Video

ବାବୁ ମହଲ: ପୋଷା କୁକୁର | Babu Mahal #33 ‘Posha Kukura’

ଆମ ସମାଜରେ କୁକୁରକୁ ଏକ ବିଶ୍ୱସ୍ତ ପ୍ରାଣୀ ଭାବେ ବିବେଚନା କରାଯାଏ। ଅନେକ ଲୋକ ସେଥିପାଇଁ ଘରେ କୁକୁର ରଖିବାକୁ ଭଲ ପାଆନ୍ତି। ମାତ୍ର କିଛି ଲୋକଙ୍କ ମନରେ କୁକୁର ପ୍ରତି ଥାଏ ଅହେତୁକ ଭୟ। ଏଥର ‘ବାବୁ ମହଲ’ରେ ପ୍ରସଙ୍ଗ…

Cyclone ‘Amphan’ closes in | ଆସୁଛି ବାତ୍ୟା ଅମ୍ଫନ

କରୋନା ବିପତି ପାଇଁ ସାରା ରାଜ୍ୟ ଚିନ୍ତିତ ଥିବା ବେଳେ ଉପକୂଳ ଓଡ଼ିଶା ପାଇଁ ଅନ୍ୟ ଏକ ବିପଦର ଆଶଙ୍କା ସୃଷ୍ଟି କରିଛି ସମ୍ଭାବ୍ୟ ସାମୁଦ୍ରିକ ଝଡ ଅମ୍ଫନ । ଦକ୍ଷିଣ ପୂର୍ବ-ବଙ୍ଗୋପସାଗର ଓ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ…

ଗରିବ ଲୋକଙ୍କ ଲାଗି ଦେବଦୂତ ସାଜିଲେ ଭାଇଜାନ

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା କେମିତି ଅଜୟ ଦେବଗନଙ୍କ ଜୀବନରେ 22ବର୍ଷ ଆଗରୁ ଲକଡାଉନ ଆରମ୍ଭ ହୋଇଛି । କାହିଁକି ରାତିରେ ଶୋଇପାରୁନାହାନ୍ତି ବଲିଉଡ ଅଭିନେତ୍ରୀ ମନିଷା । ଲକଡାଉନରେ କେଉଁ ସାଉଥ ଷ୍ଟାର ବିବାହ ବନ୍ଧନରେ ଆବଦ୍ଧ…

କରୋନାରୁ କିଭଳି ସୁରକ୍ଷିତ ରହିବେ ଗର୍ଭବତୀ ମହିଳା | COVID-19 and pregnancy

କୋଭିଡ଼ ୧୯କୁ ନେଇ ସାରା ବିଶ୍ୱରେ ଏବେ ଭୟଙ୍କର ପରିସ୍ଥିତି ଉପୁଜିଛି । ଏଭଳି ଘଡିସନ୍ଧି ମୂହୁର୍ତରେ ଅନ୍ୟ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଡାକ୍ତର ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ହେଲେ ଏହାରି ଭିତରେ ଗର୍ଭବତୀ…

ନୂଆ ନିୟମ ସହ ଲକଡାଉନ୍ ୪.୦

ଆମେ ସମସ୍ତେ ଜାଣିଛନ୍ତି କରୋନା ମହାମାରୀର କାୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ଯେମିତି ରୋକ ଲାଗୁନି । ଅନ୍ୟପଟେ ସାରା ଦେଶରେ ଏବେ ଲକଡାଉନ୍ ୩.୦ ବା ଲକଡାଉନର ତୃତୀୟ ପର୍ଯ୍ୟାୟ…

ଲକଡାଉନରେ କ’ଣ କରୁଛନ୍ତି କୋହଲି

ସ୍ପୋଷ୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା ଲକଡାଉନ ସମୟରେ କେମିତି ସମୟ ବିତାଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । IPL ଆଯୋଜନ ଲାଗି BCCIକୁ କିଏ ପ୍ରସ୍ତାବ ଦେଇଛି । କାହିଁକି ଓ କେଉଁ ପରିସ୍ଥିତିରେ କ୍ବାରାଣ୍ଟାଇନରେ…

