Posted inଖେଳ

କୋଚ୍‌ଙ୍କ ଅଧୁରା ପ୍ରେମ କାହାଣୀ

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସଂଯୋଗ ବହୁତ ପୁରୁଣା। ଶର୍ମିଳା ଟାଗୋର-ମନସୁର ଖାନ ପଟୌଦିଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡି ପର୍ଯ୍ୟନ୍ତ କ୍ରିକେଟର ଏବଂ ଅଭିନେତ୍ରୀମାନଙ୍କ ପ୍ରେମ କାହାଣୀ ପ୍ରାୟତଃ ଚର୍ଚ୍ଚାରେ ଥାଏ। ଭାରତୀୟ ଦଳର କ୍ରିକେଟର୍‌ କୋଚ ରବି ଶାସ୍ତ୍ରୀ ଏବଂ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅମୃତା ସିଂ ପ୍ରେମ କାହାଣୀ କାହାକୁ ଅଛପା ନାହିଁି।

୧୯୮୦ ମସିହାରେ ରବି ଶାସ୍ତ୍ରୀ ଏବଂ ଅଭିନେତ୍ରୀ ଅମୃତା ସିଂଙ୍କ ପ୍ରେମ ସମ୍ପର୍କ ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେତେବେଳେ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲେ ଏବଂ ସେଥିପାଇଁ ଲୋକମାନେ ତାଙ୍କୁ କ୍ରିକେଟ ଦଳର ‘ପୋଷ୍ଟର ବଏ’ ଡାକୁଥିଲେ। ଏହି କାରଣରୁ ଅମୃତା ତାଙ୍କ ପ୍ରେମରେ ପଡିଥିଲେ। ଉଭୟଙ୍କ ବିଷୟରେ ବେଶ୍‌ ଚର୍ଚ୍ଚା ଚାଲିଥିଲା। ମ୍ୟାଚ ସମୟରେ ଅମୃତା ରବି ଶାସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଷ୍ଟାଡିୟମକୁ ଯାଉଥିଲେ। ଦୁହେଁ ଏକ ପତ୍ରିକାର କଭରରେ ଏକାଠି ଦେଖାଯିବା ପରେ ଉଭୟଙ୍କ ଘନିଷ୍ଠତା ସାମ୍ନାକୁ ଆସିଥିଲା। ଏକ ମାଗାଜିନ କଭରରେ ଏକାଠି ହେବା ପରେ ରବି ଏବଂ ଅମୃତାଙ୍କ ସମ୍ପର୍କ ୮୦ ଦଶକରେ ସବୁଠାରୁ ଚର୍ଚ୍ଚିତ ବିଷୟ ହୋଇଗଲା।

ସମୟ ସହିତ, ପ୍ରେମ ମଧ୍ୟ ଦ୍ରୁତ ଗତିରେ ଆକୁ ବଢିଥିଲା। ଉଭୟ କିଛି ବର୍ଷ ଡେଟିଂ ପରେ ୧୯୮୬ ମସିହାରେ ଉଭୟ ନିର୍ବନ୍ଧ କରିଥିଲେ। କିନ୍ତୁ ଏହାପରେ ଦୁହେଁ ଆଉ ବିବାହ କରି ନ ଥିଲେ। ସମ୍ପର୍କ କୌଣସି କାରଣରୁ ଭାଙ୍ଗିଯାଇଥିଲା।

ଏହାକୁ ଭୁୂଲି ରବି ୧୯୯୦ରେ ରିତୁଙ୍କୁ ବିବାହ କରିଥିଲେ। ୧୯୯୧ରେ ଅମୃତା ସିଂ ଅଭିନେତା ସୈଫ ଅଲି ଖାନଙ୍କୁ ବିବାହ କରିଥିଲେ। ତେବେ କିଛି ବର୍ଷ ପରେ ଅମୃତା ଏବଂ ସୈଫଙ୍କ ରାସ୍ତା ମଧ୍ୟ ଅଲଗା ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ମୋବାଇଲ ମସଜିଦ୍‌

ଟୋକିଓ:ଏଥର ଟୋକିଓ ଅଲିମ୍ପିକ୍ସରେ ମୁସଲମାନ ଖେଳାଳିଙ୍କ ପାଇଁ ନମାଜ ପଢିବାକୁ ମୋବାଇଲ ମସଜିଦ ବ୍ୟବସ୍ଥା କରାଯାଉଛି। ଏହି ମସଜିଦ ଷ୍ଟାଡିୟମ ବାହାରେ ରଖାଯିବ। ସେଥିରେ ହାତ...

