ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ପାଖରେ ଏହି ୩ ଗୁଣ ଅଛି କି ନାହିଁ ପରଖି ନିଅନ୍ତୁ, ଖୁସିରେ ରହିବେ

ସ୍ବାମସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଦମ୍ପତିଙ୍କର କିଛି ଗୁଣ ବିଷୟରେ କହିଛନ୍ତି। ଜୀବନସାଥୀ ଚୟନ ସମୟରେ ସେ ସବୁ ଗୁଣକୁ ପରଖିଲେ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ। ଆସନ୍ତୁ ସେଗୁଡ଼ିକୁ ଜାଣିବା:-

-ସୁନ୍ଦର ଗୁଣ: ଚାଣକ୍ୟ କହିଛନ୍ତି ମନୁଷ୍ୟକୁ ଜୀବନସାଥୀ ଚୟନ କରିବା ସମୟରେ ଅନେକ କଥାକୁ ଦୃଷ୍ଟିରେ ରଖିବା ଉଚିତ। କେବଳ ସୁନ୍ଦର ହେଲେ ବିବାହ କରିନେବା ଅନୁଚିତ, ସାଥୀଙ୍କ ଗୁଣ ବିଷୟରେ ଜାଣି ନେବା ଉଚିତ। ଜଣେ ଅନ୍ୟର ଗୁଣ ବିଷୟରେ ଜାଣିବା ପରେ ବିବାହ କଲେ ଖୁସିରେ ରହିବେ ବୋଲି ଚାଣକ୍ୟ କହିଛନ୍ତି।

-ଧୌର୍ଯ୍ୟ: ମନୁଷ୍ୟ ମଧ୍ୟରେ ଧୌର୍ଯ୍ୟ ରହିବା ଉଚିତ। ଏହା ନ ଥିଲେ ବ୍ୟକ୍ତି ଅସ୍ଥିର ହୋଇଯାଏ। ଏଣୁ ହେବାକୁ ଯାଉଥିବା କାମ ବିଗିଡ଼ି ଯାଇଥାଏ। କେବଳ ଧୌର୍ଯ୍ୟବାନ ବ୍ୟକ୍ତି ସବୁପ୍ରକାର ପରିସ୍ଥିତିରେ ନିଜକୁ ସମ୍ଭାଳି ନେବାର ସାମର୍ଥ୍ୟ ରଖିଥାଏ ବୋଲି ଚାଣକ୍ୟ କହିଛନ୍ତି। ଏଣୁ ଧୌଯ୍ୟବାନ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ।

-ସଂସ୍କାର: ମନୁଷ୍ୟ ଜୀବନରେ ସଂସ୍କାର ବଡ଼ ଜିନିଷ। ଏଣୁ ଜୀବନସାଥୀଙ୍କ ନିକଟରେ ଏହି ଗୁଣ ଅଛି କି ନାହିଁ ତାହା ଦେଖନ୍ତୁ। ସଂସ୍କାରୀ ହୋଇଥିବା ବ୍ୟକ୍ତି କଠିନ ସମୟରେ ଆତ୍ମସମ୍ମାନ ବଜାୟ ରଖିବାରେ ସହାୟକ ହୋଇଥାଏ। ଅପରପକ୍ଷେ ଅସଂସ୍କାରୀ ହୋଇଥିଲେ ଆପଣଙ୍କୁ ନିନ୍ଦା ଶୁଣିବାକୁ ପଡ଼ିଥାଏ।

-ରାଗ: ରାଗ ସବୁଠାରୁ ଖରାପ ଗୁଣ। ଚାଣକ୍ୟ କୁହନ୍ତି ରାଗି ବ୍ୟକ୍ତି ଜୀବନକୁ ସବୁବେଳେ ମଝି ନଈରେ ରଖିଥାନ୍ତି। ବହୁତ ରାଗି ବ୍ୟକ୍ତି ଜୀବନରେ କେବେ ବି ସୁଖି ହୋଇ ନ ଥାନ୍ତି। ଏଣୁ ଜୀବନସାଥୀ ସ୍ବଭାବରେ ରାଗି ହୋଇଥିଲେ ମନୁଷ୍ୟ କେବେ ବି ସୁଖୀ ରହି ନ ଥାନ୍ତି। ଏଣୁ ସୁଖୀ ବୈବାହିକ ଜୀବନ ପାଇଁ ଶାନ୍ତ ସ୍ବଭାବର ହେବା ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri