୩୫ ସାଙ୍ଗଠନିକ ଜିଲା ସଭାପତି ନିଯୁକ୍ତ କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁ ଜିଲା ଦାୟିତ୍ୱ…

ଭୁବନେଶ୍ୱର,୨୬ା୯ (ରବିନାରାୟଣ ଜେନା): ଦୀର୍ଘଦିନ ଧରି କଂଗ୍ରେସ ପକ୍ଷରୁ ଚାଲିଥିବା ଜିଲା ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସୁପାରିସ ଆଧାରରେ ଶୁକ୍ରବାର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନକ୍ରମେ ଓଡ଼ିଶାର ସମସ୍ତ ୩୫ଟି ସାଂଗଠନିକ ଜିଲା କଂଗ୍ରେସ କମିଟିର ସଭାପତି ନିଯୁକ୍ତ ହୋଇଛନ୍ତି। ସଙ୍ଗଠନ ସୃଜନ ଅଭିଯାନର ଏକ ଅଂଶ ଭାବରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ଏଆଇସିସି ସାଧାରଣ ସମ୍ପାଦକ(ସଙ୍ଗଠନ) କେ.ସି. ବେଣୁଗୋପାଳ ଦର୍ଶାଇଛନ୍ତିି।

ଜିଲା-ସଭାପତିଙ୍କ ନାମ
ଅନୁଗୋଳ-ସୁନୀଲ ପ୍ରଧାନ
ବାଲେଶ୍ୱର-ସତ୍ୟ ଶିବ ଦାସ
ବରଗଡ଼-ହରଦୀପ ସିଂ
ଭଦ୍ରକ-ନଳିନୀକାନ୍ତ ମହାନ୍ତି
ଭୁବନେଶ୍ୱର-ପ୍ରକାଶ ଚନ୍ଦ୍ର ଜେନା
ବଲାଙ୍ଗୀର-ଅନିଲ ମେହେର
ବୌଦ୍ଧ-ବିନ୍ଧ୍ୟବିନୀ ସାହୁ
କଟକ-ପ୍ରଦୀପ୍ତ କୁମାର ଦାସ
କଟକ ସହର-ଗିରିବାଳା ବେହେରା
ଦେବଗଡ଼-ସେମ ହେମ୍ରମ
ଢେଙ୍କାନାଳ-ଛବିରାଜ ବିଶ୍ୱାଳ
ଗଜପତି-ଦାଶରଥି ଗମାଙ୍ଗୋ
ଗଞ୍ଜାମ ପୂର୍ବ-ରଶ୍ମିରଞ୍ଜନ ପଟ୍ଟନାୟକ
ଗଞ୍ଜାମ-ପଶ୍ଚିମ ରମେଶ ଚନ୍ଦ୍ର ଜେନା
ଜଗତ୍‌ସିଂହପୁର-ଦେବପ୍ରସାଦ ନାୟକ
ଯାଜପୁର-ମାଗୁଣି ବଟକୃଷ୍ଣ ଜେନା
ଝାରସୁଗୁଡ଼ା-ଜୀବନ ସାର୍ଥକ ଦାସ
କଳାହାଣ୍ଡି-ଜଳନ୍ଧର ନାୟକ
କନ୍ଧମାଳ-ଚନ୍ଦ୍ରଶେଖର ପରିଡ଼ା
କେନ୍ଦ୍ରାପଡ଼ା-ଦେବସ୍ମିତା ଶର୍ମା
କେଉଁଝର-ମନୋଜ କୁମାର ଜେନା
ଖୋର୍ଦ୍ଧା-ରାଜୀବ କୁମାର ପଟ୍ଟନାୟକ
କୋରାପୁଟ-ରୂପକ ତୁରୁକ୍‌
ମାଲକାନଗିରି-ଜି. ଶ୍ରୀନିବାସ ରାଓ
ମୟୂରଭଞ୍ଜ-ପୂର୍ବ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ
ମୟୂରଭଞ୍ଜ-ପଶ୍ଚିମ ଭୂବନବିହାରୀ ସାହୁ
ନବରଙ୍ଗପୁର-ଲିପିକା ମାଝୀ
ନୟାଗଡ଼-ରଞ୍ଜିତ ଦାସ
ନୂଆପଡା-ଘାସୀ ରାମ ମାଝୀ
ପୁରୀ-ରାଜେଶ କୁମାର ମିଶ୍ର
ରାୟଗଡା-ଆପାଲାସ୍ବାମୀ କାଡ୍ରାକା
ରାଉରକେଲା-ସବୀର ହୁସେନ୍‌
ସମ୍ବଲପୁର-ଅମିତ କୁମାର ଗୁରୁ
ସୁବର୍ଣ୍ଣପୁର-ବିନୋଦ ପାତ୍ର
ସୁନ୍ଦରଗଡ-ନିର୍ମଳ ଚାନ୍ଦ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri