ବଡ଼ କାର୍ଯ୍ୟାନୁଷ୍ଠାନ: କେ. ଗାଁ ଥାନା ଅଧିକାରୀ ସସ୍‌ପେଣ୍ଡ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କେ.ଗାଁ ଥାନା ଅଧିକାରୀ ଡମୁ ପରଜାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ତାଙ୍କୁ ସସ୍‌ପେଣ୍ଡ କରାଯାଇଥିବା ନେଇ ଗୁରୁବାର କଳାହାଣ୍ଡି ଏସ୍‌ପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି। ତେବେ ତାଙ୍କ ନାମରେ ମମିତାଙ୍କ ପରିବାରଲୋକଙ୍କ ଅଭିଯୋଗପତ୍ର ନ ରଖିବା ନେଇ ଅଭିଯୋଗ ରହିଥିଲା।

ପ୍ରକାଶ ଯେ, ମହାଲିଙ୍ଗର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ମମତା ଗତ ୧୧ ଦିନ ହେବ ନିଖୋଜ ଥିଲେ। ପରେ ତାଙ୍କର ଦଗ୍ଧ ମୃତଦେହ ଷ୍ଟାଡିୟମ୍‌ରୁ ଜବତ କରାଯାଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ: ଗଞ୍ଜାମରୁ ଅଛନ୍ତି ୫ଜଣ

ଭୁବନେଶ୍ୱର, ୧।୮(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆକ୍ରାନ୍ତରେ ଆଉ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନା ଜନୀତ ମୃତ୍ୟୁସଂଖ୍ୟା ୧୮୭ରେ ପହଞ୍ଚିଛି। ଏ ନେଇ...

ଟିକାକରଣ ନୈରାଶ୍ୟଜନକ

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସପ୍ତାହକ ବ୍ୟବଧାନ ପରେ ସୁସ୍ଥହାର କମିଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁହାର ବୃଦ୍ଧି ପାଇଥିବା ପ୍ରଶାସନର...

ପାସେଞ୍ଜର ହଲ୍ଟରେ ସେବା ଠପ୍‌

ଢେଙ୍କାନାଳ ଅଫିସ, ୧୫।୩: କରୋନାକୁ ପୂରିଲାଣି ବର୍ଷେ। ତଥାପି ଶତପ୍ରତିଶତ ସ୍ବାଭାବିକ ହୋଇପାରିନି ଟ୍ରେନ୍‌ ଚଳାଚଳ। ହାତଗଣତି ରେଳ ସେବା ଯୋଗାଉଥିବାବେଳେ ଟ୍ରାକ୍‌ରେ ଗଡ଼ିନି ପାସେଞ୍ଜର ଟ୍ରେନ୍‌।...

ଜାତୀୟ ରାଜପଥ ମାନ୍ୟତା ପାଇଁ ଦାବିପତ୍ର

କପ୍ତିପଦା,୧୦ା୧୨(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଦେଇ ଟି.ଡି.ପି.ୟୁ ଏମ.ବି.ଆର(ଠାକୁରମୁଣ୍ଡା, ଡଙ୍ଗାଡିହା, ପୋଡାଡିହା,ଉଦଳା,ମାଣତ୍ରୀ,ବୈଶିଙ୍ଗା ଓ ରୂପସା) ଏମଡିଆର-୭୦ ଏକ ରାସ୍ତା ରହିଛି। ଏହି ରାସ୍ତାକୁ ଜାତୀୟ...

ତେଲଙ୍ଗାନାରୁ ଫେରିଲେ ୩୬ ଶ୍ରମିକ

ଡାବୁଗାଁ,୪ା୫(ଡି.ଏନ୍‌.ଏ.): ତେଲଙ୍ଗାନାରୁ ୩୬ ଶ୍ରମିକ ଆସି ରବିବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁରେ ପହଞ୍ଚିଛନ୍ତି। ଡାବୁଗାଁ ବ୍ଲକ୍‌ ଅଧୀନ ଜବାଗୁଡ଼ା, ବୋରିଗାଁ ଓ ବଡ଼ଓଲମା ପଞ୍ଚାୟତର...

ପ୍ରାର୍ଥୀପତ୍ର ଦାଖଲ କରିପାରିଲେନି, ଥାନାରେ ମାମଲା

କେନ୍ଦୁଝର, ୨୪।୧ (ସ୍ବ.ପ୍ର.)  କେନ୍ଦୁଝର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସରପଞ୍ଚ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲବେଳେ କେତେକ ଲୋକ ଗଣ୍ଡଗୋଳ କରି ଅଫିସରେ ତାଲା ପକାଇବାସହ...

ଦେବାଶିଷଙ୍କୁ ଘାରିଛି ପରିବେଶ ଚିନ୍ତା: ଶିକ୍ଷା ସହିତ ବୃକ୍ଷରୋପଣ ଉଦ୍ୟମ

ଆନନ୍ଦପୁର,୨୩। ୯(ସ୍ବ.ପ୍ର.)- ଛାତ୍ର ଜୀବନରେ ଜଣେ ଦକ୍ଷ ସଂଗଠକ ଭାବେ ବେଶ ପରିଚିତ୍‌ ଲାଭ କରିଛନ୍ତି ଶିକ୍ଷାବିତ୍‌ ଦେବାଶିଷ। ଏବେ ଦେବାଶିଷଙ୍କୁ ଘାରିଛି ପରିବେଶ ଚିନ୍ତା।...

ଆଜି ବନ୍ଦ ଡାକରା

ଭୁବନେଶ୍ୱର,୮।୧(ବ୍ୟୁରୋ):ରାସ୍ତାରେ ଗାଡ଼ି ଗଡ଼ିବନି। ଦୋକାନ ବଜାର, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ହେବ। ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବୁଧବାର ଦେଶବ୍ୟାପୀ...

Advertisement
Archives

Model This Week