କରୋନାର ଦୋହରା ମାଡ଼: ପୁଣି କଟକଣା, ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ କେତେକ ରାଜ୍ୟରେ ପୁଣି କଟକଣା ଜାରି କରାଯିବା ସହିତ ଖୋଲା ଯାଇଥିବା ସ୍କୁଲକୁ ବନ୍ଦ କରାଯାଇଛି। ଗୁଜରାଟ ଏବଂ ମଧ୍ୟପ୍ରଦେଶରେ କର୍ଫ୍ୟୁ ଲଗାଯିବ ସହିତ କେତେକ କଟକଣା ମଧ୍ୟ ଜାରି କରାଯାଇଛି। ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗ୍ବାଲିୟର, ରତଲାମ୍‌, ବିଦିଶା ଆଦି ଅଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରାଯାଇଛି। ସେହିପରି ଗୁଜରାଟର ସୁରଟ, ବଡ଼ୋଦରା, ରାଜକୋଟ ଆଦି ସହରରେ କର୍ଫ୍ୟୁ ଲଗାଯାଇଛି। ହରିୟାଣାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଖୋଲା ଯାଇଥିବା ସ୍କୁଲଗୁଡ଼ିକୁ ପୁଣି ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚରୁ ୧୨ରୁ ୧୪ ବର୍ଗଙ୍କୁ ଟିକା

ନୂଆଦିଲ୍ଲୀ,୧୭।୧: ଆସନ୍ତା ମାର୍ଚ୍ଚରୁ ଦେଶରେ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଟିକା ଦିଆଯିବ। ଏ ନେଇ କୋଭିଡ୍‌-୧୯ ଓ୍ବାର୍କିଂ ଗ୍ରୁପ୍‌ ଅଧ୍ୟକ୍ଷ ଡ....

ଓମିକ୍ରନ୍ ପାଇଁ ଘୁଞ୍ଚାଇ ଦିଆଯାଉ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୨୭ ।୧: କଂଗ୍ରେସ ନେତା ଜଗଦିଶ ଶର୍ମା ଦିଲ୍ଲୀ ହାଇକୋର୍ଟରେ ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଏକ ଜନସ୍ୱାର୍ଥ ମାମଲା...

ଭାରତ-ଚାଇନା ମଧ୍ୟରେ ଦୀର୍ଘ ୧୬ ଘଣ୍ଟାର କମାଣ୍ଡର ସ୍ତରୀୟ ବୈଠକ: ବିବାଦୀୟ ଅଞ୍ଚଳରୁ ସେନା ହଟାଇବା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୨୧ ।୨: ପୂର୍ବ ଲଦ୍ଦାଖର ପୋଙ୍ଗୟାଙ୍ଗ ହ୍ରଦ ପରେ ଅନ୍ୟ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ସେନାଙ୍କୁ ଫେରାଇ ନେବା ଲାଗି ଭାରତ-ଚାଇନା ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ...

ହଟିଲା ବିଜ୍ଞାପନ

ନୂଆଦିଲ୍ଲୀ,୨୬।୧୦: ବିବାଦୀୟ ‘କରଓ୍ବାଚୌଥ୍‌’ ବିଜ୍ଞାପନକୁ ନେଇ ଟ୍ରୋଲ୍‌ ହେବା ପରେ ପ୍ରାଇଭେଟ୍‌ ଏଫ୍‌ଏମ୍‌ସିଜି କମ୍ପାନୀ ଡାବର ତାହାକୁ ମଙ୍ଗଳବାର ହଟାଇଦେଇଛି। ଏଥିସହ ଏହି ବିଜ୍ଞାପନ ପାଇଁ...

କାଶୀ ମନ୍ଦିର କର୍ମଚାରୀଙ୍କ ପାଇଁ ୧୦୦ ଯୋଡ଼ା ଜୋତା ପଠାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୧୦।୧ : କାଶୀର ମନ୍ଦିର କର୍ମଚାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଯୋଡ଼ା ଜୋତା ପଠାଇଛନ୍ତି। ଏଭଳି କରି ପ୍ରଧାନମନ୍ତ୍ରୀ ପୁଣି ଥରେ...

‘ସବୁ ଦଳର ନେତାମାନେ ମୋତେ ଗାଳି କରୁଛନ୍ତି, ମୋର ଦୋଷ କ’ଣ’

ଅମୃତସର,୧୪।୨: ଆସନ୍ତା ଫେବୃୟାରୀ ୨୦ରେ ପଞ୍ଜାବରେ ବିଧାନସଭା ପାଇଁ ଭୋଟ ଅନୁଷ୍ଠିତ ହେବ। ଏଥିପାଇଁ ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

ଲ୍ୟାଣ୍ଡର ବିକ୍ରମର କୌଣସି କ୍ଷତି ହୋଇନି; ଯୋଗାଯୋଗ ପାଇଁ ଜାରି ରହିଛି ଉଦ୍ୟମ: ଇସ୍ରୋ

ଶ୍ରୀହରିକୋଟା,୯।୯: ଚନ୍ଦ୍ରୟାନ-୨ ମିଶନରେ ଆଶା ମଉଳିନି। କେତେକ ଯାନ୍ତ୍ରିକ ବ୍ୟତିକ୍ରମ ଯୋଗୁ ଲ୍ୟାଣ୍ଡର ବିକ୍ରମ ନିଦ୍ଦିଷ୍ଟ ପଥରୁ ବାହାରି ଯାଇ ଚନ୍ଦ୍ରପୃଷ୍ଠରେ ଜୋର୍‌ରେ ପଡ଼ିଯାଇଥିବା ଇସ୍ରୋ...

ଆଗ୍ରାରେ ପହଞ୍ଚିଲେ ଟ୍ରମ୍ପ: ୨୧ ସ୍ଥାନରେ ୩ହଜାର କଳାକାର କରିବେ ସ୍ବାଗତ

ଆଗ୍ରା,୨୪।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମଦାବାଦରେ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ସାରି...

Advertisement
Archives

Model This Week