ସୋଲାର ସାମଗ୍ରୀ ଉପରେ ୧୨୬% ଶୁଳ୍କ ଲଗାଇଲା ଆମେରିକା

ଓ୍ୱାଶିଂଟନ୍‌,୨୬ା୨: ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପ୍‌ ପ୍ରଶାସନର ଟାରିଫ୍‌କୁ ଅବୈଧ ଘୋଷଣା କରିବା ପରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ବୁଝାମଣାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାମଧ୍ୟରେ ଆମେରିକା ପୁଣି ସୋଲାର(ସୌର) ସାମଗ୍ରୀ ଆମଦାନୀ ଉପରେ ୧୨୬ ପ୍ରତିଶତ ଶୁଳ୍କ ଘୋଷଣା କରିଛି। ଆମେରିକା ଭାରତରୁ ଆମଦାନୀ କରୁଥିବା ସୋଲାର ସେଲ୍‌ ଏବଂ ସୋଲାର ପ୍ୟାନେଲ୍‌ ଉପରେ ଏହି ପରିମାଣର ଶୁଳ୍କ ଲାଗୁ କରିବାକୁ ବୁଧବାର ଘୋଷଣା କରିଛି। ଭାରତରେ ଏହିସବୁ ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀଗୁଡିକୁ ସରକାରୀ ସ୍ତରରେ ଅଧିକ ସବ୍‌ସିଡି ଦିଆଯାଉଥିବାରୁ ଏହା ଉପରେ ରୋକ୍‌ ଲଗାଇବାକୁ ଟ୍ରମ୍ପ୍‌ ପ୍ରଶାସନ ଉପରୋକ୍ତ ହାରରେ କାଉଣ୍ଟରଭେଲିଂ ଡ୍ୟୁଟି(ସିଭିଡି) ଲାଗୁ କରିବାକୁ କହିଛି। ଭାରତ ସମେତ ଭିଏଟ୍‌ନାମ ଏବଂ ଲାଓସ୍‌ ଉପରେ ସୋଲାର ସାମଗ୍ରୀ ଉପରେ ଏହି ସିଭିଡି ଲାଗୁ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱବୋଧ ନୁହେଁ କଭର୍‌-ଅପ୍‌ କରିବା; CBSE ଚେୟାରମ୍ୟାନ-ସଚିବଙ୍କ ବଦଳିକୁ ନେଇ ରାହୁଲଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ, ୨।୬: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ଅନ୍‌ଲାଇନ୍ ମୂଲ୍ୟାୟନ ପ୍ରଣାଳୀରେ ହୋଇଥିବା ବିବାଦ ମଧ୍ୟରେ ବୋର୍ଡର ଚେୟାରମ୍ୟାନ୍ ଏବଂ ସଚିବଙ୍କ ବଦଳିକୁ ନେଇ…

ବିବାହ ପରେ ବି ବାପଘର ସହ ଝିଅର ସମ୍ପର୍କ ଶେଷ ହୁଏନାହିଁ, ହକ୍‌ ଦେବାକୁ ମନା କରିପାରିବେ ନାହିଁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୬: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ, କେବଳ ବିବାହ ହୋଇଯାଇଥିବା କାରଣରୁ ଜଣେ ଝିଅକୁ ତାର ବାପଘର ପରିବାରରୁ ଅଲଗା ବୋଲି…

ଇନଷ୍ଟା ପାସୱାର୍ଡ ଦେଇଦେଲା Meta AI; ବାରାକ ଓବାମାଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୨।୬: ସୋସିଆଲ ମିଡିଆ ଜଗତର ସବୁଠାରୁ ବଡ଼ କମ୍ପାନୀ ‘ମେଟା’ (Meta) ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା Meta AI ର ଏକ ସାଂଘାତିକ ସୁରକ୍ଷା ତ୍ରୁଟି…

କିଏ ସେ ପ୍ରଶାନ୍ତ ସୀତାରାମ ଲୋଖାଣ୍ଡେ? ଯାହାଙ୍କୁ CBSEର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର, ବରୁଣ ଭାରଦ୍ୱାଜ…

ନୂଆଦିଲ୍ଲୀ, ୨।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ରେ ଏକ ବଡ଼ ପ୍ରଶାସନିକ ପରିବର୍ତ୍ତନ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାର ନୂତନ ଅଧ୍ୟକ୍ଷଙ୍କୁ…

କକ୍ରୋଚ ଜନତା ପାର୍ଟିରେ ସାମିଲ ହେବେ ସୋନମ ୱାଙ୍ଗଚୁକ? ଜୁନ ୬କୁ ନେଇ କଲେ ବଡ଼ ଘୋଷଣା

ନୂଆଦିଲ୍‌ଲୀ,୨।୬: ଜଣାଶୁଣା ପରିବେଶବିତ୍‌ ତଥା ଶିକ୍ଷାବିତ୍‌ ସୋନମ ୱାଙ୍ଗଚୁକ ଏବେ ଦେଶର ଯୁବପିଢ଼ିଙ୍କ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଆସନ୍ତା ଜୁନ ୬ ତାରିଖରେ ଦେଶର ରାଜଧାନୀ ଦିଲ୍ଲୀରେ…

ବେଦାନ୍ତ ଗ୍ରୁପ୍ ଅଫିସ୍‌ରେ ଇଡି ଚଢ଼ାଉ: ଦିଲ୍ଲୀ, ମୁମ୍ବାଇ-ରାଜସ୍ଥାନ ସମେତ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ

ନୂଆଦିଲ୍‌ଲୀ,୨।୬: ‘ବେଦାନ୍ତ ଗ୍ରୁପ’ (Vedanta Group) ଉପରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମଙ୍ଗଳବାର ବିଦେଶୀ ମୁଦ୍ରା ପରିଚାଳନା…

ଘୋଷଣା ହେଲା କେନ୍ଦୁଝର ଜିଲା ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ଟିମ୍‌: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ?

କେନ୍ଦୁଝର, ୨।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଭାରତୀୟ ଜନତା ପାର୍ଟି (ଭାଜପା) ସଂଖ୍ୟାଲଘୁ ମୋର୍ଚ୍ଚାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ନୂତନ ଜିଲା କମିଟି…

ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ସାଇଁକୁଳ ମେଡିକାଲ ବେଡ୍‌ରେ ଏକାକାର ରୋଗୀ-ବୁଲା କୁକୁର…

ଆନନ୍ଦପୁର, ୧।୬(ସୁଶାନ୍ତ କୁମାର ସାହୁ): ରାଜ୍ୟ ସ୍ବାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି, ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରୁ। ଆନନ୍ଦପୁର ଉପଖଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri