ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ | Three New Positive Cases in Bhubaneswar Detected
ରାଜଧାନୀ ଭୁବନେଶ୍ୱରରେ ଆଉ ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ବମିଖାଲର ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି।
ଭୁବନେଶ୍ବର, କଟକ, ଭଦ୍ରକରେ ୪୮ ଘଣ୍ଟା ଶଟ୍ ଡାଉନ୍ | Govt shuts down BBSR, Bhadrak and Cuttack for 48 hrs
ଲକ୍ଡାଉନ୍ ମଧ୍ୟରେ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୪୮ ଘଣ୍ଟା ପାଇଁ ଭୁବନେଶ୍ୱରକୁ ପୂରା ଶଟ୍ ଡାଉନ୍ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଆଜି…
ପଞ୍ଚମ କରୋନା ଚିହ୍ନଟ ପରେ ସୂର୍ଯ୍ୟନଗର ସିଲ୍ | BMC seals Surya Nagar
ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ୍ ୧ ତାରିଖରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରସ୍ଥିତ ଏମସ୍ରେ ତାଙ୍କ ନମୂନା ପଜିଟିଭ୍ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଥିଲା। ଏଥିସହ ତାଙ୍କ ଘର ଭୁବନେଶ୍ୱରସ୍ଥିତ ସୂର୍ଯ୍ୟନଗରରରେ…
Son unable to attend father’s funeral | ମୃତ ବାପାଙ୍କୁ କାନ୍ଧରେ ନେଇ ପାରିଲେନି ପୁଅ
Prabhakar Kori from Madhya Pradesh is stuck at Rajkhariar town of Nuapada district amid the lockdown imposed in view of coronavirus outbreak. He has not been able to attend his…
Two hospitals ready to treat COVID patients | ଓଡ଼ିଶାରେ ୨ଟି କୋଭିଡ୍ ହସ୍ପିଟାଲ
Two Odisha COVID-19 hospitals of Govt of odisha having 650 capacity ready in Bhubaneswar and Cuttack. CM interacts with doctors and paramedics, appreciates their role and congratulates partner organizations KIIMS…
କରୋନା କୋଭିଡ୍ ୧୯( ଷ୍ଟେଜ୍ ୧,୨,୩ ) କ’ଣ । Stages of Corona in India
ଏବେ ସାରା ଦେଶ କରୋନା କୋଭିଡ୍ ୧୯କୁ ନେଇ ଆତଙ୍କିତ । ଭାରତରେ ଏବେ ଏହି ଭାଇରସ ଷ୍ଟେଜ୍ ୨ରେ ଅଛି ଓ ଏପର୍ଯ୍ୟନ୍ତ ଭାରତରେ ଗୋଷ୍ଠୀ ସଙ୍କ୍ରମଣ ବା ଷ୍ଟେଜ୍ ୩ ହୋଇନାହିଁ ବୋଲି କୁହାଯାଉଛି । ତେବେ ଏହି…
