରିଂ ପ୍ୟାଟର୍ନ……
ଡ୍ରପ୍ ଇୟରିଂ
ଡ୍ରପ୍ ଇୟରିଂ ସବୁଠାରୁ ଏଲିଗାଣ୍ଟ ଲୁକ୍ ଦେଇଥାଏ। ଏହା ଭାରତୀୟ ପରିଧାନ ସହିତ ଓ୍ବେଷ୍ଟର୍ନ ଡ୍ରେସରେ ମଧ୍ୟ ଭଲ ମାନିଥାଏ। ଏପରି ଇୟର ରିଂରେ ଏକ ଲମ୍ବା ଭାଗ ତଳକୁ ଓହଳିବା ସହିତ ଏକ ଛୋଟମାଳି ଲଟକି ରହିଥାଏ। ଏହି ଏଲିମେଣ୍ଟ ପର୍ଲ, କୌଣସି ଷ୍ଟୋନ କିମ୍ବା କୌଣସି ମାଳି ଆକାରର ହୋଇଥାଏ।
ଚାନ୍ଦବାଲି
ଚାନ୍ଦବାଲି ନାମରୁ ଜଣାପଡୁଛି ଏହି ଇୟର ରିଂଟିର ଆକାର ଚାନ୍ଦ ଭଳି ହୋଇଥିବ। ଏକଷ୍ଟଡ୍ ଉପରେ ବଡ଼ ଭାଗ ଝୁଲିକି ରହିଥାଏ। ଯାହା ସାଧାରଣତଃ ଚାନ୍ଦପରି ଦେଖାଯାଇଥାଏ। ଝୁମ୍କା ଡିଜାଇନ୍ର କେତେକ ଭେରାଇଟି ଆପଣଙ୍କୁ ମିଳିଯିବ।
ଇୟରଚେନ୍ ଇୟର ରିଂ
ଏହିଭଳି ଇୟର ରିଂ ଆପଣ ନିଜ ଜେଜେମା’, ଆଈ ପ୍ରମୁଖ ପିନ୍ଧିଥିବାର ଦେଖିଥିବେ। ଏଭଳି ଇୟର ରିଂରେ ଏକ ଚେନ୍ ଲାଗିଥାଏ, ଯାହାକୁ ସେମାନେ କାନ ପଛରେ କିମ୍ବା କେଶରେ ଲଗାଇଥାନ୍ତି। ଓଜନଥିବା ଇୟର ରିଂକୁ ସପୋର୍ଟ ଦେବାକୁ ଏହି ଚେନ ଝିଙ୍କା ପରି କାମ କରିଥାଏ। କିନ୍ତୁ ଏହା ସମୟ ସହିତ ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି।
ଶ୍ୟାଣ୍ଡଲିୟର
ଶ୍ୟାଣ୍ଡଲିୟର ଅର୍ଥ ଝୁମର। ଏହି ଇୟର ରିଂ ପ୍ୟାଟର୍ନ ଝୁମର ଡିଜାଇନ୍ର ହୋଇଥାଏ। ଏହା ଉପରିଭାଗରୁ ଏକ ଷ୍ଟଡ୍ରୁ ଆରମ୍ଭ ହୋଇ ତଳ ଆଡ଼କୁ ଚଉଡ଼ା ହୋଇଥାଏ। ଏହାକୁ ଆପଣ ଓ୍ବେଷ୍ଟର୍ନ ଏବଂ ଇଣ୍ଡିଆନ୍ ଡ୍ରେସ ସହିତ ପିନ୍ଧିପାରିବେ।
Posted inHome Left, ଜୀବନଚର୍ଯ୍ୟା View All
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
ନମ୍ବର ସେଭ୍ ନ କରି କରିପାରିବେ WhatsAppରେ ଚାଟ୍, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍…
ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…
କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍ବେଷ୍ଟସ୍
କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…
ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…
ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ
ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…
ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍ ଲୋନ୍? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ
ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍’ ବା ଗୃହ ଋଣ ଏକ ମୁଖ୍ୟ…
କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…
ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…
Archives

