୯୮ ବର୍ଷ ଇତିହାସରେ ପ୍ରଥମ: ଡିଜ୍‌ନୀର ଅଧ୍ୟକ୍ଷ ହେବେ ଜଣେ ମହିଳା

କାର୍ଲିଫର୍ନିଆ,୩।୧୨: ମନୋରଞ୍ଜନ ଜଗତର ପ୍ରମୁଖ କମ୍ପାନୀ ୱାଲ୍ଟ ଡିଜନି ୯୮ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛି। ୬୭ ବର୍ଷୀୟ ସୁସାନ ଅର୍ନୋଲ୍ଡ କମ୍ପାନୀର ନୂତନ ବୋର୍ଡ ଚେୟାରମ୍ୟାନ ହେବାକୁ ଯାଉଛନ୍ତି। ସେ ୧୪ ବର୍ଷ ଧରି ଡିଜନି ବୋର୍ଡର ସଦସ୍ୟ ରହିଆସିଛନ୍ତି ଏବଂ ଡିସେମ୍ବର ୩୧ରେ ବର୍ତ୍ତମାନର ଚେୟାରମ୍ୟାନ ବବ ଇଗରଙ୍କ ସ୍ଥାନ ନେବେ। ପ୍ରାୟ ୧୫ ବର୍ଷ ଏହି ପଦବୀରେ କାର୍ଯ୍ୟ କରିବା ପରେ ବବ ଗତ ବର୍ଷ ଇସ୍ତଫା ଘୋଷଣା କରିଥିଲେ। ସେ ଚଳିତ ମାସ ଶେଷ ସୁଦ୍ଧା କମ୍ପାନୀ ଛାଡିବେ। ଏହା ପରେ ସୁସାନ ଦାୟିତ୍ୱ ଗ୍ରହଣ କରିବେ। ସେ କମ୍ପାନୀର ଅଂଶୀଦାରମାନଙ୍କ ସ୍ବାର୍ଥ ରକ୍ଷା କରିବାକୁ ନିଶ୍ଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଗାଈ ନେଇ ଯାଉଛନ୍ତି ଯୁବକ: ଭିଡିଓ ଭାଇରାଲ

ଇସ୍‌ଲାମବାଦ,୨୭।୫: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତି ନିଜ ବାଇକରେ ଗୋଟିଏ...

ପ୍ରଶାନ୍ତ ମହାସାଗରରେ ଆମେରିକାର ବୃହତ୍‌ ନୌସମରାଭ୍ୟାସ, ଚାଇନାର ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୩।୮ : ଆମେରିକାର ସିନେଟ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତରେ ହତାଶ ହୋଇ ଚାଇନା ତାଇୱାନକୁ ଘେରିବା ପାଇଁ ଏକ ପ୍ରମୁଖ ସାମରିକ...

୩୨ ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି, ଏହି ତାଲିକାରେ ରହିଛି…

ଓ୍ବାଶିଂଟନ,୩୦ା୧୧: ଦୁନିଆର ଅନେକ ଦେଶର ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେଇଥିବା ଦେଶ ତାଲିକାରେ ବର୍ତ୍ତମାନ ଆମେରିକାର...

ପୋଲିସ ଭ୍ୟାନ୍‌ ଉପରେ ଆକ୍ରମଣ: ୬ ମୃତ

ଇସଲାମାବାଦ୍‌,୧୬।୧୧: ପାକିସ୍ତାନର ଖାଇବର ପାଖଟୁଖୱା ପ୍ରଦେଶରେ ପୋଲିସ ଭ୍ୟାନ ଉପରକୁ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପୋଲିସ କହିଛି,...

ଇରାନ୍‌ ଉପରେ ଆମେରିକାର ସାଇବର ଆଟାକ୍‌: କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ କମ୍ପ୍ୟୁଟର ଅକାମୀ

ଓ୍ବାଶିଂଟନ,୨୩।୬: ଆମେରିକା ଇରାନ୍‌ ଉପରେ ସାଇବର ଆଟାକ୍‌ କରିଥିବା କୁହାଯାଉଛି। ଏହାଦ୍ୱାରା କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ବ୍ୟବହୃତ ହେଉଥିବା କମ୍ପ୍ୟୁଟର ଅକାମୀ ହୋଇପଡ଼ିଛି। ଏହା ସହିତ...

ଜନ୍ମଦିନର ଦିନକ ପରେ ମିଳିଲା କୋଟିପତି ବାପାଙ୍କ ଅଲିଅଳି କନ୍ୟାର ମୃତଦେହ, ଆଉ ତା ପରେ…

ରୁଷରେ ଜଣେ କୋଟିପତି ବ୍ୟବସାୟୀଙ୍କ ଝିଅ ବହୁତ ଉଚ୍ଚ କୋଠାର ଝରକାରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ୧୯ ବର୍ଷିୟା ଭାଲେରିଆ ଶାପିଲେନକୋ।...

ୟୁକ୍ରେନ୍‌ର ବହୁ ଅଞ୍ଚଳରେ ବୋମାମାଡ଼ କଲେ ରୁଷିଆ ସୈନ୍ୟ…

ମସ୍କୋ/କ୍ୱିଭ୍‌, ୧୮।୯ : ଚଳିତ ବର୍ଷ ୨୪ ଫେବୃଆରୀରେ ଆରମ୍ଭ ହୋଇଥିବା ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଯୁଦ୍ଧରେ ଉଭୟ...

କାଏରୋ ପାର୍କରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଜୟଶଙ୍କର…

କାଏରୋ,୧୫।୧୦ : କାଏରୋର ପ୍ରସିଦ୍ଧ ପାର୍କରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶନିବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଇଜିପ୍ଟର ରାଜଧାନୀରେ...

Advertisement
Archives

Model This Week