କେନ୍ଦ୍ର ଦେଇଛି ୧୦ ହଜାର ୭୨୭ କୋଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୨(ରବିନାରାୟଣ ଜେନା): ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କଠାରୁ ବିଭିନ୍ନ ଯୋଜନାରେ ପାଇବାକୁ ଥିବା ଅର୍ଥ ମଧ୍ୟରୁ ପ୍ରାୟ ୨୫ ପ୍ରତିଶତ ମିଳିଛି। ଚଳିତ ଆର୍ଥିକବର୍ଷ ଶେଷ ହେବାକୁ ହାତରେ ଆଉ ୩୬ଦିନ ରହିଥିବାବେଳେ ବଜେଟ ଅନୁଯାୟୀ, କେନ୍ଦ୍ର ଅନୁଦାନ ବାବଦକୁ ଏବେ ମଧ୍ୟ ୩୦ହଜାର ୮୬୪କୋଟି ଟଙ୍କା ବକେୟା ରହିଛି।

ତେବେ ଚଳିତବର୍ଷ କେନ୍ଦ୍ରୀୟ ଅନୁଦାନ ବାବଦକୁ ୪୧,୫୯୧.୭୩ କୋଟି ଟଙ୍କା ରାଜ୍ୟ ପାଇବାକୁ ଲକ୍ଷ୍ୟ ରଖି ଥିବାବେଳେ ୧୦,୭୨୭ କୋଟି ୫୨ ଲକ୍ଷ ଟଙ୍କା ପାଇଛି ବୋଲି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତଥ୍ୟରୁ ଜଣାଯାଇଛି ।

ବିଜେଡି ସଦସ୍ୟ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୨୫-୨୬ରେ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ବାବଦକୁ ମୋଟ ୪୧,୫୯୧.୭୩ କୋଟି ଟଙ୍କା ପ୍ରାପ୍ତିର ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ମହାଲେଖାକାର, ଓଡିଶାଙ୍କ ଠାରୁ ପ୍ରାପ୍ତ ତଥ୍ୟାନୁଯାୟୀ, ଜାନୁଆରୀ ମାସ ଶେଷ ସୁଦ୍ଧା ଏ ବାବଦରେ ମୋଟ ୧୦,୭୨୭ କୋଟି ୫୨ ଲକ୍ଷ ଟଙ୍କା ମିଳିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ଭୟ କରୁଛନ୍ତି ନେତାନ୍ୟାହୁ!

ଜେରୁଜେଲମ,୨୪।୨: ଇସ୍ରାଏଲୀ ସଂସଦ, ନେସେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାବଦ୍ଧ ଭାଷଣକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଇସ୍ରାଏଲୀ ବିରୋଧୀ ଦଳଗୁଡ଼ିକ ବୟକଟ ଧମକ ଦେଉଛନ୍ତି,…

ଭୟଙ୍କର ହତ୍ୟାକାଣ୍ଡ: ବଚସାରୁ ବାପାକୁ ହାଣିଲେ ପୁଅ, ଭଉଣୀ ସାମ୍ନାରେ ମୃତଦେହକୁ ଖଣ୍ଡଖଣ୍ଡ କଲେ

ଲକ୍ଷ୍ନୌ,୨୪।୨: ଉତ୍ତରପ୍ରଦେଶର ଆସିଆନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସମଗ୍ର ଆତଙ୍କ ସୃଷ୍ଟି କରିଛି। ଜଣେ ନିଖୋଜ ପାଥୋଲୋଜି ଅପରେଟରଙ୍କ ମୃତଦେହ ତାଙ୍କ…

ରାଜ୍ୟ ସଭା ନିର୍ବାଚନକୁ ନେଇ ଗୁମର ଖୋଲିଲେ ଅରୁଣ ସାହୁ: ଭାଜପା ନ ଯାଉ…

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ଭାଜପାର ଅଧିକ ଏମ୍‌ପି ରାଜ୍ୟ ସଭାକୁ ନ ଯାଆନ୍ତୁ। ଭାଜପାରୁ ଯେଉଁମାନେ ରାଜ୍ୟ ସଭା କିମ୍ବା ଲୋକ ସଭାକୁ ଯାଇଛନ୍ତି, ସେମାନଙ୍କ ଭିତରୁ ଜଣଙ୍କର…

ଭାରତ ନୁହେଁ ଏହି ଦେଶକୁ ଯାତ୍ରା କରିବେ ତାରିକ ରହମାନ! ପ୍ରଥମ ବିଦେଶ ଯାତ୍ରାକୁ ନେଇ ହେଲାଣି ଚର୍ଚ୍ଚା

ଢାକା,୨୪।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଖୁବ ଶୀଘ୍ର ତାଙ୍କର ପ୍ରଥମ ଅଣଆନୁଷ୍ଠାନିକ ବିଦେଶ ଗସ୍ତରେ ବାହାରିପାରନ୍ତି। ତଥାପି, ପରମ୍ପରାରୁ ବିମୁଖ ହୋଇ, ତାଙ୍କର ପ୍ରଥମ…

ମଙ୍ଗଳବାର ମେଷ-ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ମିଳିବ ସୁଖଦ ଫଳାଫଳ, ମିଳିପାରେ ଚାକିରି

ଆଜି ଫାଲଗୁନ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥି ଏବଂ ମଙ୍ଗଳବାର। ଆଜି ଅଷ୍ଟମୀ ତିଥି ସାରା ଦିନ ଏବଂ ଭୋର ୪ଟା୫୨ ପର୍ଯ୍ୟନ୍ତ ରହିବ। ଏହା ଆଜି…

ଧାନ ସଂଗ୍ରହ ବ୍ୟବସ୍ଥା ବିପର୍ଯ୍ୟସ୍ତ: ଆଜି ବିଜେଡିର ଚାଷୀ ଆନ୍ଦୋଳନ

ଭୁବନେଶ୍ୱର, ୨୪।୨(ସୁନିତ ମିଶ୍ର):ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯେଉଁଥିପାଇଁ ରାଜ୍ୟର ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ତେଣୁ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେଡି…

ବିଧାନସଭାର ୫୯ ମିନିଟ୍‌: ଜାଣନ୍ତୁ କ’ଣ ଘଟିଲା

ଭୁବନେଶ୍ୱର, ୨୪।୨(ସୁନିତ୍‌ ମିଶ୍ର):ବିଧାନସଭା ବଜେଟ ଅଧିବେଶନର ୬ଷ୍ଠ ଦିନରେ ମଧ୍ୟ ଗୃହକାର୍ଯ୍ୟ ସୁରୁଖୁରୁରେ ହୋଇପାରିନାହିଁ। ଚାଷୀ ପ୍ରସଙ୍ଗରେ ଗୃହ ଭିତରେ ପୂରା ଦିନ ବିରୋଧୀ ଦଳ ବିଜେଡି…

କପଡ଼ା ବ୍ୟବସାୟୀଙ୍କ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଶିଶୁଙ୍କ ସମେତ ୬ ମୃତ

ମେରଠ,୨୪।୨: ଉତ୍ତର ପ୍ରଦେଶର ମେରଠ ଜିଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ସୋମବାର (୨୩ ଫେବୃଆରୀ) ରାତିରେ ଲିସାଡି ଗେଟ ଥାନା ଅଞ୍ଚଳ ଅନ୍ତର୍ଗତ କିଡୱାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri