ଦୂରହେବ ଅସରପା ସମସ୍ୟା

ଘରେ ଅସରପା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହାକୁ ନେଇ ବ୍ୟସ୍ତ ହେବା ପରିବର୍ତ୍ତେ କେତୋଟି ଛୋଟ ଉପାୟରେ ଆପଣଙ୍କ ଘରୁ ଏହାକୁ ଦୂରେଇ ଦେଇପାରିବେ…

ଆପଣ ରୋଷେଇକରିବା ସମୟରେ ଲବଙ୍ଗ ବ୍ୟବହାର କରିଥାନ୍ତି। ଏହାକୁ ଆପଣ କିଚେନ୍‌ କ୍ୟାବିନେଟ୍‌ ଭିତରେ ଅଳ୍ପ ରଖି ଦିଅନ୍ତୁ। ଏହାଦ୍ୱାରା ତା’ ଭିତରେ ଆଉ ଅସରପା ରହିବେ ନାହିଁ।
କିଚେନ୍‌ କ୍ୟାବିନେଟ୍‌ରେ ରେଡ୍‌ ଓ୍ବାଇନ୍‌ ରଖି ଦିଅନ୍ତୁ। ଏକ ପାତ୍ରରେ ଏକ ଚତୁର୍ଥାଂଶ ରେଡ୍‌ ଓ୍ବାଇନ୍‌ ପକାନ୍ତୁ। ଏବେ ଏହାକୁ କ୍ୟାବିନେଟ୍‌ରେ ରଖନ୍ତୁ। ଦେଖିବେ କ୍ୟାବିନେଟ୍‌ରେ ଅସରପା ହେବେନି।
ପାଉଡର ପରି ହୋଇଥିବା ଚିନିକୁ ଏକ ପାତ୍ରରେ କିମ୍ବା କୌଣସି ବୋତଲ ଢାଙ୍କୁଣିରେ ଭରି କି ରଖିଦିଅନ୍ତୁ। ଆପଣ ଏହାକୁ ବୋରିକ୍‌ ଏସିଡ୍‌ ସହ ମିଶାଇ କ୍ୟାବିନେଟ୍‌ରେ ରଖି ଦିଅନ୍ତୁ। ଦେଖିବେ ଅସରପା ଜମା ବି ହେବନାହିଁ।
ଅଣ୍ଡା ଖାଇସାରି ଏହାର ଖୋଳକୁ ନ ଫୋପାଡ଼ି ଏକ ପାତ୍ରରେ ରଖି ଦିଅନ୍ତୁ। ଦେଖିବେ, ତା’ ପାଖାପାଖି ଅସରପା ଆସିବେନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ ହୋଇପାରେ ଆଲ୍‌ଜିମର୍ସର କାରଣ

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଆମକୁ ଖାଦ୍ୟପେୟ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ତା’...

ଟୁଥ୍‌ପେଷ୍ଟରେ ଥିବା ଲେବଲ୍‌ର ରଙ୍ଗ କ’ଣ ସୂଚନା ଦିଏ

ଟୁଥପେଷ୍ଟ ଆମ ନିତିଦିନିଆ ଜୀବନର ଏକ ନିହାତି ଦରକାରୀ ଜିନିଷ। ରାତି ପାହିଲେ ପିଲାଠାରୁ ବୟସ୍କ ସମସ୍ତେ ଏହାକୁ ଖୋଜି ବସନ୍ତି। ହେଲେ ଏଥିରେ ଥିବା...

ସ୍ୱାସ୍ଥ୍ୟପାଇଁ ହିତକର ଗ୍ରୀନ୍ ମଟର

ଶୀତଦିନେ ବଜାରରେ ଗୀନ୍ ମଟର ସହଜରେ ମିଳି ଯାଇଥାଏ । ଏହା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ବୋଲି କୁହାଯାଏ । ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀନ୍ ମଟରରେ...

କିଡ୍‌ନୀ ଡାଏଲିସିସ୍‌

ଡାଏଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀ ଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇପଡ଼ିଲେ ଡାଏଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ...

ହସ୍ତାକ୍ଷରକୁ ଅନୁକରଣ କରିବ ସଫ୍ଟଓ୍ବେର

କୌଣସି ବ୍ୟକ୍ତିଙ୍କର ହସ୍ତାକ୍ଷରକୁ ଅନୁକରଣ କରି ତାହାର ଅବିକଳ ନକଲ କରିହେବ। ନିକଟରେ ଏପରି ଏକ ସଫ୍ଟଓ୍ବେର ବିକିଶିତ ହୋଇଛି। ୟୁନିଭର୍ସିଟି କଲେଜ ଅଫ ଲଣ୍ଡନର...

ଏହି ଉପାୟରେ ଦୂର କରନ୍ତୁ ବ୍ରଣ ସମସ୍ୟା

ଆଜିକାଲି ଯୁବପିଢ଼ିଙ୍କଠାରେ ବ୍ରଣ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଯୁବକମାନଙ୍କଠାରୁ ଯୁବତୀଙ୍କ ଠାରେ ଏହି ସମସ୍ୟା ବେଶୀ ଦେଖା ଦେଉଛି। ଫଳରେ ସେମାନେ ଚିନ୍ତିତ ହୋଇପଡୁଛନ୍ତି।...

ଶପିଂ କରିବା ପୂର୍ବରୁ

ପ୍ରଥମେ ଲିଷ୍ଟ କରନ୍ତୁ: ସବୁବେଳେ ମନେରଖନ୍ତୁ ଯେତେବେଳେ ଆପଣ ଶପିଂ କରିବାକୁ ଯାଉଛନ୍ତି ପ୍ରଥମେ ଲିଷ୍ଟ କରନ୍ତୁ କ’ଣ କିଣିବେ। କାହିଁକି ନା ଆପଣ ମାର୍କେଟ...

ପତଞ୍ଜଳି ଯୋଗପୀଠରେ…

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପତଞ୍ଜଳି ଯୋଗପୀଠ ହରିଦ୍ୱାର ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛିା ପତଞ୍ଜଳି ସ୍ବେଚ୍ଛାସ୍ବେବୀଙ୍କ ସହଯୋଗ ସହିତ ସାରା ଦେଶରେ ପାଖାପାଖି ୫୦୦...

Advertisement
Archives

Model This Week