ଲକଡାଉନରେ ରାତିର ରାଜଧାନୀ | Desolate Bhubaneswar amid night curfew

ଲକଡାଉନ ୩.୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରକୁ ନବାହାରିବାକୁ ଲୋକମାନଙ୍କୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ରାଜଧାନୀ ଭୁବନେଶ୍ୱରରେ…

ଭୁବନେଶ୍ବରରୁ ଦିଲ୍ଲୀକୁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍

ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଯାତ୍ରା ଆରମ୍ଭ କରିଛି ସ୍ପେଶାଲ ଟ୍ରେନ। ଭୁବନେଶ୍ବରରୁ ଟ୍ରେନ୍ ଛାଡିବା ଆଗରୁ ଷ୍ଟେସନ ପରିସରରେ ସୁରକ୍ଷା ବ୍ୟବସ୍ଥା ସହିତ ସାନିଟାଇଜେସନ ବ୍ୟବସ୍ଥା ବି କରାଯାଇଥିଲା । ଯାତ୍ରୀଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ମାସ୍କ ଓ…

ଲକଡାଉନରେ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚିଲି ଚିକେନ୍

ଲକଡାଉନରେ ଘରେ ରହି ଆପଣ ବୋର ହେଉଛନ୍ତି କି । ବିଲକୁଲ ବୋର ହୁଅନ୍ତୁ ନାହିଁ, ଘରେ ରହି ସ୍ୱାଦିଷ୍ଟ ଚିଲି ଚିକେନ୍ ପ୍ରସ୍ତୁତ କରନ୍ତୁ । ଘରେ ରହି ରୋଷେଇ କରିବା ସହ ଡ୍ୟାନ୍ସ, ସଙ୍ଗୀତ ଶିଖନ୍ତୁ । ଏବଂ…

ବାପୁଜୀ ନଗର ମାର୍କେଟ ସିଲ୍ | BMC seals Bapuji Nagar market

ସାମାଜିକ ଦ୍ୱରତ୍ୱ ନିୟମ ଉଲ୍ଲଘଂନ କରିବାରୁ ଭୁବନେଶ୍ୱର ବାପୁଜୀ ନଗର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରି ଦିଆଯାଇଛି । ମାର୍କେଟ ବନ୍ଦ ହୋଇଥିବା ନେଇ ବିଏମ୍‌ସିର ଜୋନାଲ ଡେପୁଟି କମିଶନର ଅଂଶୁମାନ ଦେଇଛନ୍ତି ।

ରେଳ ସେବା ଆରମ୍ଭ

କରୋନା ମହାମାରୀ ପାଇଁ ପାଖାପାଖି ୫୦ ଦିନ ହେଲା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ସେବା ବନ୍ଦ ରହିଥିବାବେଳେ ଆଜିଠୁ ପର୍ଯ୍ୟାୟକ୍ରମେ କେତେକ ରୁଟ୍‌ରେ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରେଲଓ୍ବେ ପକ୍ଷରୁ ନୂଆ ଗାଇଡ୍‌ଲାଇନ…

ବାବୁ ମହଲ: ଦାନ୍ତ ବିନ୍ଧା | Babu Mahal #32 ‘Danta Bindha’

ଆଜିକାଲି ଦାନ୍ତ ବିନ୍ଧା ଏକ ବଡ଼ ସମସ୍ୟା। ଖରାପ ଖାଦ୍ୟ ପଦାର୍ଥ ହଉ କି ଭଲରେ ଦାନ୍ତକୁ ସଫା ନ ରଖିବା କାରଣରୁ ବିଭିନ୍ନ ପ୍ରକାରର ଦାନ୍ତ ସମସ୍ୟା ଉପୁଜିଥାଏ। ଏଥର ‘ବାବୁ ମହଲ’ ର ପ୍ରସଙ୍ଗ ‘ଦାନ୍ତ ବିନ୍ଧା’ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri