କେବେବି ଏହି ୭ ପ୍ରକାର ଲୋକଙ୍କୁ କୁହନ୍ତୁ ନାହିଁ ଦୁଃଖ

ପୃଥିବୀରେ ଅନେକ ପ୍ରକାରର ଲୋକ ବାସ କରନ୍ତି। ତେବେ ଏମିତି ଲୋକଙ୍କ ସହ ରହିବା ଆବଶ୍ୟକ ଯିଏ ତମକୁ କ୍ଷତି ପହଞ୍ଚାଇବ ନାହିଁ।
ଏହା ସତ୍ତ୍ୱେ ଜୀବନ ଯାତ୍ରାରେ, କିଛି ଏପରି ଲୋକ ମିଳିଯାନ୍ତି ସେମାନେ ହଇରାଣ କରିଦେଇଥାନ୍ତି। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସେହିପରି ୭ ପ୍ରକାରର ଲୋକଙ୍କ ବିଷୟରେ କହିଛନ୍ତି , ସେମାନଙ୍କୁ ବିଶ୍ୱାସ କରାଯିବା ଉଚିତ ନୁହେଁ କି ସେମାନଙ୍କୁ ଦୁଃଖ କହିବା ଉଚିତ୍‌ ନୁହେଁ । ଜାଣନ୍ତୁ କିଏ ସେମାନେ…

ଏହି ୭ପ୍ରକାରର ଲୋକ ଯେଉଁମାନେ କୌଣସି ବ୍ୟକ୍ତିର ସମସ୍ୟା ବୁଝି ପାରନ୍ତି ନାହିଁ। ଚାଣକ୍ୟଙ୍କ ଅନୁଯାୟୀ, ରାଜା, ବେଶ୍ୟା, ଯମରାଜ, ଚୋର, ଶିଶୁ, ଯାଚକଙ୍କୁ କାହାର ଦୁଃଖର କୌଣସି ପ୍ରଭାବ ପଡ଼େ ନାହିଁ। ଆହୁରି ମଧ୍ୟ, ଯେଉଁମାନେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନେ କେବେ ବି କାହାର ଦୁଃଖ ବୁଝନ୍ତି ନାହିଁ।

ତେଣୁ ଏମାନଙ୍କୁ ଦୁଃଖ କହିବା ପରିବର୍ତ୍ତେ ସତର୍କତାର ସହ କାର୍ଯ୍ୟ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ ଓ କରୋନା ସତର୍କତା

ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍‌। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ,...

ଏହି ୩ଟି କଥାକୁ ମାତାପିତାମାନେ କଦାପି ଭୁଲିବା ଉଚିତ୍‌ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ବିଷୟରେ ପିତାମାତାମାନେ ଏହି ୩ଟି କଥାକୁ କଦାପି ଭୁଲିବା ଉଚିତ୍‌ ନୁହେଁ।...

ଚର୍ବି ନିୟନ୍ତ୍ରଣ କରେ କାଜୁ

ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ, ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର...

ଫ୍ୟୁଜନ୍‌ ଫ୍ୟାଶନ

ବିଭିନ୍ନ ଓ୍ବେଷ୍ଟର୍ନ ସହିତ ଇଣ୍ଡିଆନ୍‌ ପୋଷାକର ଫ୍ୟୁଜନ୍‌ ବର୍ତ୍ତମାନ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଆଉ ଏହି ଫ୍ୟାଶନକୁ ନେଇ ଏକ୍ସପେରିମେଣ୍ଟ କରିବାରେ ସବୁଠୁ ଆଗରେ ଅଛନ୍ତି ...

୧୦ ଶିଶୁଙ୍କ ମଧ୍ୟରୁ ୮ଜଣ ମୁଖ ଗହ୍ବର ସଂକ୍ରମଣରେ ପୀଡ଼ିତ: ରିପୋର୍ଟ

ନୂଆଦିଲ୍ଲୀ,୩୦।୯: ଭାରତୀୟ ଶିଶୁ ଅଧିକ ମୁଖ ଗହ୍ବର ସଂକ୍ରମଣ ସମସ୍ୟାରେ ପୀଡ଼ିତ ରହିଛନ୍ତି। କାଣ୍ଟାର ଆଇଏମ୍‌ଆର୍‌ବିର ରାଷ୍ଟ୍ରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୧୦ଶିଶୁଙ୍କ ମଧ୍ୟରୁ ୮ଜଣଙ୍କର...

ସଫଳତା, ପ୍ରସିଦ୍ଧି ପ୍ରଦାନ କରିଥାଏ ଜାତକର ଏହି ନକ୍ଷତ୍ର: ପ୍ରଧାନମନ୍ତ୍ରୀ ମୋଦି ବି ଏଥିରେ ଜନ୍ମ

ପ୍ରତ୍ୟେକ ବ୍ୟକ୍ତିର ରାଶି ଏବଂ ନକ୍ଷତ୍ର ଭିନ୍ନ। ସମସ୍ତ ନକ୍ଷତ୍ର ମଧ୍ୟରୁ ଅନୁରାଧା ନକ୍ଷତ୍ର ବହୁତ ଶୁଭ। ଏହା ୨୭ ନକ୍ଷତ୍ରଙ୍କ ମଧ୍ୟରେ ୧୭ନଂ ସ୍ଥାନରେ...

ଘରେ କେଉଁ ଦିଗରେ କ’ଣ ରହିବା ଆବଶ୍ୟକ ଜାଣନ୍ତୁ: ଏହି ଭୁଲ୍‌ ପାଇଁ ଦେଖାଦେଇପାରେ ଆର୍ଥିକ ସମସ୍ୟା

ବାସ୍ତୁଶାସ୍ତ୍ରରେ ଘରର କେଉଁ ଜିନିଷ କେଉଁ ସ୍ଥାନରେ ରହିବା ଉଚିତ୍‌ ଏହା ବର୍ଣ୍ଣନା କରାଯାଇଛି। ଅନେକ ସମୟରେ ଏହା ମଧ୍ୟ ଠିକ୍‌ ସ୍ଥାନରେ ନ ରହିଲେ...

ଉପକାରୀ ସାଲାଡ

ତଟକା ଫଳମୂଳରେ ପ୍ରସ୍ତୁତ ସାଲାଡ ଖାଇବାକୁ କିଏ ବା ଭଲ ନ ପାଏ। ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ଆଜିକାଲି ଅନେକେ ଏହାକୁ ଦୈନନ୍ଦିନ...

Advertisement
Archives

Model This Week