ମକା ଖାଇଲେ ଦୂର ହୁଏ ଏସବୁ ସମସ୍ୟା

ମକା ଖାଲି ପାଟିକୁ ସୁଆଦିଆ ନୁହେଁ, ଏଥିରେ ନାନା ଔଷଧୀୟ ଗୁଣ ଭରି ରହିଛି। ମକାକୁ ପାଣିରେ ଭଲ ଭାବରେ ଫୁଟାଇ ସେହି ପାଣିକୁ ଛାଣି ନିଅନ୍ତୁ। ଏଥିରେ ମହୁ କିମ୍ବା ଚିନି ମିଶାଇ ସେବନ କରନ୍ତୁ। ଯାହାକି କିଡ୍‌ନୀ ରୋଗକୁ ଦୂର କରିଥାଏ

ଭଜା ମକା ଖାଇବା ଦ୍ୱାରା ଦାନ୍ତ ଏବଂ ମାଢ଼ି ମଜଭୁତ ହୋଇଥାଏ। ମକା ଲାଳ ତିଆରି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯାହା ପାଟି ଏବଂ ଦାନ୍ତର ଦୁର୍ଗନ୍ଧକୁ ମଧ୍ୟ ଦୂର କରିଥାଏ।

ମକା ଭଜା କୋଲେଷ୍ଟରଲ ନିୟନ୍ତ୍ରଣ କରିଥାଏ। ହାର୍ଟରୋଗୀଙ୍କ ପାଇଁ ମକା ସବୁଠୁ ଉପକାରୀ। ଏହା ଚର୍ବି କମ୍‌ କରିଥାଏ।

ଯଦି ମୁହଁରେ ବ୍ରଣ ହେଉଥାଏ ତେବେ ମକାକୁ ମଇଦା ପାଣିରେ ମିଶାଇ ହାଲୁକା ଭାବରେ ଲଗାଇଲେ ଏଥିରୁ ମୁକ୍ତି ମିଳେ।

ମକା ମଞ୍ଜି ଗୋଡ଼ଫଟା ସମସ୍ୟାରୁ ମୁକ୍ତି ଦିଏ। କଞ୍ଚା ମକାରୁ ଡାଲି ପ୍ରସ୍ତୁତ କରି ଏହାକୁ ଗୋଡ଼ରେ ଲଗାନ୍ତୁ । ଫାଟିଥିବା ଗୋଇଠି ପୁଣି ନରମ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଟାବିନ୍ଧାର ଘରୋଇ ଉପଚାର

ଅଣ୍ଟାବିନ୍ଧା ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି। ତେବେ, ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଆପଣେଇ ପାରିଲେ ଆପଣ ଏଥିରୁ କେତେକାଂଶରେ...

ମଧୁମେହ ଓ ପ୍ରାକୃତିକ ଚିକିତ୍ସା

ଅଧୁନା ସମ୍ପୂର୍ଣ୍ଣ ଭାରତବର୍ଷ ଓ ବିଶ୍ୱରେ ମଧୁମେହ ରୋଗ କାୟା ବିସ୍ତାର କରିଚାଲିଛି ଏବଂ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ଯନ୍ତ୍ରଣା ଜର୍ଜରିତ ହୋଇ...

ଏସବୁ ବ୍ୟାୟାମ କଲେ ଡେଙ୍ଗା ହେବେ ପିଲା

କୁହାଯାଏ, ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପିଲା ବଢ଼ିଥା’ନ୍ତି। ତା’ ପରେ ଆଉ ବଢ଼ନ୍ତି ନାହିଁ। ତେଣୁ ପିଲାଙ୍କ ଉଚ୍ଚତା ଯଦି କମ୍‌ ହୋଇଥାଏ ଅଭିଭାବକମାନେ ମନ...

ବିବାହ ଭୋଜିରେ ଯୋଗ ଦେଉଥିଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ବା ଅନ୍ୟ କୌଣସି ଭୋଜିରେ ଖାଇବାକୁ ଥିଲେ ଅନେକ ଲୋକ ଆଗ୍ରହ ସହକାରେ ଅଧିକ ଖାଇବା ଦେଖାଯାଇଥାଏ। ହେଲେ ଏହା ଆଦୌ ଠିକ୍‌ ନୁହେଁ।...

ହାର୍ଟଆଟାକ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ମାସରେ ଥରେ…

ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିିତା ପାଇଁ କେତେକଙ୍କଠାରେ ହାର୍ଟ ସମସ୍ୟା ଦେଖାଦେଇଥାଏ। ତେବେ ଏହା ସହଜରେ ଦୂର କରିବା ପାଇଁ ପ୍ରତି ମାସରେ ଥରେ...

ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ

ମାଣବସା ଗୁରୁବାର ଆସିଲେ ଯେବେ ମା’ ଘରେ ଏବଂ ଦୁଆରେ ଝୋଟି ଆଙ୍କୁଥିଲେ, ସେ ତାକୁ ଖୁବ୍‌ ଆଗ୍ରହରେ ଚାହିଁ ରହୁଥିଲେ। ନିଜେ ବି ଝୋଟି...

ଦୃଷ୍ଟିଶକ୍ତିକୁ ପ୍ରଭାବିତ କରେ ହରର୍‌ ମୁଭି

ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଲା ଚଳଚ୍ଚିତ୍ର। କେତେକ ହରର ମୁଭି ଦେଖିବାକୁ ପସନ୍ଦ କରିଥାଆନ୍ତି। ଏହା ସିନା ମନକୁ ସାମୟିକ ଆନନ୍ଦ ଦେଇଥାଏ, ହେଲେ ଏହାର...

ବିବାହ ପୂର୍ବରୁ ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ..

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

Advertisement
Archives

Model This Week