Posted inଜାତୀୟ

ବିତାରପତି ନିଯୁକ୍ତିରେ କଲେଜିୟମ୍‌ ମଡେଲ ଉପଯୁକ୍ତ, ଏହାଠାରୁ ଅନ୍ୟ କିଛି ଶ୍ରେଷ୍ଠ ନୁହେଁ: ପୂର୍ବତନ ସିଜେଆଇ…

ନୂଆଦିଲ୍ଲୀ,୧୮।୨ : ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ୟୁ ୟୁ ଲଲିତ ଶନିବାର କହିଛନ୍ତି ଯେ ବିଚାରପତିଙ୍କ ନିଯୁକ୍ତିର କଲେଜିୟମ ବ୍ୟବସ୍ଥା ଏକ ଉପଯୁକ୍ତ ମଡେଲ ଯାହା ପୂର୍ଣ୍ଣ ଭାବେ ପ୍ରମାଣିତ। ନ୍ୟାୟିକ ନିଯୁକ୍ତି ଏବଂ ସଂସ୍କାର ଉପରେ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ ଲଲିତ ଏହା କହିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ସାମ୍ବିଧାନିକ ଅଦାଲତର ବିଚାରପତିଙ୍କ ନାମ ସୁପାରିଶ କରିବାରେ ଏକ କଠୋର ପ୍ରକ୍ରିୟା ସହ ଜଡିତ।

ଜଷ୍ଟିସ ଲଲିତ କହିଛନ୍ତି, ମୋ ଅନୁଯାୟୀ କଲେଜିୟମ ସିଷ୍ଟମ ଅପେକ୍ଷା ଆମର କୌଣସି ଶ୍ରେଷ୍ଠ ବ୍ୟବସ୍ଥା ନାହିଁ। ସ୍ବାଭାବିକ ଭାବରେ, ଆମେ ଏହାକୁ ନେଇ ଏଭଳି ଦିଗରେ କାର୍ଯ୍ୟ କରିବା ଉଚିତ ଯାହା ଦ୍ୱାରା କଲେଜିୟମ ସିଷ୍ଟମ ଜୀବନ୍ତ ରହିପାରିବ।

 

ପୂର୍ବତନ ସିଜେଆଇ କହିଛନ୍ତି ଯେ ଯେଉଁ ମଡେଲ ଦ୍ୱାରା ଆମେ ଆଜି କାମ କରୁଛୁ ତାହା ହେଉଛି ସଠିକ ମଡେଲ। ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ସେମାନଙ୍କର କାର୍ଯ୍ୟ ଦେଖିଥିବାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଯୋଗ୍ୟତା ଉପରେ ନିଷ୍ପତ୍ତି ନେବାକୁ ନ୍ୟାୟପାଳିକା ଏକ ଉତ୍ତମ ସ୍ଥିତିରେ ଅଛି।

ସେ କହିଛନ୍ତି ଯେ ଯେତେବେଳେ ଏହି ମାମଲା ସୁପ୍ରିମକୋର୍ଟ କଲେଜିୟମରେ ପହଞ୍ଚେ, ସେତେବେଳେ ନାମଟି ଗ୍ରହଣୀୟ କି ନୁହେଁ ତାହା ସମ୍ପୂର୍ଣ୍ଣ ସଠିକ ସ୍ଥିତି। ଏହା ନୁହେଁ ଯେ ଏହା କାହା ଦ୍ୱାରା ଏକ ମନଇଛା କାର୍ଯ୍ୟ। ଏହା ଏକ ପୂର୍ଣ୍ଣ ପ୍ରମାଣିତ ବ୍ୟବସ୍ଥା । ବିଚାରପତିମାନେ କଲେଜିୟମ ସିଷ୍ଟମ ମାଧ୍ୟମରେ ସାମ୍ବିଧାନିକ ଅଦାଲତରେ ବିଚାରପତି ନିଯୁକ୍ତ କରନ୍ତି। ଆଜିକାଲି ନ୍ୟାୟପାଳିକା ଏବଂ ସରକାରଙ୍କ ମଧ୍ୟରେ ବିବାଦର ଏହା ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି।
ସୂଚନାଯୋଗ୍ୟ, ଜଷ୍ଟିସ ଲଲିତ ନଭେମ୍ବର ୨୦୨୨ ରେ ଅବସର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ବିମାନ ଯାତ୍ରା

