ବଡ଼ କାର୍ଯ୍ୟାନୁଷ୍ଠାନ: କେ. ଗାଁ ଥାନା ଅଧିକାରୀ ସସ୍‌ପେଣ୍ଡ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେ.ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ନେଇ ଗୁରୁବାର କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି। ତେବେ ତାଙ୍କ ନାମରେ ମମିତାଙ୍କ ପରିବାରଲୋକଙ୍କ ଅଭିଯୋଗପତ୍ର ନ ରଖିବା ନେଇ ଅଭିଯୋଗ ରହିଥିଲା।

ପ୍ରକାଶ ଯେ, ମହାଲିଙ୍ଗର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ମମତା ଗତ ୧୧ ଦିନ ହେବ ନିଖୋଜ ଥିଲେ। ପରେ ତାଙ୍କର ଦଗ୍ଧ ମୃତଦେହ ଷ୍ଟାଡିୟମ୍‌ରୁ ଜବତ କରାଯାଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ପ୍ରତିଷ୍ଠାନ, ବ୍ୟାଙ୍କ କର୍ମଚାରୀଙ୍କ ସହ ପୋଲିସର ବୈଠକ: ସିସିଟିଭି ଲଗାଅ, ସନ୍ଦିଗ୍ଧଙ୍କ ସୂଚନା ଦିଅ

ଅନୁଗୋଳ ଅଫିସ, ୧୪।୭ – ଅନୁଗୋଳରେ ଡକାୟତି, ଲୁଟ୍‌ପାଟ ବୃଦ୍ଧି ଏବେ ପୋଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଜିଲା ଏପରିକି ରାଜ୍ୟ ବାହାରର ଲୁଟେରା ଏଠାକୁ...

ସ୍ବଚ୍ଛ ଆକ୍ସନ ପ୍ଲାନରେ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ

ଜଗତ୍‌ସିଂହପୁର ଅଫିସ, ୧୩।୪: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ବାଲିକୁଦା ମହିଳା ସ୍ନାତକ ମହାବିଦ୍ୟାଳୟକୁ...

ପୁରୀ ଆକାଶରେ ସୂର୍ଯ୍ୟକିରଣ ଶୋ’

ପୁରୀ ଅଫିସ, ୧୮।୯: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଲୋକଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଶନିବାର ପୁରୀ ବେଳାଭୂମିରେ ବାୟୁସେନା...

ବଢୁଛି କର୍କଟ ରୋଗୀ, ମୃତକଙ୍କ ସଂଖ୍ୟା

ଭୁବନେଶ୍ବର, ୨ା୮(ବ୍ୟୁରୋ): କର୍କଟ ରୋଗ ଏବେ ରାଜ୍ୟରେ ବଢ଼ିଚାଲିଛି। ଗତ ୩ ବର୍ଷର ସରକାରୀ ରିପୋର୍ଟ ଉପରେ ନଜର ପକାଇଲେ ଏକଥା ସ୍ପଷ୍ଟ ହୋଇଛି। ତେବେ...

ଦେଶୀ ମଦ ଜବତ: ୨ ଗିରଫ

ବନ୍ତ,୨୮ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ଆଡିଆ କେନାଲ ପୋଲ ନିକଟରେ ଆଗରପଡା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବନ୍ତ ଅତିରିକ୍ତ ତହସିଲଦାର ବନୀତା ରାଣି କିସ୍କୁ...

ଅଣ୍ଡା ଦୁର୍ନୀତି: ଦିଗପହଣ୍ଡି ସିଡିପିଓଙ୍କ ବଦଳି

ଦିଗପହଣ୍ଡି,୨୪୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ଅଚାନକ ବଦଳି କରାଯାଇଛି। ରବିବାର ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।...

ପୁଣି ଏକ୍‌ମୋ ଚିକିତ୍ସାବେଳେ ଗଲା ଜୀବନ

କଟକ ଅଫିସ, ୧୩।୯: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର...

କୃଷକ ମୋର୍ଚ୍ଚା ପକ୍ଷରୁ ୪ ଘଣ୍ଟା ରେଳରୋକୋ

ବାଲେଶ୍ୱର ଅଫିସ, ୧୮।୨- କୃଷକ ମୋର୍ଚ୍ଚା ପକ୍ଷରୁ ଗୁରୁବାର ସର୍ବଭାରତୀୟସ୍ତରରେ ୪ ଘଣ୍ଟା ରେଳରୋକ କରାଯାଇଛି। କେନ୍ଦ୍ରରେ ମୋଦି ସରକାରଙ୍କ କଳା କୃଷକ ଆଇନ ,...

Advertisement
Archives

Model This Week