କେଉଁ ରାଜ୍ୟରେ କେତେ ଆକ୍ରାନ୍ତ । COVID-19 death toll rises to 38; total positive cases at 1,397
କରୋନା କାୟାରେ ସାରା ବିଶ୍ବ। ଗତ କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଯେମିତି କରୋନା ଭାଇରସ କେନ୍ଦ୍ର ହେବାରେ ଲାଗିଛି। ମଙ୍ଗଳବାର ଦେଶରେ କୋଭିଡ୍ ୧୯ର ୩୧୫ଟି ନୂଆ ମାମଲା…
ଲକଡାଉନରେ କିପରି ସମୟ ଅତିବାହିତ କରୁଛନ୍ତି – ଆପଣଙ୍କ ଭିଡ଼ିଓ ବାର୍ତ୍ତା ଆମକୁ ପଠାନ୍ତୁ | Share Your Story With Us
ଆପଣ ଏବେ ଘରେ କିପରି ସମୟ ଅତିବାହିତ କରୁଛନ୍ତି ଏବଂ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ ନିଜ ବାର୍ତ୍ତାର ଭିଡ଼ିଓ ଆମକୁ ପଠାନ୍ତୁ Whatsapp: 8337938842 Email: sharestorywithus@gmail.com #ApartButTogether #Dharitri #ଦୂରରେ_କିନ୍ତୁ_ସାଥିରେ #ଧରିତ୍ରୀ
ବାବୁ ମହଲ: ବୋବାଲିଆ କ୍ୱାରାଣ୍ଟାଇନ୍ | Babu Mahal #27 ‘Bobalia Quarantine’
ଭୂତାଣୁ ସଂକ୍ରମଣରୁ ରକ୍ଷା ଲାଗି ସାରା ଦେଶ ଏବେ ଲକ୍ଡାଉନ୍ରେ। ଭାଇରସ୍ଠାରୁ ଦୂରରେ ରହିବାକୁ କ୍ୱାରାଣ୍ଟାଇନ୍ ଏବଂ ସାମାଜିକ ଦୂରତ୍ୱ ଉପରେ ବେଶି ଗୁରୁତ୍ୱ ଦିଆଯାଉଛି। ଲକଡାଉନ୍ ସମୟରେ ମଧ୍ୟ କିଛି ଲୋକ ବାହାରେ ମିଛ କହି ବୁଲୁଥିବାର ଦେଖାଯାଉଛି, ସେପରି…
ସୀମା ସିଲ୍ କ୍ବାରାଣ୍ଟାଇନରେ ୧୫୦ ରୁ ଅଧିକ ଶ୍ରମିକ
ଲକଡାଉନ ସମୟରେ ଲୋକେ ଘରକୁ ଫେରିବାକୁ ଚାହୁଁଛନ୍ତି । ହେଲେ ଜମଶୋଳା ଠାରେ ଦେଖିବାକୁ ମିଳିଛି ଓଲଟା ଚିତ୍ର । ଓଡିଶାରୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ କାମ କରିବାକୁ ଯାଉଥିଲେ ୧୫୦ ରୁ ଅଧିକ ଶ୍ରମିକ । ତେବେ ସେମାନେ ସୀମା…
ଲକଡାଉନ- ବଢିଲା ଅସହାୟଙ୍କ ଦୁଃଖ | Lockdown leaves poor stranded and hungry
ସାରା ଦେଶ ଏବେ ୨୧ ଦିନ ଲାଗି ଲକଡାଉନ । ରାସ୍ତାଘାଟ ଜନଶୂନ୍ୟ । ଦୋକାନ ବଜାରରେ ତାଲା ଝୁଲୁଛି । ଏହାପରେ ଅସହାୟ ଓ ରାସ୍ତା କଡରେ ବଂଚୁଥିବା ମଣିଷଙ୍କ ପାଇଁ ଏବେ ଜୀବନ ଯେମିତି ପାଲଟିଯାଇଛି ଦୁର୍ବିସହ ।…
Will govt extend 21-day lockdown? କଣ ଏପ୍ରିଲ ୧୪ ପରେ ଆହୁରି ବଢିବ ଲକଡାଉନ୍ ଅବଧି
କରୋନା ଭଳି ମାରାତ୍ମକ ଭୂତାଣୁ କୁ ପ୍ରତିହତ କରିବା ଲାଗି ସରକାର ସାରା ଦେଶକୁ ୨୧ ଦିନ ଲାଗି ଲକଡାଉନ ଘୋଷଣା କରଛନ୍ତି। ଏହାପରେ ଦିଲ୍ଲୀଠୁ ପଲ୍ଲୀ ରାସ୍ତାଘାଟ ଶୁନଶାନ୍ ଓ ଜନଶୂନ୍ୟ। ଏହାଭିତରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ…
Archives