ନୂଆଦିଲ୍ଲୀ,୪।୩: ଭାରତରେ ଏବେ ବିମାନ ଯାତ୍ରା ମହଙ୍ଗା ହୋଇଛି। ଦିଲ୍ଲୀ-ମୁମ୍ବାଇ ମଧ୍ୟରେ ୨୫ଶହ ଟଙ୍କାରେ ଉପଲବ୍ଧ ହେଉଥିବା ଏୟାର ଇଣ୍ଡିଆ ଇକୋନୋମିକ ଟିକେଟ ବର୍ତ୍ତମାନ ୪ହଜାରକୁ...

୩୭୦ ଅନୁଚ୍ଛେଦ ହଟିବା ପରେ ୨ ବର୍ଷରେ କେତେ ଜଣ ଜମ୍ମୁ-କଶ୍ମୀରରେ କିଣିଛନ୍ତି ଜମି, ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୧୦।୮: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଯିବା ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। ନିୟମ ପରିବର୍ତ୍ତନ ପରେ ବର୍ତ୍ତମାନ ରାଜ୍ୟ ବାହାରର ଯେ କୌଣସି...

‘ସିନ୍ଦେ ଭାଇ ମାତୋଶ୍ରୀ ଫେରି ଚାଲ’

ଗୁଆହାଟୀ,୨୪।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ଶିବସେନାର ସତାରା ଜିଲା ଉପମୁଖ୍ୟ ସଞ୍ଜୟ ଭୋସଲେ ଆସାମର ଗୁଆହାଟୀରେ ପହଞ୍ଚିଛନ୍ତି। ସେ...

ସମୟ ପୂର୍ବରୁ ଛାଡ଼ିଦେଲା ବିମାନ: ରହିଗଲେ ଯାତ୍ରୀ

ଅମୃତସର,୧୯।୧: ଅମୃତସରରୁ ସିଙ୍ଗାପୁର ଯିବାକୁ ଥିବା ସ୍କୁଟ୍‌ ଏୟାରଲାଇନ୍ସର ଏକ ବିମାନର ଉଡ଼ାଣ ସମୟକୁ ପରିବର୍ତ୍ତନ କରିଦିଆଯିବାରୁ ୩୨ ଜଣ ଯାତ୍ରୀ ଯାଇପାରି ନ ଥିଲେ।...

ଦିନେ ଥିଲେ ଶ୍ରମିକ, ଆଜି ମନ୍ତ୍ରୀ

ନୂଆଦିଲ୍ଲୀ,୮ା୭: କୁହାଯାଏ, ଭାଗ୍ୟ ଆଉ ଭଗବାନ ଯାହାକୁ ସାହା ହୁଅନ୍ତି ତା’ର କିଛି ବି ଅସୁବିଧା ହୁଏ ନାହିଁ। ଦିନେ ନା ଦିନେ ସେ ସଫଳତାର...

ସକ୍ରିୟ ମାମଲା ୮ ଲକ୍ଷ ତଳେ…

ନୂଆଦିଲ୍ଲୀ, ୧୦।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି...

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯।୭: ଓଡ଼ିଶା ରସଗୋଲାକୁ ଜିଆଇ (ଭୌଗୋଳିକ ସାଙ୍କେତିକ)ଟ୍ୟାଗ୍‌ ମାନ୍ୟତା ମିଳିଛି। ଏହାଅନୁସାରେ ରସଗୋଲା ଓଡ଼ିଶାର ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ରହିଛି ବୋଲି ସ୍ବୀକୃତି ମିଳିଛି।...

୨୧ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା, ୫୩ ପ୍ରତିଶତ କୋଟିପତି…

ଇମ୍ଫାଲ୍‌,୧୯।୨ : ମଣିପୁରରେ ଫେବୃୟାରୀ ୨୮ ଏବଂ ମାର୍ଚ୍ଚ ୫ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା...

Advertisement
Archives

Model This Week