ବୈଭବଙ୍କ ନାମରେ ମେହେନ୍ଦୀ ଲଗାଇଲେ ଦିୟା

ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା କିଛି ଘଣ୍ଟା ମଧ୍ୟରେ ପୁନଃ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ସେ ପ୍ରଥମ ସ୍ବାମୀ ସାହିଲ ସାଙ୍ଘଙ୍କଠାରୁ ଛାଡ଼ପତ୍ର ପରେ ତାଙ୍କ ଜୀବନରେ ଆସିଥିବା ବୈଭବ ରେଖିଙ୍କ ସହ ପୁନଃ ବିବାହ କରିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ଥିବା ଦିୟା ତାଙ୍କ ଜୀବନର ଏହି ଖୁସିକୁ ଏକ ନୂଆ ପୋଷ୍ଟ ସହ ଶେୟାର କରିଛନ୍ତି।

ଦିୟା ତାଙ୍କ ହାତରେ ମେହେନ୍ଦୀ ଲଗାଇଛନ୍ତି। ସେ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ହାତର ଏକ ଫଟୋ ଶେୟାର କରିଛନ୍ତି। ହାତ ମେହେନ୍ଦୀ ରଙ୍ଗରେ ବହୁତ ଉଜ୍ଜ୍ୱଳ ଦେଖାଯାଉଛି। ତାଙ୍କ ହାତର ଏକ ଟାଟୁ ମଧ୍ୟ ନଜରକୁ ଆସିଛି। ଫଟୋ ସହିତ ସେ କ୍ୟାପ୍‌ଶନରେ ‘ପ୍ୟାର’ ଲେଖିଛନ୍ତି। ଦିୟା ତାଙ୍କ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କ ମେହେନ୍ଦୀ ଫଟୋ ବ୍ୟତୀତ, ସେ ଅନ୍ୟ ଏକ ଫଟୋ ଶେୟାର କରିଛନ୍ତି, ଯାହା ବହୁତ ସୁନ୍ଦର ଦେଖାଯାଉଛି। ଏହି ଫଟୋରେ ଦିୟା ଏକ ଧଳା ରଙ୍ଗର ବ୍ରାଇଡାଲ ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହନିମୁନ୍‌ ସମୟର ଭିଡିଓ ଶେୟାର କଲେ ଏହି ଅଭିନେତା, କହିଲେ…

ମୁମ୍ବାଇ: ଭୋଜପୁରୀ ଫିଲ୍ମ ଅଭିନେତା ୟଶ ନିକଟରେ ଅଭିନେତ୍ରୀ ନିଧି ଝାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ନିଧି ଏବଂ...

ଶାଳିଙ୍କ ପାଇଁ ଏହି ଲୋକପ୍ରିୟ ଅଭିନେତାଙ୍କୁ ମାରିବାକୁ ଗୋଡ଼ାଇଥିଲେ ରାଜେଶ ଖାନ୍ନା, ଆଉ ତା’ ପରେ..

ବମ୍ବେ: ଅଭିନେତା ଅକ୍ଷୟ କୁମାରଙ୍କୁ ଆଜିର ସୁପରଷ୍ଟାର। ହେଲେ ତାଙ୍କ ଶ୍ୱଶୁର ରାଜେଶ ଖନ୍ନା ଥିଲେ ବଲିଉଡ୍‌ର ପ୍ରଥମ ସୁପରଷ୍ଟାର। ସେତେବେଳର ସମୟରେ ତାଙ୍କର ପ୍ରଶଂସକଙ୍କ...

‘ଓ୍ବାର’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ଓ ଟାଇଗର ଶ୍ରଫଙ୍କ ଭିତରେ ଏବେ ଓ୍ବାର ଆରମ୍ଭ ହୋଇଯାଇଛି। ଅର୍ଥାତ୍‌ ବଲିଉଡ୍‌ର ଆକ୍ସନ ଷ୍ଟାର ହ୍ରିତିକ୍‌ ଓ ଟାଇଗରଙ୍କ...

ଏକାଡେମୀରୁ ଇସ୍ତଫା ଦେଲେ ସ୍ମିଥ୍‌; କହିଲେ – ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ

ଲସ ଏଞ୍ଜଲସ୍‌: ୯୪ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍‌ କ୍ରିସ୍‌ ରକ୍‌ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍‌ ଅଭିନେତା...

୬ ମାସରେ ବିଦାୟ ନେଇଛନ୍ତି ଏହି ୧୨ କଳାକାର

ବମ୍ବେ: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ ଖରାପ ବର୍ଷ କହିଲେ ଭୁଲ ହେବ ନାହିଁ। ଏହି ୬ ମାସ ମଧ୍ୟରେ ବଲିଉଡ୍‌ ୧୩ଜଣ ଅଭିନେତାଙ୍କୁ...

ବାର୍‌ହା ଆକ୍ରମଣର ଶିକାର ହେଲେ ଶାକିରା

କଲୋମ୍ବିଆ: ପପ୍‌ ଷ୍ଟାର ଶାକିରା ଇସାବେଲ୍‌ ମେବାରକ୍‌ ରିପୋଲ୍‌ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି। କଲୋମ୍ବିଆନ୍‌-ଲେବାନିଜ୍‌ ସିଙ୍ଗର ଶାକିରା ନିଜ ୮ ବର୍ଷର ପୁଅ ମିଲାନଙ୍କ...

ରୁଟି ବେଲିବା ଶିଖୁଛନ୍ତି ନୁସରତ

ମୁମ୍ବାଇ: ବଲିଉଡ୍‌ ମୁଭି ‘ପ୍ୟାର କା ପଞ୍ଚନାମା’ର ଅଭିନେତ୍ରୀ ନୁସରତ ଭରୁଚା ଏବେ ଘରେ ସମୟ କାଟୁଛନ୍ତି। ଲକ୍‌ଡାଉନ ଯୋଗୁ ଶୁଟିଂ ବନ୍ଦ ଥିବାରୁ ଏହି...

କପୁର ପରିବାର ପାଇଁ ଅଶୁଭ ଏହି ଦିନ: ହୃଦ୍‌ଘାତରେ ଆଖି ବୁଜିଲେ ରାଜ କୁପରଙ୍କ ପୁଅ

ରାଜ କପୁରଙ୍କ ସାନ ପୁଅ ରାଜୀବ କପୁରଙ୍କର ମଙ୍ଗଳବାର ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁର କିଛି ସମୟ...

Advertisement
Archives

Model This Week