Posted inଜାତୀୟ

ଶପଥ ନେଲେ ଚନ୍ନି…

ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ତଥା ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନି ଶପଥ ଗ୍ରହଣ କରିଛନ୍ତି। ଫଳରେ ଚନ୍ନି ଏବେ ପଞ୍ଜାବର ୧୬ ତମ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି। ତାଙ୍କ ସହିତ ସୁଖ୍‌ଜିନ୍ଦର ସିଂ ରାନ୍ଧଓ୍ବା ଏବଂ ଓପି ସୋନୀ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ରାଜଭବନରେ ଆୟୋଜିତ ଏହି ସମାରୋହରେ ରାଜ୍ୟପାଳ ବନଓ୍ବରିଲାଲ୍‌ ପୁରୋହିତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ରାହୁଲ ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏହି ଉତ୍ସବରେ ଅନୁପସ୍ଥିତ ଥିଲେ।

ଚନ୍ନି ରୂପନଗର ଅଞ୍ଚଳର ଚାମ୍‌କୌର ସାହିବ୍‌ ବିଧାନସଭା ଆସନରୁ ବିଧାୟକ। ସେ ବିଦାୟୀ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗରେ ଖଟ୍ଟର

ହରିୟାଣା,୨୪।୧୦:ହରିୟାଣା ବିଧାନସଭା ନିର୍ବାଚନର ଫଳଫଳ ପାଇଁ ଗୁରୁବାର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି। ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପ୍ରଥମ...

ମାଲିରେ ଫସିଛନ୍ତି ଝାଡ଼ଖଣ୍ଡର ୩୩ ଶ୍ରମିକ

ରାଞ୍ଚତ୍,୨୪ା୧: ଆଫ୍ରିକୀୟ ଦେଶ ମାଲିରେ ବିଦ୍ୟୁତ୍‌ ଲାଇନ ବିଛାଯିବା କାମରେ ନିୟୋଜିତ ଝାଡଖଣ୍ଡର ୩୩ ଶ୍ରମିକ ଫସିଛନ୍ତି। ସେମାନେ ଭାରତ ଫେରିବା ପାଇଁ କେନ୍ଦ୍ର ସରକାର...

୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଗୁଆହାଟୀ,୧୨।୯: ଆସାମରେ ଆତଙ୍କବାଦୀ ମଡ୍ୟୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ସୋମବାର ପୋଲିସ ଆଉ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଉଭୟଙ୍କୁ ମୋରିଗାଓଁରୁ ଗିରଫ କରାଯାଇଛି।...

୮୭ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୧୫।୨: ଜାତୀୟ ରାଜଧାନୀର ତିଲକ ନଗର ଅଞ୍ଚଳରେ ୮୭ ବର୍ଷୀୟା ବୃଦ୍ଧାଙ୍କୁ ବଳାତ୍କାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ବୃଦ୍ଧାଙ୍କୁ ବଳାତ୍କାର କରିବା ପରେ...

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବ ୧୦୦ ଚିତା ବାଘ

କେପଟାଉନ୍‌/ନୂଆଦିଲ୍ଲୀ,୨୭।୧: ନାମିବ୍ୟା ପରେ ଦକ୍ଷିଣ ଆଫ୍ରିକାରୁ ୧୦୦ରୁ ଅଧିକ ଚିତା ବାଘ ଭାରତକୁ ଆସିବ ବୋଲି ଜଣାପଡିଛି। ଏନେଇ ଦୁଇ ଦେଶ ମଧ୍ୟରେ ଏକ ରାଜିନାମା...

ମୁଣ୍ଡକାରେ ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀର ମୁଣ୍ଡକା ଅଞ୍ଚଳ ସ୍ଥିତ ମେଟ୍ରୋ ଷ୍ଟେଶନ ନିକଟସ୍ଥ ଏକ ବିଲ୍ଡିଂରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।...

ଭାଜପା ନେତାଙ୍କ ବିବାଦୀୟ ଟିପ୍ପଣୀ: କୃଷକ ଆନ୍ଦୋଳନ ଯୋଗୁ ବ୍ୟାପୁଛି ବାର୍ଡ ଫ୍ଲୁ

ଜୟପୁର,୧୦ ।୧: କେନ୍ଦ୍ର କୃଷି ଆଇନକୁ ନେଇ ଦୀର୍ଘ ପ୍ରାୟ ଦେଢ ମାସ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ନେଇ ରାଜସ୍ଥାନର ଭାରତୀୟ...

ଚାଷୀଙ୍କ ଖାତାକୁ ଗଲା ୨୦,୯୦୦ କୋଟି

ନୂଆଦିଲ୍ଲୀ, ୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷର ପ୍ରଥମ ଦିନରେ ଦେଶର ୧୦.୦୯ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ପିଏମ୍‌-କିଷାନ ଯୋଜନାରେ ୨୦,୯୦୦ କୋଟି ଟଙ୍କା...

Advertisement
Archives

Model This Week