ଚର୍ଚ୍ଚାରେ କୋହଲିଙ୍କ ନୂଆ ପୋଷ୍ଟ

ହାମିଲଟନ୍‌, ୧୭।୨- ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଟି୨୦ ଓ ଦିନିକିଆ ସିରିଜ ଖେଳିସାରିବା ପରେ ଏବେ ଟେଷ୍ଟ ଲାଗି ପ୍ରସ୍ତୁତ ହେଉଛି।...

ଡବ୍ଲୁଟିସି ଫାଇନାଲ୍‌ ଚାଲିଥିବାବେଳେ ବାଥ୍‌ରୁମ୍‌ରେ ଥିଲେ ଏହି କ୍ରିକେଟର୍‌

ଲଣ୍ଡନ,୩୦ା୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ରେ ଭାରତକୁ ନ୍ୟୁଜିଲାଣ୍ଡ ୮ ଉଇକେଟ୍‌ରେ ପରାସ୍ତ କରି ଚାମ୍ପିଅନ୍‌ ହୋଇଛି। ଏହି ମ୍ୟାଚର ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ...

‘ଓଭର ଥ୍ରୋ ଚୌକାକୁ ବାତିଲ୍‌ କରିବାକୁ ଅମ୍ପାୟରଙ୍କୁ କହି ନ ଥିଲି’

ଲଣ୍ଡନ,୧।୮ (ପି.ଟି.)- ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ଭରା ଆଇସିସି ବିଶ୍ୱକପ୍‌ ଫାଇନାଲରେ ଏକ ବିବାଦୀୟ ଘଟଣାକ୍ରମେ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ ବାଜି ଓଭର ଥ୍ରୋ...

ଗାଙ୍ଗୁଲିଙ୍କ ସପକ୍ଷରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୪ (ପି.ଟି.)-ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଆଗତ ସ୍ବାର୍ଥଜନିତ ମାମଲାର ଶୁଣାଣି ଶନିବାର ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅମ୍ବୁଡ୍‌ସମ୍ୟାନ ଜଷ୍ଟିସ ଡି.କେ.ଜୈନ...

ଧୋନୀ ନା ନେହେରା…. ଟି୨୦ ଟିମ୍‌ରୁ ଦ୍ରାବିଡ ହଟିଲେ କିଏ ହେବେ ଟିମ୍‌ ଇଣ୍ଡିଆ କୋଚ୍‌?

ନୂଆଦିଲ୍ଲୀ,୬।୧୨: ଟି୨୦ ବିଶ୍ୱକପ୍‌ ୨୦୨୨ରେ ପରାଜୟ ପରେ ଭାରତୀୟ ଦଳରେ ଅନେକ ପରିବର୍ତ୍ତନ ହେବାର ଆଶଙ୍କା ବୃଦ୍ଧି ପାଇଛି। ବିସିସିଆଇ ଏହି ଫର୍ମାଟ ଲାଗି ନୂତନ...

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ଫାଇନାଲରେ ମେରୀକମ୍‌, ବିଧୁରୀ

ନୂଆଦିଲ୍ଲୀ,୨୮।୭(ପି.ଟି.)- ଇଣ୍ଡୋନେସିଆର ଲାବୁଆନ ବାଜୋଠାରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ବକ୍ସର ମେରୀକମ୍‌ ଓ ପୁରୁଷ ତାରକା ବକ୍ସର...

ମୋତେ ବହୁତ ଦିନ ଅପେକ୍ଷା କରାଇଛ, କୋହଲିଙ୍କୁ କାହିଁକି ଏମିତି କହିଲେ ଦ୍ରାବିଡ

ଅହମ୍ମଦାବାଦ,୧୪।୩: ଅଷ୍ଟ୍ରେଲିଆ ବିପକ୍ଷ ଅହମ୍ମଦାବାଦ ଟେଷ୍ଟରେ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଛନ୍ତି। ୧୨୦୫ ଦିନ ପରେ ସେ ଏହି ଫର୍ମାଟରେ ଏକ...

Advertisement
Archives

Model This Week