ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ୨୯ ଅଗଷ୍ଟ , ୨୦୨୫ )

ଶୁକ୍ରବାର, ଭୁବନେଶ୍ୱରର କୁଆଖାଈ ନଦୀରେ ଅସ୍ଥାୟୀ ପୋଖରୀରେ ଗଣେଶ ମୂର୍ତ୍ତିଙ୍କ ବିସର୍ଜନ କରାଯାଉଛି ଲୋକସଭା ବାଚସ୍ପତି ଓଁ ବିର୍ଲା ମହାପ୍ରଭୁ ଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି ।

ଓଡ଼ିଶା: ଆଜିର ଫଟୋ ( ୨୮ ଅଗଷ୍ଟ, ୨୦୨୫ )

ଜ୍ୟୋତି କଳା ମନ୍ଦିର ସଂଗଠନର ବାର୍ଷିକ ଉତ୍ସବ ଗୁରୁବାର ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେଲା ସାରଳା ଭବନରେ ସାରଳା ସାହିତ୍ୟ ସଂସଦ ଓ ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ବାମିଖଲା…

ଓଡ଼ିଶା: ଆଜିର ଫଟୋ ( ୨୬ ଅଗଷ୍ଟ, ୨୦୨୫ )

କଟକ ରାଣୀହାଟସ୍ଥିତ ଏକ ମିଠା ଦୋକାନରେ ଗଣେଶ ପୂଜା ଅବସରରେ ଲଡୁ କିଣିବା ପାଇଁ ଲୋକଙ୍କ ଗହଳି       ଜଟଣୀ ଶିଳ୍ପୀ ଈଶ୍ୱର ରାଓ ପେନସିଲ ମୁନରେ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି     କଟକ କୁମ୍ଭାର…

ଓଡ଼ିଶା: ଆଜିର ଫଟୋ ( ୨୩ ଅଗଷ୍ଟ, ୨୦୨୫ )

ପୁରୀ ଉପକଣ୍ଠସ୍ଥ ଏକ ଶୋରୁମରେ ବିକ୍ରୟ ପାଇଁ ଗଣେଶ ମୂର୍ତ୍ତିଗୁଡିକୁ ସଜାଇ ରଖାଯାଇଛି     ଭୁବନେଶ୍ୱର ସାଇନ୍ସ ସେଣ୍ଟରରେ ବିଜ୍ଞାନ ଚେତନା ମଞ୍ଚ ଦ୍ୱାରା ଆୟୋଜିତ ‘ଇଣ୍ଡିଆ ମାର୍ଚ୍ଚ ଫର୍ ସାଇନ୍ସ’ ସଚେତନତା ରାଲି     ଓଡିଶା ସ୍ପେସ୍…

ଓଡ଼ିଶା: ଆଜିର ଫଟୋ ( ୨୨ ଅଗଷ୍ଟ , ୨୦୨୫ )

ସ୍ଵସ୍ତିକ ପ୍ରୀମିୟମ୍ ହୋଟେଲ ପରିସରରେ AITO ସମ୍ମିଳନୀ ଉଦଘାଟିତ ହୋଇଛି। ଶୁକ୍ରବାର ଦିନ ଭୁବନେଶ୍ୱରର ଓଡିଶି ନୃତ୍ୟ ପରିଷଦ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ‘୧୬ ବର୍ଷରୁ କମ ବୟସର ପିଲାମାନଙ୍କ’ ଓଡିଶୀ ନୃତ୍ୟୋତ୍ସବ ଆୟୋଜିତ ହୋଇଯାଇଛି ରଥଯାତ୍ରା ପରେ ସିଂହଦ୍ଵାର ସମ୍ମୁଖରେ…

ଓଡ଼ିଶା: ଆଜିର ଫଟୋ ( ୧୯ ଅଗଷ୍ଟ ୨୦୨୫ )

ଭୁବନେଶ୍ୱର ଝାରପଡାରେ ଲଘୁଚାପ ବର୍ଷା       ଭୁବନେଶ୍ୱର ସୂଚନା ଭବନରେ ନୂତନ ଭବିଷ୍ୟତ ନିର୍ମାଣର ସୂତ୍ରଧର ଟ୍ରଷ୍ଟ ପକ୍ଷରୁ, ବିଶ୍ୱ ଫଟୋଗ୍ରାଫି ଦିବସ ୨୦୨୫ ଅବସରରେ ୪ର୍ଥ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର

ଓଡ଼ିଶା: ଆଜିର ଫଟୋ ( ୧୬ ଅଗଷ୍ଟ ୨୦୨୫ )

କାଠଯୋଡ଼ି ନଦୀ ତଟରୁ ମା ଦୁର୍ଗାଙ୍କ ମୁର୍ମୟୀ ପ୍ରତିମା ପାଇଁ ମାଟି ଉଠା ଅନୁକୂଳ କରୁଛନ୍ତି କଟକର ବିଭିର୍ନ ପୂଜା ମଣ୍ଡପ       ରାଜଧାନୀରେ ଲଘୁଚାପ ଜନିତ ବର୍ଷା

ଓଡ଼ିଶା: ଆଜିର ଫଟୋ ( ୧୫ ଅଗଷ୍ଟ , ୨୦୨୫ )

ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପାରେଡ ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଭିଭାଷଣ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?