Video

ଭାଜପା କର୍ମୀ ଓ ପୋଲିସ ମୁହାଁମୁହିଁ

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ଭାଜପା ଯୁବ ମୋର୍ଚ୍ଚା। ମାହାଙ୍ଗା ଡବଲ ମର୍ଡର ମାମଲାରେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କରାଯାଉ ବୋଲି ଯୁବ ମୋର୍ଚ୍ଚା...

ବୁଝାମଣା କରିବ ତାଲିବାନ!

ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ତାଲିବାନକୁ ନେଇ ପୁରା ଦୁନିଆରେ ଚର୍ଚ୍ଚା ଜୋର ଧରିଛି । ତାଲିବାନ ଶାସନକୁ ନେଇ ଭୟରେ ଲୋକ ଥରହର ହୋଇ ନିଜ ଦେଶ ଛାଡି ଅନ୍ୟତ୍ର ପଳାଉଛନ୍ତି । ଏଭଳି କ୍ଷେତ୍ରରେ ପଞ୍ଜଶିରକୁ...

Cine Jhalak : କେବେ ରିଲିଜ ହେବ କେଜିଏଫ୍‌-୨

ଏଥର ସିନେ ଝଲକରେ ଦେଖିବା: *ରକ୍କି ୱର୍ ରାନୀ କୀ ପ୍ରେମ କହାନୀ *ପୁଣି ଘୁଞ୍ଚିଲା ଆରଆରଆର ର ରିଲିଜ ଡେଟ୍‌ *କେବେ ରିଲିଜ ହେବ କେଜିଏଫ୍‌-୨ *ଟାଇଗର-୩: ସଲମାନ ଖାନଙ୍କ ଫାଷ୍ଟ ଲୁକ୍ ଫଟୋ ଭାଇରାଲ *ସୋନୁ ସୁଦଙ୍କୁ...

ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ସିଂହଦ୍ୱାର । ଦୀର୍ଘଦିନ ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ । ଆଜିଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ରାଜ୍ୟ ଓ ରାଜ୍ୟ ବାହାରୁ...

କାର୍ଯ୍ୟ ଆରମ୍ଭରୁ ଭାଙ୍ଗିଗଲା ପାଶ୍ୱର୍ମୂର୍ତ୍ତି

ଆରମ୍ଭ ହେଲା ମାଷ୍ଟରକ୍ୟାଣ୍ଟିନ୍ ଘୋଡାର ସୌନ୍ଦର୍ଯ୍ୟକରଣ କାମ । ବିଡିଏ, ସ୍ମାର୍ଟ ସିଟି ଲିମିଟେଡର ଅଧିକାରୀ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଚାଲିଛି । ଐତିହ୍ୟ ଘୋଡା ଯେଉଁ ସ୍ଥାନରେ ରହିଥିଲା ସେହି ସ୍ଥାନରେ ରହିଛି । ମାତ୍ର ତା...

ଆତ୍ମହତ୍ୟା ନା ହତ୍ୟା !

ଭୁବନେଶ୍ୱର- ରଘୁନାଥପୁର ରାସ୍ତାକଡରେ ଥିବା ଏକ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ଘଟଣାକୁ ନେଇ ସନ୍ଦେହ ଲାଗି ରହିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି । ତେବେ ଏହା ଆତ୍ମହତ୍ୟା ନାଁ ହତ୍ୟା...

ଓଡ଼ିଶାରେ କ୍ରିକେଟ୍ ତାଲିମ୍ ଦେବେ ଆଝାରୁଦ୍ଦିନ୍

ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲ ବୁଲି ଦେଖିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନୟାକ ମହମ୍ମଦ ଆଝାରୁଦ୍ଦିନ । କେଟି ଗ୍ଲୋବାଲ ସ୍କୁଲରେ ଏକ କ୍ରିକେଟ ଏକାଡେମୀ ହେବାକୁ ଯାଉଛି। ଏହି ଏକାଡେମୀର ସ୍ୱତନ୍ତ୍ର ଦାୟିତ୍ୱ ମହମ୍ମଦ ଆଝାରୁଦ୍ଦିନଙ୍କ ଉପରେ...

ସତରେ କ’ଣ ଆମେ ସ୍ୱାଧୀନ ?

ଆଜି ସାରା ଦେଶ ପାଳନ କରୁଛି ୭୫ତମ ସ୍ୱାଧୀନତା ଦିବସ । ଆମ ସ୍ୱାଧୀନତାର ସ୍ୱର୍ଣ୍ଣିମ ଇତିହାସର ସ୍ମୃତି ଚାରଣ କରୁଛନ୍ତି ଦେଶ ବାସୀ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ବନ୍ଦେମାତରଂମ । ସ୍ୱାଧୀନତାର ୭୪ ବର୍ଷ ପରେ...

ଦିଲ୍ଲୀରୁ ପଲ୍ଲୀ ଉଡିଲା ତ୍ରିରଙ୍ଗା

୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣାରେ ଦେଶ ପାଳୁଛି ସ୍ୱାଧୀନତା ଦିବସ ।

ଘରେ ପାଳନ କରନ୍ତୁ ସ୍ୱାଧୀନତା ଦିବସ

ବନ୍ଦେମାତରମ୍ ସଂଗଠନ ପକ୍ଷରୁ ଦେଶାତ୍ମକ ପଥପ୍ରାନ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଘରେ ପାଳୁଥିବା ପର୍ବପର୍ବାଣୀ ଭଳି ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି ।

ଆକ୍ସନ ମୋଡରେ ଏସଟିଏଫ

ନିଶା ବେପାର ଚୋରା ଚାଲାଣର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏକ କଣ୍ଟେନରରେ ମଧ୍ୟପ୍ରଦେଶକୁ ୨୦ କିଲୋ ଅଫିମ ଚୋରା ଚାଲାଣ ହେଉଥିବା ବେଳେ ଆଜି ଏନସିବି ଏହାକୁ ମାଡି ବସିଛି । ଅନ୍ୟପଟେ ଏସଟିଏଫ୍ ଜବତ କରିଛି...

ହକି ଖେଳାଳୀଙ୍କୁ ଅଢେଇ କୋଟି

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ୪ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରୁ ଭାରତୀୟ ହକି ଟିମରେ ଥିବା ୨ଜଣ ପୁରୁଷ ହକି ଖେଳାଳି ଏବଂ ୨ଜଣ ମହିଳା ହକି ଖେଳାଳିଙ୍କୁ କଳିଙ୍ଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri