ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୧୭, ୨୦୨୪ )

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ଓଡ଼ିଶା ହାଇକୋର୍ଟ ଵାର ଆସୋସିଏସନ ପକ୍ଷରୁ ମଞ୍ଚସ୍ଥ ନାଟକ ଚଣ୍ଡାଳ ଗଜପତି     ପୁରୀ ଏସସିଏସ କଲେଜ ପରୀକ୍ଷା କେନ୍ଦ୍ରକୁ ଛାତ୍ରୀଛାତ୍ରମାନେ ଯୁକ୍ତ ଦୁଇ କଳା ପରୀକ୍ଷା ପାଇଁ ଯାଉଛନ୍ତି  

ଓଡ଼ିଶା: ଆଜିର ଫଟୋ (୧୬ ଫେବୃଆରୀ , ୨୦୨୩ )

ପୁରୀ ଏସସିଏସ କଲେଜ ପରିସରକୁ ଯୁକ୍ତ ୩ ବିଜ୍ଞାନ ପରୀକ୍ଷା ଦେବାପାଇଁ ଛାତ୍ରୀ ମାନେ ଯାଉଛନ୍ତି ଭୁବନେଶ୍ୱର ଖଣ୍ଡଗିରି କୁମ୍ଭମେଳାରେ ବାବା ସିଏମଙ୍କ ଦ୍ୱାରା ଭିଡ଼ିଓ କନ୍ଫରେନ୍ସ ରେ ମତ୍ସ୍ୟ ପ୍ରାଣୀ ସମାବେଶ ଜନତା ମୈଦାନରେ ଅନୁଷ୍ଠିତ ହୋଇଯାଇଛି

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୧୫, ୨୦୨୪ )

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ସ୍ପେନ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏଫଆଇଏଚ ପ୍ରୋ ହକି ଲିଗର ମ୍ୟାଚ ଅନୁଷ୍ଠିତ   ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ଓଡ଼ିଶା ମାଇନିଂ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର କନକ୍ଳେଭ ଅନୁଷ୍ଠିତ ସିବିଏସଇ ବୋର୍ଡ ଦଶମ ଏବଂ ଦ୍ୱାଦଶ…

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୧୪, ୨୦୨୪ )

ଭୁବନେଶ୍ୱରର ବିଭିର୍ନ ସ୍ଥାନରେ ସରସ୍ୱତୀ ପୂଜା ପାଳନ     ଆସନ୍ତା ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନି ଗୋଟି ରଥ କାଠକୁ ପୂଜା କରାଯାଉଛି     କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ସରସ୍ୱତୀ…

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୧୩, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଭାରତ ରଙ୍ଗ ମହୋତ୍ସବର ଉଦଯାପନୀ ଦିବସରେ ପରିବେଷିତ ନାଟକ     ମାଘ ମାସ କୁମ୍ଭ ସଂକ୍ରାନ୍ତି ଅବସରରେ ମା କଟକ ଚଣ୍ଡୀଙ୍କ ପଦ୍ମ ବେଶ       ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ହକି…

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୧୦, ୨୦୨୪)

ବଡ଼ଛତା ମଠ ଦ୍ୱାରା ପ୍ରସ୍ତୁତ ମହାପ୍ରଭୁଙ୍କ ଳାଗି ପଦ୍ମବେଶ ଶ୍ରୀମନ୍ଦିରକୁ ନିଆଯାଉଛି     ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଗଛରେ ପତ୍ର ଝଡ ହୋଇଛି     ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ : ଭାରତ…

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୮, ୨୦୨୪)

ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଚାଲିଥିବା ପ୍ରଦର୍ଶନୀର ଅନ୍ତିମ ଦିବସ   ଭୁବନେଶ୍ୱର ରେଲୱେ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାକୁ ମନ୍ତ୍ରୀ ଅଶ୍ୱିନ ପାତ୍ର ପତାକାଦେଖାଇ ଶୁଭାରମ୍ଭ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୭, ୨୦୨୪ )

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ୍ ହକି:  ଭାରତ ବନାମ ଅଷ୍ଟ୍ରେଲିଆ     ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ୍ ହକି: ଚାଇନା ବନାମ ଆମେରିକା       କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଭିସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ…

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୬, ୨୦୨୪ )

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ୍ ହକି: ଅଷ୍ଟ୍ରେଲିଆ ବନାମ ଆମେରିକା     କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଓଡିଶା ଆନ୍ତ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଏବଂ ଖେଳ ପ୍ରତିଯୋଗିତାକୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଉଦଘାଟନ କରିଛନ୍ତି

ଓଡ଼ିଶା: ଆଜିର ଫଟୋ (୪ ଫେବୃଆରୀ , ୨୦୨୩ )

  ପ୍ରଥମ ଓଡ଼ିଆ ଭାଷା ସମିଳନୀ ପାଇଁ କମିଶନରେଟ ପୋଲିସ ବିଲଡିଙ୍ଗ ରେ ପ୍ରଦର୍ଶିତ ଲେଜର ଲାଇଟ ସୋ ଓୟୁଏଟି ଭେଟନରୀ ହକି ପଡିଆରେ ଓଡିଶା କେନେଲ କ୍ଲବ ପକ୍ଷରୁ ଡଗ ସୋ ରେ ଭାଗନେଇଥିବା ବିଭିର୍ନ ପ୍ରଜାତିର କୁକୁର

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri