ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (୮ ମାର୍ଚ୍ଚ, ୨୦୨୪ )

ଶ୍ରୀ ଲୋକନାଥ ପୀଠରେ ଭକ୍ତଙ୍କ ଭିଡ ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠ ମାନଙ୍କ ରେ ଶ୍ରଦ୍ଧାଳୁଙ୍କ ଭିଡ ସହ କ୍ଷୀରା ଅଭିଷେକ ଓ ନାମ ସଂକୀର୍ତ୍ତନ ବକ୍ସି ବଜାର ସ୍ଥିତ ଶ୍ରୀ ଅମରେଶ୍ବର ମନ୍ଦିର   ଚିନ୍ତାମଣେଶ୍ୱର ମନ୍ଦିରରେ ଜାଗର ପାଳନ…

ଓଡ଼ିଶା: ଆଜିର ଫଟୋ (୭ ମାର୍ଚ୍ଚ, ୨୦୨୪ )

ଶିବରାତ୍ରି ପାଇଁ ପୁରୀ ଶ୍ରୀ ଲୋକନାଥ ଙ୍କ ମନ୍ଦିରକୁ ଫୁଲ ରେ ସଜାଯାଇଛି  ଆନ୍ଧ୍ରରୁ ଆସିଥିବା ମହିଳା ଜଣକ ମହାଶିବରାତ୍ରି ପାଇଁ ଅରଖ ଫୁଲ ବିକିବା ପାଇଁ ତୋଳୁଛନ୍ତି।

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୬, ୨୦୨୪ )

ଭୁବନେଶ୍ୱର ନିଲାଦ୍ରି ବିହାରସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ବାର୍ଷିକ କଳା ପ୍ରଦର୍ଶନୀ     ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବୃନ୍ଦାବନ ନାଟ୍ୟ ସଂସଦ ପକ୍ଷରୁ ପରିବେଷିତ ନାଟକ, ‘କାହାର ସେ ଜହ୍ନ ‘

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୫, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ବିଦ୍ୟା କନକ ସୃଜନୁଷ୍ଠାନ ପକ୍ଷରୁ ପରିବେଷିତ ନାଟକ, ‘ମାଉସି ମା’     କଟକ ଆନନ୍ଦ ଭବନ ନିକଟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭେଟେରାନ ସ୍ପୋର୍ଟ୍ସ ପରସନ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଗଣ…

ଓଡ଼ିଶା: ଆଜିର ଫଟୋ (୪ ମାର୍ଚ୍ଚ, ୨୦୨୪ )

ଦଶମ ଶ୍ରେଣୀ ପରୀକ୍ଷା ଶେଷ ଦିନ ରେଭେନ୍ଶା କଲେଜିୟଟ ସ୍କୁଲ ରୁ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀ ମାନେ ଦଶମ ଶ୍ରେଣୀ ପରୀକ୍ଷା ଶେଷ ଦିନ ଭୁବନେଶ୍ୱର ୟୁନିଟ ୯ ସ୍କୁଲରୁ ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀ ମାନେ

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୮, ୨୦୨୪ )

ଭୁବନେଶ୍ୱର ସ୍ଥିତ ସୂଚନା ଭବନରେ ତୁଷାର ଚାରିଟେବଲ ଟ୍ରଷ୍ଟ ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ବସ ଟର୍ମିନାଲକୁ ଓଡ଼ିଆ ବରପୁତ୍ରଙ୍କ ନାମରେ ନାମିତ କରିବା ଦାବି ନେଇ ‘ମୁଁ ଓଡ଼ିଆ, ମୋ ଓଡିଶା’ ପକ୍ଷରୁ ବିକ୍ଷୋଭ…

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୮, ୨୦୨୪ )

ଉଦଘାଟନ ଅପେକ୍ଷାରେ କଟକ ବଜ୍ରକବାଟି ସ୍ଥିତ ବକ୍ସ ଡ୍ରେନ       ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏକ୍ସପ୍ରେସନ ପକ୍ଷରୁ ରାଜ୍ୟସ୍ତରୀୟ ନାଟ୍ୟ ଉତ୍ସବରେ ପରିବେଷିତ ନାଟକ, ଶୁକ ସାରୀ କଥା     ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଦ୍ୱାରା…

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୭, ୨୦୨୪ )

କଟକ ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ     ବାରବାଟୀ ଷ୍ଟାଡିୟମ ନବକଳେବର ପାଇଁ ଭର୍ଚୁଆଲରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ     ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ରାଉରକେଲା ନୁପୁର ଅନୁଷ୍ଠାନ ଦ୍ଵାରା ମଞ୍ଚସ୍ଥ ନାଟକ ପବିତ୍ର ପାପର କେତୋଟି…

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୫, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନୃତ୍ୟାୟନ ପକ୍ଷରୁ ମୀରା ନୃତ୍ୟ ମହୋତ୍ସବ     କଟକ ଚାଉଳିଆଗଞ୍ଜ ନୀଳାଦ୍ରି ବିହାର ଅଂଚଳରେ ସିମେଣ୍ଟ ବୋଝେଇ ଟ୍ରକ ଯାଉଥିବା ବେଳେ ରାସ୍ତା ଭୁଶୁଡି ପଡିବା ଫଳରେ ଓଲଟି ପଡିଛି

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୧, ୨୦୨୪ )

ଭୁବନେଶ୍ୱର କଳା କେନ୍ଦ୍ରରେ ଭାରତ ରଙ୍ଗ ମହୋତ୍ସବ ପାଇଁ ପରିବେଷିତ ନାଟକ, ‘ସୁନା ଭାରତ’     କଟକ ବିଡାନାସୀ ଅଂଚଳର ଜଣେ କୁମ୍ଭାର ମହା ଶିବରାତ୍ରୀ ଉପଲକ୍ଷେ ଦୀପ ପ୍ରସ୍ତୁତ କରୁଛନ୍ତି     ବିଶ୍ଵ ମାତୃଭାଷା ଦିବସ ଅବସରରେ…

ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୨୦, ୨୦୨୪ )

ଭୁବନେଶ୍ୱର ୟୁନିଟ ୩ କ୍ୟାପିଟାଲ ହାଇ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବା ପାଇଁ ପିଲାମାନଙ୍କର ଭିଡ      ଭୁବନେଶ୍ୱରର ଲୋୟର ପିଏମଜିରେ ତାମୁଡିଆ(ପୁରାଣ) ସମାଜ ବିକାଶ ପରିଷଦ ପକ୍ଷରୁ ଏସଟି ତାଲିକାରେ ଅନ୍ତର୍ଭୁକ୍ତ ହେଵା ଦାବିରେ ଧାରଣା    …

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri