କରୋନାରେ ପୀଡ଼ିତ ହୋଇଥିଲେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ: ଲୁଚାଇ ରଖାଯାଇଥିଲା ଖବର

ୱାଶିଂଟନ,୧୫ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ବେରେନ ଟ୍ରମ୍ପ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଯଦିଓ ଏବେ ସେ ସୁସ୍ଥ ହୋଇ ଯାଇଛନ୍ତି କିନ୍ତୁ ସେ କରୋନାରେ ପୀଡ଼ିତ ହୋଇଥିବା କଥାକୁ ପ୍ରଥମେ ଲୁଚାଇ ରଖାଯାଇଥିଲା । ବୁଧବାର ଆମେରିକାର ଫାଷ୍ଟ ଲେଡି ତଥା ଟ୍ରମ୍ପଙ୍କ ଧର୍ମପତ୍ନୀ ମେଲାନିୟା ଟ୍ରମ୍ପ କହିଥିଲେ ତାଙ୍କ ୧୪ ବର୍ଷର ପୁଅ ବେରେନ କରୋନାରେ ଆକ୍ରାନ୍ତ ହୋଇଥିଲେ । ସୂଚନାଯୋଗ୍ୟ, ପ୍ରଥମେ ଯେତେବେଳେ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା ସେତେବେଳେ ତାଙ୍କ ପୁଅ ବେରେନଙ୍କ ରିପୋର୍ଟ ନେଗେଟିଭ ଆସିଥିବା କୁହାଯାଇଥିଲା । ହେଲେ ସେତେବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ହେଲେ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଯାଇଛି । ତେଣୁ ଏଥିରୁ ଜଣାପଡିଛି ଟ୍ରମ୍ପଙ୍କ ପରିବାରର ୩ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ର଼୍ୟାନାୟାର ବିମାନକୁ ଓହ୍ଲାଇଦେଲା ବେଲାରୁଷ୍‌

ମସ୍କୋ, ୨୫।୫: ବେଲାରୁଷ୍‌ କର୍ତ୍ତୃପକ୍ଷ ଏକ ଯୁଦ୍ଧବିମାନରେ ପିଛା କରି ର଼୍ୟାନାୟାର ବ୍ୟବସାୟିକ ବିମାନକୁ ମିନ୍‌ସ୍କଠାରେ ଜବରଦସ୍ତ ଓହ୍ଲାଇଦେବା ସହ ସେଥିରେ ଥିବା ବେଲାରୁଷ୍‌ର ଜଣେ...

ଦେଶଦ୍ରୋହ ମାମଲାରେ ପୁଟିନ୍‌ଙ୍କ ସମାଲୋଚକଙ୍କୁ ୨୫ ବର୍ଷ ଜେଲଦଣ୍ଡ

ମସ୍କୋ, ୧୭।୪: ମସ୍କୋର ଏକ କୋର୍ଟ ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଳାଡିମିର ପୁଟିନ୍‌ଙ୍କ ସମାଲୋଚକ ଭ୍ଲାଡିମିର କାରା ମୁର୍ଜାଙ୍କୁ ଦେଶଦ୍ରୋହ ମାମଲାରେ ୨୫ ବର୍ଷ ଜେଲ...

ଡିଜନିର ପ୍ରଚ୍ଛଦ ସ୍ୱର କଳାକର ୱିଲ ରିୟାନଙ୍କ ପରଲୋକ

ୱାଶିଂଟନ,୨୧ ।୧୧: ଡିଜନି କ୍ୟାରେକ୍ଟରର ପ୍ରଚ୍ଛଦ ସ୍ୱର କଳାକାର ଭାବେ ବେଶ ଜଣାଶୁଣା ୱିଲ ରିୟାନଙ୍କ ପରଲୋକ ହୋଇଛି । ହଲିଉଡ ରିପୋର୍ଟରର ସୂଚନା ଅନୁଯାୟୀ...

ବାଲେଶ୍ୱରର ୫ ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ: ୪ ମହିଳା, ଜଣେ ପୁରୁଷ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏହାକୁ...

ବ୍ରାସିଲିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବ୍ରାସିଲିଆ,୧୨ା୧: ବ୍ରାଜିଲରେ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲ୍‌ସନାରୋଙ୍କ ସମର୍ଥକଙ୍କ ଦ୍ୱାରା ହୋଇଥିବା ହିଂସା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ରବିବାର ବିରୋଧ ପରେ ଗୁରୁବାର...

ଆମେରିକା କଲା ମହାବିନାଶକ ହାଇପରସୋନିକ୍‌ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା, ଚାଇନା-ରୁଷିଆର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ, ୬।୪ : ଆମେରିକା ଗତ ମାସରେ ମହାବିନାଶକ ହାଇପରସୋନିକ୍‌ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା କରିଛି। ଏହାକୁ ଆମେରିକା କମ୍ପାନୀ ଲୋକହିଡ୍‌ ମାର୍ଟିନ୍‌ ପକ୍ଷରୁ ବିକଶିତ...

ରାଜ୍ୟରୁ ସୁସ୍ଥ ହେଲେ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୨୦୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

କରୋନା କଟକଣା: ୫ ଜିଲା ସହ ୮ ସହରରେ ଲକ୍‌ଡାଉନ୍‌

ଭୁବନେଶ୍ୱର,୨୩।୩(ବ୍ୟୁରୋ): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏହି ଘାତକ ଭୂତାଣୁ...

Advertisement
Archives

Model This Week