କରୋନା ସ୍ଥିତି ଅସମ୍ଭାଳ: ଡାକ୍ତରଖାନାରେ ରେକର୍ଡ ସଂଖ୍ୟକ ପିଲା ଭର୍ତ୍ତି

ଓ୍ବାଶିଂଟନ,୩୧ା୧୨: ଆମେରିକାରେ କରୋନା ଭୂତାଣୁ ଏବଂ ଓମିକ୍ରନର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ଏଠାରେ ପ୍ରତିଦିନ ଅଢ଼େଇ ଲକ୍ଷରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହେଉଛି। ଏହି ସମୟରେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି, ବର୍ତ୍ତମାନ ପିଲାମାନଙ୍କଠାରେ କରୋନା ଭୂତାଣୁ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରେକର୍ଡ ସଂଖ୍ୟକ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଯେଉଁମାନେ ଟିକାକରଣ କରିନାହାନ୍ତି। ଏଥିପାଇଁ ଡାକ୍ତରମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଏହା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ଫିଲାଡେଲଫିଆର ଶିଶୁ ହସ୍ପିଟାଲର ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ପଲ ଆଫିଟ୍‌ କହିଛନ୍ତି। ଗତବର୍ଷ ଏହା ଯଥେଷ୍ଟ କଠିନ ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ବନ୍ଦ କରିବା ପାଇଁ ଏକ ଉପାୟ ଅଛି। ତଥାପି ସ୍ଥିତି ଅସମ୍ଭାଳ।

 

ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ ପ୍ରକାଶ ଯେ, ଡିସେମ୍ବର ୨୨ରୁ ୨୮ ମଧ୍ୟରେ ହାରାହାରି ୩୭୮ପିଲା ୧୭ ବର୍ଷରୁ କମ୍‌ ବୟସର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୂର୍ବ ତୁଳନାରେ ଏହି ସପ୍ତାହରେ ୬୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ସିଡିସି ଅନୁଯାୟୀ,ସେପ୍ଟେମ୍ବର ଆରମ୍ଭରେ ଏହିପରି ପ୍ରଥମ ସଂଖ୍ୟକ ମାମଲା ରିପୋର୍ଟ ହୋଇଥିଲା। ଏହି ସମୟରେ ପ୍ରତିଦିନ ହାରାହାରି ୩୪୨ ପିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ଗ୍ରହଣ ପୂର୍ବରୁ ମୋଦିଙ୍କୁ ସମାଲୋଚନା କଲା ପାକିସ୍ତାନ ଗଣମାଧ୍ୟମ

ଇସଲାମାବାଦ,୩୦।୫: ଗୋଟିଏ ପଟେ ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟପଟେ ଏହାକୁ ନେଇ ପାକିସ୍ତାନରେ ଚାଲିଛି...

ବଢ଼ୁଛି ପିଲାଙ୍କ ଚିନ୍ତା: ଆଜି ରାଜ୍ୟରେ ୬୫ ଛୁଆ କରୋନା ସଂକ୍ରମିତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ତଳମୁହାଁ ହେଉଛି। ରାଜ୍ୟରେ ଗୁରୁବାର ୫୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫...

କରତାରପୁର ପରେ ଏବେ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଦାବି

ଇସଲାମାବାଦ୍‌,୨୭।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡୋର ଖୋଲିଛନ୍ତି। ଏବେ ଆମେରିକାର ଏକ ସଂସ୍ଥା ପକ୍ଷରୁ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଇମ୍ରାନ୍‌ଙ୍କ...

ପୁଣି ବିପଦ, କରୋନାର ସୁପର ଭାରିଆଣ୍ଟ କୋଭିଡ୍‌-୨୨ ଆସିବା ଆଶଙ୍କା…

ଜୁରିଚ୍‌,୨୪।୮: ସମ୍ପ୍ରତି ପୃଥିବୀରେ କରୋନା ମହାମାରୀର ବିଭିନ୍ନ ଭାରିଆଣ୍ଟ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୁଇଜରଲାଣ୍ଡର ଗବେଷକମାନଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟ ପ୍ରକାଶ...

ଏହି ସ୍ଥାନରେ ଆଜିଯାଏ ପହଞ୍ଚିପାରିନି କରୋନା ଭାଇରସ୍‌

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ହଟଚମଟ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ବିଶ୍ୱରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ମହାମାରୀର ମୁକାବିଲା ପାଇଁ...

ଥମୁଛି କରୋନା…

ନୂଆଦିଲ୍ଲୀ, ୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

କରୋନା ଭାଇରସ ସଂକ୍ରମଣରେ ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କ ପରଲୋକ

ଲସ୍‌ ଆଞ୍ଜେଲସ୍‌,୨୭।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି...

ସୁପ୍ରିମକୋର୍ଟ ଯିବ ଜନସନ ଆଣ୍ଡ ଜନସନ

ୱାଶିଂଟନ,୨୩ ।୩: ବେବି ପାଉଡରରୁ କ୍ୟାନସର ହେବା ଘଟଣାକୁ ନେଇ ୩୮ ହଜାର ମାମଲା ଓ ହଜାର କୋଟି ଡଲାରର ଜରିମାନା ରାଶିକୁ ନେଇ ଅଡୁଆରେ...

Advertisement
Archives

Model This Week