ଟ୍ରମ୍ପଙ୍କ ବୟାନକୁ ନେଇ ହଙ୍ଗାମା: ଗାଜାକୁ ନେଇ ଦେଲେ ବଡ଼ ବୟାନ

ଓ୍ବାଶିଂଟନ,୫।୨: ଡୋନାଲ୍ଡ ଟ୍ରମ୍ପ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ସେ ଚାହାଁନ୍ତି ଆମେରିକା ଗାଜା ଷ୍ଟ୍ରିପର ମାଲିକାନା ନେଉ ଏବଂ ଅନ୍ୟ ଦେଶରେ ପାଲେଷ୍ଟାଇନୀ ଲୋକଙ୍କୁ ବସତି ଯୋଗାଇ ଏହି ଅଞ୍ଚଳକୁ ପୁନଃବିକାଶ କରୁ। ଟ୍ରମ୍ପ କହିଛନ୍ତି, ଆମେରିକା ଗାଜା ଷ୍ଟ୍ରିପ ଦଖଲ କରିବ ଏବଂ ଆମେ ଏଠାରେ କାମ କରିବୁ। ଆମେ ଏହାର ମାଲିକାନା ନେବୁ ଏବଂ ସମସ୍ତ ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବାର ଦାୟିତ୍ୱ ନେବୁ। ଏହା ବ୍ୟତୀତ, ସେ କହିଛନ୍ତି , ଆମେରିକା ଏହି ଅଞ୍ଚଳରେ ଧ୍ୱଂସପ୍ରାପ୍ତ କୋଠାଗୁଡ଼ିକର ଭଗ୍ନାବଶେଷ ସଫା କରିବ ଏବଂ ଏହା ପରେ ଆର୍ଥିକ ବିକାଶ ଦିଗରେ କାର୍ଯ୍ୟ କରିବ।

ତଥାପି, ଟ୍ରମ୍ପ ଏହି ଯୋଜନାରେ କାମ କରିବାର ପଦ୍ଧତି କିମ୍ବା ଏହାର ପରିଚାଳନା ବିଷୟରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦେଇନାହାଁନ୍ତି। ସେ ଏହା କହି ନାହାନ୍ତି ଯେ ଆମେରିକା ଏହି ଅଞ୍ଚଳକୁ କିପରି ଶାସନ କରିବ କିମ୍ବା ପାଲେଷ୍ଟାଇନୀ ଲୋକଙ୍କ ପୁନର୍ବାସ ପାଇଁ କ’ଣ ଯୋଜନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ନୋ ହ୍ୟାଣ୍ଡସେକ୍‌’ ପରେ ଟସ୍‌କୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲ୍‌ଟେଜ୍‌ ଡ୍ରାମା, ମୁହାଁମୁହିଁ ହେଲେ ଦୁଇ ଅଧିନାୟକ

ନୂଆଦିଲ୍ଲୀ,୨୨।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଭାରତ-ପାକିସ୍ତାନ ଏ’ ଦଳ ମଧ୍ୟରେ ମୁକାବିଲା ପୂର୍ବରୁ ଟସ୍‌କୁ ନେଇ ହାଇଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି । ଟସ୍‌…

ମହିଳା ଏସ୍‌ଆଇଙ୍କ ମୃତ୍ୟୁ ରହସ୍ୟ: ସ୍ୱାମୀଙ୍କ ସହ ଶେଷ ହ୍ୱାଟ୍ସଆପ୍‌ ଚାଟ୍‌କୁ ନେଇ ବଢ଼ିଲା ସସ୍‌ପେନ୍ସ, ମୋବାଇଲ-ଲାପ୍‌ଟପ୍‌ ଜବତ

ପୁରୁଷୋତ୍ତମପୁର,୨୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟର୍ସରୁ ମହିଳା ସବଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ରହସ୍ୟ ଘେରରେ।…

ଲକ୍ଷ୍ମଣ ନାୟକଙ୍କ ବଳିଦାନ ଅତୁଳନୀୟ

କୋରାପୁଟ,୨୨।୧୧(ଅମିତାଭ ବେହେରା): ମହାନ ସ୍ବଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ରବିବାର ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।…

ନିଜ ଦଳର ବିଧାୟକଙ୍କୁ ‘ପାଗଳ କୁକୁର’ କହିଲେ CM, ତେଲଙ୍ଗାନା କଂଗ୍ରେସରେ ହଇଚଇ

ହାଇଦ୍ରାବାଦ,୨୨ା୧୧: ତେଲଙ୍ଗାନା କଂଗ୍ରେସରେ ଏବେ ଦଳୀୟ ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନିଜ ଦଳର କିଛି ଅସନ୍ତୁଷ୍ଟ ନେତାଙ୍କୁ ଟାର୍ଗେଟ୍‌ କରି…

ଗୌରବ ଆଣିଲା ଭଞ୍ଜନଗର ରୋଟାରୀ କ୍ଲବ, ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରି…

ଭଞ୍ଜନଗର,୨୨ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବ ୨୦୨୫-୨୬ ଆର୍ଥିକ ବର୍ଷରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି।…

ଐତିହାସିକ ଯାତ୍ରାରେ ଭାରତ ପହଞ୍ଚିଲେ ବାଲେନ ଶାହ; ପ୍ରଧାନମନ୍ତ୍ରୀ ମୋଦି-ରାଷ୍ଟ୍ରପତିଙ୍କ ପାଇଁ ଆଣିଲେ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ,୨୨।୧୧: ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ‘ବାଲେନ’ ଶାହ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ପଦଭାର ଗ୍ରହଣ କରିବା ପରେ ଭାରତକୁ ତାଙ୍କର ଏହା ପ୍ରଥମ ଗସ୍ତ…

ଅକ୍ୱାନ ଜନିତ ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ, ଚିନ୍ତାରେ ଚାଷୀକୁଳ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ସାମୁଦ୍ରିକ ବାତ୍ୟା ‘ଅକ୍ୱାନ’ ଜନିତ ଲଗାଣ ବର୍ଷା ଯୋଗୁ ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ଶହଶହ ଏକର ଖାଲୁଆ ଚାଷଜମିରେ ପାଚିଲା…

ଭାଜପା ରାଜ୍ୟ ସଭା ଏମପିଙ୍କ ପରଲୋକ, ହୃଦଘାତରେ ଚାଲିଗଲା ଜୀବନ

ମୁମ୍ବାଇ,୨୨।୧୧: ଭାଜପାର ରାଜ୍ୟ ସଭା ସାଂସଦ ରାମରାଓ ସଖାରାମ ୱାଡକୁଟେଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?