ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ୬ ଏପ୍ରିଲ, ୨୦୨୫ )

ରାଜଧାନୀରେ ଶ୍ରୀରାମ ନବମୀ ପାଳନ     ଶ୍ରୀରାମ ନବମୀରେ ପୂଜାର୍ଚ୍ଚନା ପାଇଁ କଟକ ଚହଟ ସ୍ଥିତ ଶ୍ରୀରାମ ନିଗମେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି     ବ୍ରହ୍ମପୁରରେ ମା’ ବୁଢୀ ଠାକୁରାଣୀ ଯାତ୍ରାର ୪ର୍ଥ ଦିନରେ ଘଟକୁ ପୁଜା କରାଯାଉଛି। …

ଓଡ଼ିଶା: ଆଜିର ଫଟୋ ( ୪ ଏପ୍ରିଲ , ୨୦୨୫ )

ମହାସପ୍ତମୀ ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ମା ବାସନ୍ତୀ ଦୁର୍ଗା ରାଜଧାନୀ ଭୁବନେଶ୍ୱରର ରାବୀନ୍ଦ୍ର ମଣ୍ଡପ ଠାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଶା: ଆଜିର ଫଟୋ ( ୨ ଏପ୍ରିଲ, ୨୦୨୫ )

ଭକ୍ତମାନେ ଗଞ୍ଜାମର ବ୍ରହ୍ମପୁରରେ ୧୮ ଦିନିଆ ଦଣ୍ଡ ନାଚ ପରିବେଷଣ କରୁଛନ୍ତି     ପୁରୀର ବିଭିନ୍ନ ସ୍କୁଲରେ ଖଡ଼ି ଛୁଆଁ (ବିଦ୍ୟା ଆରମ୍ଭ) ସମାରୋହ ପାଳିତ     ଭୁବନେଶ୍ୱର ସୂଚନା ଭବନରେ କଳାଶ୍ରୀ ଆର୍ଟ ଏକାଡେମୀ ଦ୍ୱାରା ଅଷ୍ଟାଦଶ…

ଓଡ଼ିଶା: ଆଜିର ଫଟୋ ( ୧ ଏପ୍ରିଲ, ୨୦୨୫ )

କଟକ ଜିଲ୍ଲା କ୍ରୀଡା ସଂସଦ ପକ୍ଷ୍ୟରୁ ବାରବାଟୀ ଦୁର୍ଗ ନିକଟରେ, ଉତ୍କଳ ଦିବସ ପାଳନ ଅବସରରେ ଅନୁଷ୍ଠିତ ଗଣ ଦୌଡ     ଭୁବନେଶ୍ୱର ରିଜର୍ଭ ପୋଲିସ ଲାଇନ ଗ୍ରାଉଣ୍ଡରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ     କଟକ ଦୋଳମୁଣ୍ଡାଇ…

ଓଡ଼ିଶା: ଆଜିର ଫଟୋ ( ୩୧ ମାର୍ଚ୍ଚ , ୨୦୨୫ )

ପୁରୀର ଏକ ମସଜିଦରେ ମୁସଲମାନ ଭାଇମାନେ ଇଦ ପର୍ବ ପାଳନ କରୁଛନ୍ତି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ନୀତି ଚାଲୁଥିବାରୁ ଦର୍ଶନ ବନ୍ଦ ରହିଛି । ଭକ୍ତ ମାନେ ପ୍ରବଳ ଖରାରେ ସିଂହଦ୍ୱାର ସମୁଖରେ ଅପେକ୍ଷା କରିଛନ୍ତି । ବାସନ୍ତୀ ଦୁର୍ଗା ପୂଜା…

ଓଡ଼ିଶା: ଆଜିର ଫଟୋ ( ୨୯ ମାର୍ଚ୍ଚ, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ପାଦମୃତ ନୃତ୍ୟ ଏକାଡେ଼ମୀର ଆୟୋଜିତ ଓଡିଶୀ ନୃତ୍ୟ     ରାଜଧାନୀରେ ପ୍ରବଳ ଖରା     ଜାତୀୟ ପାରା ଫେନ୍ସିଂ ଚାମ୍ପିଅନସିପ୍ ୨୦୨୫ ଭୁବନେଶ୍ୱରର ନିଲାଦ୍ରି ବିହାରର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଉଦଘାଟିତ ହୋଇଛି

ଓଡ଼ିଶା: ଆଜିର ଫଟୋ ( ୨୮ ମାର୍ଚ୍ଚ, ୨୦୨୫ )

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ବିଶ୍ୱ ନାଟକ ଦିବସ ଉପଲକ୍ଷେ ପରିବେଷିତ ନାଟକ, ‘ଏଣ୍ଡୁଅ’ର ଦୃଶ୍ୟ     ମହାପ୍ରଭୁଙ୍କୁ ଦର୍ଶନ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପୁରୀ ଶ୍ରୀମନ୍ଦିରରୁ ଆସୁଛନ୍ତି

ଓଡ଼ିଶା: ଆଜିର ଫଟୋ ( ୨୭ ମାର୍ଚ୍ଚ , ୨୦୨୫ )

କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଓଡିଶା ଷ୍ଟେଟ ଫେନସିଂ ଉଦଘାଟନିରେ ବାଳିକା ବର୍ଗରେ ମଣିପୁର ଓ ହରିଆଣା ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତା     କଟକ ମହାନଦୀ ବିହାର ସ୍ଥିତ ଏକ ମଣ୍ଡପରେ ଆଇଏସ ଚେସ ସେଣ୍ଟର ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ , ୨୦୨୫ )

  ରାଜଧାନୀ ଭୁବନେଶ୍ୱର ପିଏମଜି ଛକ ବିଧାନସଭା ସମ୍ମୁଖରେ ବିଜେଡି ଏବଂ କଂଗ୍ରେସର ପ୍ରତିବାଦ  ବ୍ରହ୍ମପୁରରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ନୂଆ ସୋ ରୁମ୍ କୁ ଉଦ୍ଘାଟନ କରୁଛନ୍ତି ଓଡ଼ିଆ ଅଭିନେତା ସବ୍ୟସାଚୀ ମହାପାତ୍ର ।

ଓଡ଼ିଶା: ଆଜିର ଫଟୋ ( ୨୫ ମାର୍ଚ୍ଚ, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆରାଧନା ଡାନ୍ସ ଏକାଡେମୀ ପକ୍ଷରୁ ୧୨ତମ ଗୋଟିପୁଅ ଉତ୍ସବ     ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ, ୨୭ତମ ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବରେ ନାଟକ, ‘କର୍ଣ୍ଣ ଗାଥା’

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri