Posted inଜାତୀୟ

କମିଲା ମଦ ପିଇବାର ବୟସ ସୀମା

ନୂଆଦିଲ୍ଲୀ,୨୨।୩ :  ଦେଶର ରାଜଧାନୀରେ ମଦ ପିଇବା ପାଇଁ ପୂର୍ବରୁ ଧାର୍ଯ୍ୟ ବୟସ ସୀମାକୁ ହ୍ରାସ କରାଯାଇଛି। ପୂର୍ବରୁ ଦିଲ୍ଲୀରେ ମଦ ପିଇବା ପାଇଁ ଆଇନଗତ ବୟସ ୨୫ ଥିବାବେଳେ ଏହାକୁ ୨୧କୁ ହ୍ରାସ କରାଯାଇଛି। ଏ ନେଇ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସୋମବାର ସଦୂଚନା ଦେଇଛନ୍ତି।

ମନ୍ତ୍ରୀମାନଙ୍କ ମଣ୍ଡଳିର ସୁପାରିସ କ୍ରମେ ନୂଆ ଅବକାରୀ ପଲିସିକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ନୂଆ ନିୟମ ଅନୁସାରେ ଦିଲ୍ଲୀରେ ଥିବା ମଦ ଷ୍ଟୋରଗୁଡ଼ିକୁ ଆଉ ସରକାର ପରିଚାଳନା କରିବେ ନାହିଁ। ଏହା ଦ୍ୱାରା ସରକାର ଅବକାରୀ ବିଭାଗରୁ ଅଧିକ ୨୦ ପ୍ରତିଶତ ରାଜସ୍ବ ପାଇବେ। ଆଉ ଦେଶର ଜାତୀୟ ରାଜଧାନୀରେ ଆଉ ନୂଆ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯିବ ନାହିଁ ବୋଲି ସିସୋଦିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ରାଜ୍ୟରେ ଚିତ୍‌ପଟାଙ୍ଗ ମାରିଲା କଂଗ୍ରେସ

ନୂଆଦିଲ୍ଲୀ, ୨୪।୫: ମୋଦି ସୁନାମୀରେ ଧ୍ୱସଂ ପାଇଛି ବିପକ୍ଷ ଗଡ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୋଦ ନିଜ ଗଡରୁ ହାରିଯାଇଥିଲାବେଳେ ସାରା ଦେଶରେ ମଧ୍ୟ...

ସ୍କୁଲରେ ଶୌଚାଳୟ ସଫା କରୁଛନ୍ତି ଛାତ୍ରୀଛାତ୍ର: ପ୍ରଶଂସା କଲେ ଜିଲାପାଳ

ଭୋପାଳ,୨୯।୮: ମଧ୍ୟପ୍ରଦେଶ ଖଣ୍ଡଓ୍ବା ଜିଲାରେ ଏକ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର ଶୌଚାଳୟ ସଫା କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ...

ଗୁରୁବାରଠାରୁ କେରଳରେ ଖୋଲିବ ମଦ ଦୋକାନ

ଥିରୁଭାନନ୍ତପୁରମ,୨୭।୫: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ମଦ ଦୋକାନ ବନ୍ଦ ରହିଥିଲା। ଏହି ସମୟରେ ଆବଶ୍ୟକୀୟ ଦୋକାନକୁ ଛାଡିଦେଲେ ଆଉ ବାକି ସବୁ ଦୋକାନ ବନ୍ଦ...

ଜମ୍ମୁ-କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକେ ବି ଦେଇପାରିବେ ଭୋଟ

ଜମ୍ମୁ,୧୮ ।୮: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବା ଅନୁମାନ କରାଯାଉଛି । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି...

ମମତାଙ୍କୁ ଭେଟିଲେ ମୋଦି

କୋଲକାତା,୧୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମରେ ଶନିବାର ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି। ସେଠାରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ...

ଡ୍ରଗ୍ସ ମାମଲା: ଏନ୍‌ସିବି କାର୍ଯ୍ୟାଳୟ ପହଞ୍ଚିଲେ ଦୀପିକା, ସାରା-ଶ୍ରଦ୍ଧାଙ୍କୁ ହୋଇପାରେ ଜେରା

ମୁମ୍ବାଇ,୨୬ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଆସିବା ପରେ ବଲିଉଡ୍‌ର କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷ ଏବେ...

ହିମାଚଳ ପ୍ରଦେଶ ନିର୍ବାଚନ: ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଜିତିଲେ…

ଶିମଲା,୮।୧୨ : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳରେ ରାଜ୍ୟର ୬୮ ବିଧାନସଭା ଆସନ ମଧ୍ୟରୁ ଭାଜପା ୨୭ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ୩୮...

ବିଦେଶରୁ ଆସୁଥିବା ୧୨ ବର୍ଷରୁ କମ ବୟସର ପିଲାଙ୍କର ବିମାନ ବନ୍ଦରରେ କରୋନା ଟେଷ୍ଟ ଅନିର୍ବାର୍ଯ୍ୟ ନୁହେଁ

ନୂଆଦିଲ୍ଲୀ,୩୧ ।୧୨: ଚାଇନାରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦେଖି ଏବେ ବିଶ୍ୱର ପ୍ରାୟ ସମସ୍ତ ଦେଶ ସଜାଗ ହୋଇଯାଇଛନ୍ତି । ଆମ ଦେଶରେ ମଧ୍ୟ...

Advertisement
Archives

Model This Week