ଚାଇନାର ବିସ୍ତାରବାଦୀ ନୀତି ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ ସୀମିତ ନୁହେଁ, ତାଇଓ୍ବାନର ଅଭିଯୋଗ…

ନୂଆଦିଲ୍ଲୀ, ୨୦।୮ : ଚାଇନାର ବିସ୍ତାରାଦୀ ନୀତି ନେଇ ତାଇଓ୍ବାନ ପୁଣିଥରେ ଚାଇନାକୁ ଟାର୍ଗେଟ କରିଛି। ତାଇଓ୍ବାନ ବୈଦେଶିକ ମନ୍ତ୍ରୀ ଯୋଶେଫ ଓ୍ବୁ ଶନିବାର ଅଭିଯୋଗ କରିଛନ୍ତି ଯେ, ଚାଇନାର ବିସ୍ତାରବାଦୀ ନୀତି କେବଳ ଦକ୍ଷିଣ ଚାଇନା ସାଗର ପର୍ଯ୍ୟନ୍ତ ସୀମିତ ନୁହେଁ। ଏସିଆ ଏବଂ ଏସିଆ ବାହାରେ ମଧ୍ୟ ଚାଇନା ଏହି ନୀତି ଜାରି ରଖିଛି।

ଚାଇନାର ଏଭଳି କାର୍ଯ୍ୟ ଯୋଗୁ ଗଣତନ୍ତ୍ର ଉପରେ ସଙ୍କଟ ସୃଷ୍ଟି ହୋଇଥିବା ସେ କହିଛନ୍ତି। ଶ୍ରୀଲଙ୍କା ଉପରେ ଋଣ ଜାଲ ବିଛାଇ ଚାଇନା ସେଠାରେ ଆର୍ଥିକ ସଙ୍କଟ ଉତ୍ପନ୍ନ କରିଥିବା ସେ ଅଭିଯୋଗ ଆଣିଛନ୍ତି। ସୋଲେମନ ଦ୍ୱୀପରେ ବୃଦ୍ଧି ପାଉଥିବା ଚାଇନାର ଦଖଲ ଦେଇ ଅଷ୍ଟ୍ରେଲିଆ ମଧ୍ୟ ଚିନ୍ତା ପ୍ରକଟ କରିଥିବା ଯୋଶେଫ କହିଛନ୍ତି। ଜିବୁତିରେ ମଧ୍ୟ ଚାଇନା ନିଜର ପ୍ରଭାବ ବିସ୍ତାର ଜାରି ରଖିଥିବା ସେ କହିଛନ୍ତି।

ତାଇଓ୍ବାନ ସହିତ ଜାପାନ ଛିଡ଼ା ହୋଇଥିବାରୁ ସେ ଜାପାନ ସରକାରଙ୍କୁ ପ୍ରଶଂସା କରିବା ସହିତ ଭାରତ ସରକାରଙ୍କ ସହାୟତା କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବାମା ଭଲକାମ ନ କରିବାରୁ ମୁଁ ହେଲି ରାଷ୍ଟ୍ରପତି: ଟ୍ରମ୍ପ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭଲକାମ...

ୟୁରୋପକୁ ଫେରିଲା କରୋନା, ଅଷ୍ଟ୍ରିଆରେ ୨୦ ଦିନିଆ ଲକ୍‌ଡାଉନ୍‌…

ଓ୍ବାଶିଂଟନ,୨୩।୧୧: ୟୁରୋପକୁ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିଛି। ଗତ ସପ୍ତାହରେ ୟୁରୋପୀୟ ଦେଶମାନଙ୍କରେ କରୋନା ମହାମାରୀ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ...

ଆମେରିକା ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ଓ୍ବାଶିଂଟନ,୬ା୧, (ପି.ଟି./ଆଇଏଏନ୍‌ଏସ୍‌): ଆମେରିକା ଓ ଇରାନ ପରସ୍ପରକୁ ଟାର୍ଗେଟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଆମେରିକାର ଏକ ସରକାରୀ ଓ୍ବେବ୍‌ସାଇଟ୍‌ ଶନିବାର...

କରୋନା ଭାଇରସ: ମୌଲାନାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଲେ ଲକ୍ଷାଧିକ ଲୋକ

ଢାକା,୨୦।୪: ପାକିସ୍ତାନରେ ଇମ୍ରାନ ଖାଁ ସରକାର ଓ ମୌଳବାଦୀ ନେତାଙ୍କ ମଧ୍ୟରେ ଲକ୍‌ଡାଉନକୁ ନେଇ ଚାଲିଥିବା ତୁତୁମେଁମେଁ ଭିତରେ ଏବେ ବାଂଲାଦେଶରେ ମଧ୍ୟ ଏଭଳି ଘଟଣା...

ଓମିକ୍ରନ୍‌କୁ ମାଇଲ୍ଡ ବୋଲି ବୁଝିବା ବଡ ଭୁଲ୍ ହେବ: ଡବ୍ଲୁଏଚଓ

ଜେନେଭା,୭ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି । ଏହା କିନ୍ତୁ ଡେଲ୍ଟା ଭଳି ପ୍ରାଣଘାତି ନୁହେଁ...

ଆମେରିକାର ଏଫ୍‌-୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

କାଲିଫର୍ନିଆ,୧୭।୫: ଆମେରିକା ବାୟୁସେନାର ଏଫ୍‌-୧୬ ଯୁଦ୍ଧ ବିମାନ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପଡିଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ପୂର୍ବରୁ ପାଇଲଟ ସୁରକ୍ଷିତ...

ମରାମତି ପରେ ପ୍ରଥମ ଜେଏଫ-୧୭ ଯୁଦ୍ଧ ବିମାନ ପାକିସ୍ତାନକୁ ହସ୍ତାନ୍ତର କଲା ଚାଇନା

ବେଜିଂ,୨୨।୫: ଆବଶ୍ୟକ ମରାମତି ପରେ ଏକ ଇଞ୍ଜିନବିଶିଷ୍ଟ ଜେଏଫ-୧୭ ଯୁଦ୍ଧ ବିମାନକୁ ଚାଇନା ପାକିସ୍ତାନକୁ ହସ୍ତାନ୍ତର କରିଛି। ପ୍ରାୟ ଏକ ଦଶନ୍ଧି ତଳେ ଜେଏଫ-୧୭ ଯୁଦ୍ଧ...

ଝିଣ୍ଟିକା ଆକ୍ରମଣରେ ବ୍ୟତିବ୍ୟସ୍ତ ଆମେରିକା

ଓ୍ବାଶିଂଟନ,୨୮।୭: ଆମେରିକାର ଲସ୍‌ ଭେଗାସ୍‌ ଉପତ୍ୟକାରେ ଏବେ ଝିଣ୍ଟିକା ଆକ୍ରମଣରେ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏଠାରେ ବର୍ଷାପାଗଯୋଗୁ ପ୍ରବଳ...

Advertisement
Archives

Model This Week