ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ମେ ୧୮, ୨୦୨୩ )

କଟକ ସିଡିଏ ପେଟାନାଳ ମଧ୍ୟରେ ଖାଦ୍ୟ ଅନ୍ୱେଷଣରେ ବଗ ପଲ   କଟକ ଜଗତପୁର ରାସ୍ତା ପାର୍ଶ୍ୱରେ ଘୋଡ଼ାଙ୍କୁ ଖାଇବାକୁ ଦିଆଯାଉଛି କଟକ ମାତାମଠ ରିଂରୋଡ ଡିଭାଇଡର ମଧ୍ୟରେ ଥିବା ଗଛ ଉପରକୁ ସିଏମସି ପକ୍ଷରୁ ପାଣି ସିଞ୍ଚନ କରାଯାଉଛି...

ଓଡ଼ିଶା: ଆଜିର ଫଟୋ ( ମେ ୧୭, ୨୦୨୩ )

ଲାଞ୍ଜିପଲ୍ଲି ମା’ ତାରା ଦେବୀ ଯାତ୍ରାରେ ଦଶମ ଦିନରେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ସହ ମା’ଙ୍କ ଘଟ ପରିକ୍ରମା     କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ ଜି -୨୦...

ଓଡ଼ିଶା: ଆଜିର ଫଟୋ ( ମେ ୧୬, ୨୦୨୩ )

ଭୁବନେଶ୍ୱର ସହୀଦ ନଗର ଓଭର ବ୍ରିଜରୁ କଳା ବାଦଲର ଦୃଶ୍ୟ, ଶିରିପୁରରେ କାଳବୈଶାଖୀ ବର୍ଷା     ଶୁଭାରମ୍ଭ ପୂର୍ବରୁ ପୁରୀ ରେଳ ଷ୍ଟେସନ ଠାରେ ବନ୍ଦେ ଭାରତ ଟ୍ରେନର ଶେଷ ଟ୍ରାଏଲ୍ କରାଯାଉଛି       ଲାଞ୍ଜିପଲ୍ଲି...

ଓଡ଼ିଶା: ଆଜିର ଫଟୋ ( ମେ ୧୫, ୨୦୨୩ )

ସୋମବାର ପ୍ରବଳ ଗରମରୁ ରକ୍ଷା ପାଇବାପାଇଁ ପିଲାମାନେ ବରମୁଣ୍ଡା ଠାରେ ଥିବା ଏକ ପୋଖରୀରେ ଏରୋବିକ୍ସ କରୁଛନ୍ତି ଯୋବ୍ରା ଆନିକଟ ମହାନଦୀ ରେ ମାଛ ଧରୁଥିବା ଧୀବର

ଓଡ଼ିଶା: ଆଜିର ଫଟୋ ( ମେ ୧୩, ୨୦୨୩ )

ଜଣେ ମହିଳା ନିଜ ଶିଶୁକୁ ଗେଲ କରୁଛନ୍ତି: ମାତୃ ଦିବସ     ଲାଞ୍ଜିପଲ୍ଲି ମା ତାରା ଦେବୀ ଯାତ୍ରାରେ ମା’ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ସହ ମା’ ଙ୍କ ଘଟ ପରିକ୍ରମା     ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ ( ମେ ୧୦, ୨୦୨୩ )

ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗରମ     କଟକ ସିଡିଏ କାଠଯୋଡ଼ି ରିଂ ରୋଡ ଉପରେ ଜମି ରହିଥିବା ଧୂଳି ଓ ମାଟିର ଆସ୍ତରଣ     ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗୀତା ଗୋବିନ୍ଦ ନୃତ୍ୟ ଏବଂ ସଙ୍ଗୀତ ପ୍ରତିଷ୍ଠାନ...

ଓଡ଼ିଶା: ଆଜିର ଫଟୋ ( ମେ ୯, ୨୦୨୩ )

ଜନଗହଳି ପୂର୍ଣ୍ଣ କଟକ ଛତ୍ର ବଜାର ପରିବା ମାର୍କେଟ, ପ୍ରବଳ ଖରା ହେତୁ ଦିନ ବେଳା ଖାଁ ଖାଁ ଲାଗୁଛି     ଲଙ୍ଗିପୋଲି ତାରାଦେବୀ ଠାକୁରାଣୀ ଯାତ୍ରାରେ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଛନ୍ତି     କଟକ ଯୋବ୍ରା...

ଓଡ଼ିଶା: ଆଜିର ଫଟୋ ( ମେ ୮, ୨୦୨୩ )

ଭୁବନେଶ୍ୱର ପିଏମଜିରେ ଏକ ପାଣିଟାଙ୍କିରେ ଟ୍ୟାପ ନଥିବାରୁ ପାଣି ରାସ୍ତାରେ ଭାସୁଛି ରାଜଧାନୀରେ ପ୍ରବଳ ଖରା ପିଏମଜିରେ ଜଣେ ବୃଦ୍ଧ ବ୍ୟକ୍ତି ମୁଣ୍ଡରେ ଓଦା ଗାମୁଛା ବାନ୍ଧି ରାସ୍ତାରେ ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୩ )

ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ୧୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ରଜନୀରେ ଭୁବନେଶ୍ୱରର କଳାକାରଙ୍କ ପକ୍ଷରୁ ପରିବେଷିତ ନାଟକ, ‘ଅପେକ୍ଷାରେ ରାମଚନ୍ଦ୍ର’     ଭୁବନେଶ୍ୱର ମଦର ପବ୍ଲିକ୍ ସ୍କୁଲରେ NEET ଆଶାୟୀମାନେ ପରୀକ୍ଷା ହଲରେ...

ଓଡ଼ିଶା: ଆଜିର ଫଟୋ ( ମେ ୬, ୨୦୨୩ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ନୃତ୍ୟଶାଳାର ୨୦ ତମ ବାର୍ଷିକ ଦିବସ ପାଳନ ଅବସରରେ ଅନୁଷ୍ଠାନର କଳାକାର ମାନେ ଓଡିଶୀ ନୃତ୍ୟ ପରିବେଷଣ କରୁଛନ୍ତି     ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ୧୫ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri