ଏହି ୫ ସଙ୍କେତକୁ କରନ୍ତୁନି ଅଣଦେଖା: ସମୟ ଥାଉ ଥାଉ ବଞ୍ଚେଇ ପାରିବେ ସମ୍ପର୍କ

ଯେକୌଣସି ସଂପର୍କ ହେଉନା କାହିଁକି ସେଥିରେ ପ୍ରେମ ରହିବା ଅତ୍ୟନ୍ତ ଜରୁରୀ। ବିଶେଷ ଭାବେ ସେତେବେଳେ ଯେତେବେଳେ ଆପଣ ଆପଣଙ୍କର ସମଗ୍ର ଜୀବନକୁ କାହା ସହିତ ବିତାଉଛନ୍ତି। ମାତ୍ର ଯଦି ଉଭୟଙ୍କ ମଧ୍ୟରେ ପ୍ରେମ ଶେଷ ହେଇଯାଏ, ତେବେ ସମ୍ପର୍କ ବୋଝ ଭଳି ମନେ ହୁଏ। ଏହିପରି ଦମ୍ପତିମାନେ କେବଳ ବିବାହର ସମ୍ପର୍କକୁ ଏକ ବନ୍ଧନ ଭାବରେ ଗ୍ରହଣ କରି ଦାୟିତ୍ୱ ସମ୍ପାଦନ କରିଥାନ୍ତି। ମାତ୍ର ଯଦି ସମ୍ପର୍କର ଏହି ଦୂରତା ଠିକ୍‌ ସମୟରେ ଜଣାପଡ଼ିଯାଏ ତେବେ ବିବାହିତ ଜୀବନକୁ ସୁଖମୟ କରିହୁଏ।
ତେବେ ଜାଣନ୍ତୁ ସେ ସମ୍ପର୍କରେ…

ଯଦି ଆପଣ ଏବଂ ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ କେବଳ କାମଥିଲେ ବାର୍ତ୍ତାଳାପ ହୁଏ, ତେବେ ଏହି ଯୋଗାଯୋଗ ବ୍ୟବଧାନ ଆପଣଙ୍କ ସମ୍ପର୍କରେ ଏକ ମତଭେଦ ସୃଷ୍ଟି କରିପାରେ। କାରଣ ସମ୍ପର୍କକୁ ବଜାୟ ରଖିବା ପାଇଁ ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅନ୍ୟଥା ଭୁଲ ବୁଝାବଣା ଲାଗି ସମୟ ଲାଗି ନ ଥାଏ।

ଯଦି ଆପଣ ରୋଗରେ ପଡ଼ିବା ପରେ ପାର୍ଟନର କେବଳ ଔଷଧ ଦେଇ ତାଙ୍କ ଦାୟିତ୍ୱ ସାରି ଦିଅନ୍ତି ଏବଂ ଭଲ ମନ୍ଦ ନ ବୁଝନ୍ତି ସେତେବେଳେ ସମ୍ପର୍କରେ ପ୍ରେମ ଶେଷ ହୋଇ ଆସୁଛି ବୋଲି ଭାବି ନେବ। ଯଦି ଏହା ଜଣାପଡ଼େ ଯେ, ଆପଣ ଦୁହେଁ ନିଜ ସମ୍ପର୍କକୁ କର୍ତ୍ତବ୍ୟ ଭାବରେ ଗ୍ରହଣ କରୁଛ, ତୁମେ ପରସ୍ପରର ଜୀବନରେ କ’ଣ ଘଟୁଛି ଜାଣିବାକୁ ଆଗ୍ରହୀ ନୁହଁ କିମ୍ବା ତୁମେ ପରସ୍ପରର ଯତ୍ନ ନେବା କମ୍‌ କରି ଦେଇଛ।

ପରସ୍ପରର ଭାବନା ବିଷୟରେ ଚିନ୍ତା କରିବା ବନ୍ଦ ହୋଇଗଲେ, ସଂପର୍କରେ ପ୍ରେମ ଶେଷ ହେବାକୁ ଲାଗେ।

ସମ୍ପର୍କ କେତେ ପୁରୁଣା ହେଉନା କାହିଁକି, ଆପଣଙ୍କ ପ୍ରେମକୁ ପ୍ରକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପ୍ରତ୍ୟେକ ଦମ୍ପତି ଏକାଠି ସମୟ ବିତାଇବାକୁ ଭଲ ପାଆନ୍ତି, ତେଣୁ ଦମ୍ପତିମାନେ ପ୍ରାୟତଃ ପରସ୍ପର ସହିତ ଅଧିକ ସମୟ ଅତିବାହିତ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଯଦି ଆପଣ ସାଥୀ ଅପେକ୍ଷା ବନ୍ଧୁ ଏବଂ ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଇ ଖୁସି ହୁଅନ୍ତି, ତେବେ ଏହାର ଅର୍ଥ ହେଉଛି, ଆପଣଙ୍କ ଦାମ୍ପତ୍ୟ ଜୀବନରେ ପ୍ରେମ ହଜିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri