ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୩୦, ୨୦୨୦ )

ଭୁବନେଶ୍ୱର ଭିଏସଏସ ନଗର ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା   କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା   ଭୁବନେଶ୍ୱର ଓଲ୍ଡଟାଉନ ଅଞ୍ଚଳରେ ଦେବୀ ଲକ୍ଷ୍ମୀଙ୍କ ପ୍ରତିମାକୁ ଜଣେ କଳାକାର ଶେଷ ସ୍ପର୍ଶ ଦେଉଛନ୍ତି   ଭୁବନେଶ୍ୱର ସଚ୍ଚିବାଳୟ ମାର୍ଗରେ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯ , ୨୦୨୦)

ଶିଳ୍ପୀମାନେ ଶ୍ୟାମାକାଳୀ ପୂଜା ପାଇଁ ମାଟି ପ୍ରତିମା ତିଆରି କରିବାରେ ବ୍ୟସ୍ତ ନେତାଜୀ ସେତୁ ରାସ୍ତାରେ ଜମା ହୋଇଥିବା ବାଲି ବାରମ୍ବାର ଦୁର୍ଘଟଣା ଘଟାଉଛି ଜଣେ ବିକ୍ରେତା ରାସ୍ତା କଡରେ ବସି ବାଦାମ ବିକ୍ରି କରୁଛନ୍ତି ଭୁବନେଶ୍ୱରର ଖଣ୍ଡଗିରି ଗୁମ୍ଫାରେ ଜଣେ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୮, ୨୦୨୦)

ଭୁବନେଶ୍ୱର ୟୁନିଟ୍-୧ ବଜାରରେ ବିକ୍ରି ପାଇଁ ସୁସଜ୍ଜିତ ଲକ୍ଷ୍ମୀଙ୍କ ମୂର୍ତ୍ତି ରାଜଧାନୀ ଜନପଥରେ ସଡ଼କ କାର୍ଯ୍ୟ ଯୋଗୁଁ ଉଡୁଛି ଧୂଳି କଟକ ରିଙ୍ଗବନ୍ଧ ରାସ୍ତାରେ ବାଉଁଶ ପ୍ରସ୍ତୁତ ସାମଗ୍ରୀ କିଣୁଛନ୍ତି ଗ୍ରାହକ କଟକ ଚଣ୍ଡିଛକରେ ଟ୍ରଲିରେ ନଡା ଲଦି ତା’ ଉପରେ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୦)

କଟକର ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ପ୍ରତିମା ବିସର୍ଜନ କରାଯାଉଛି କଟକ ମହାନଦୀ ଗଡଗଡିଆ ଘାଟରେ ମହିଳାମାନେ ପାଳନ କରୁଛନ୍ତି ସିନ୍ଦୂରଖେଳ ବିଧି ଭୁବନେଶ୍ୱର କୁଆଖାଇ ନଦୀରେ ବେଆଇନ୍‍ ବାଲିଚାଲାଣ ଭୁବନେଶ୍ୱର କୁଆଖାଇ ନଦୀରେ ମାଛ ଧରୁଛନ୍ତି କେଉଟ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୬, ୨୦୨୦)

ଶ୍ରୀମନ୍ଦିର ରେ ହେବାକୁ ଥିବା ନାଗାର୍ଜୁନ ଭେଷ ର ଅନୁକୂଳ ହେଉଛି ଭୁବନେଶ୍ୱର ରସୁଲଗଡ ଠାରେ ମା ଦୁର୍ଗାଙ୍କର ଦଶମୀ ପୂଜା ରସୁଲଗଡ ଗୋପିନାଥଦେବ ପୂଜା କମିଟି ର କ୍ଷେତ୍ରୀୟମାନେ ସାଜପୂଜାରେ ଖଣ୍ଡାଧରି ଶୋଭାଯାତ୍ରା ରେ ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୫, ୨୦୨୦)

ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ମହାନବମୀ ପୂଜା   ମା’ ଗଡଚଣ୍ଡୀଙ୍କ ମହିଷାମର୍ଦିନୀ ବେଶ   ମା’ ଝାଞ୍ଜିରୀମଙ୍ଗଳାଙ୍କ ମହିଷାମର୍ଦିନୀ ବେଶ   କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ମହାନବମୀ ପୂଜା

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ପୂଜା ଲାଗି ରାଜଧାନୀ ଜନପଥରେ ଲୋକଙ୍କ ଗହଳି ଭୁବନେଶ୍ୱର ଶିଶୁପାଳଗଡରେ ଗଛରେ ବସିଛନ୍ତି ବଗ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୩, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ମହାସପ୍ତମୀ ପୂଜା   ମା’ ଗଡଚଣ୍ଡୀଙ୍କ ମହାସରସ୍ଵତୀ ବେଶ   ମା’ ଝାଞ୍ଜିରୀମଙ୍ଗଳାଙ୍କ ମହାକାଳୀ ବେଶ   ମା’ କଟକଚଣ୍ଡୀଙ୍କ ମହାକାଳୀ ବେଶ   ମହାଅଷ୍ଟମୀ ପୂଜା ଥିବାରୁ ଝାଞ୍ଜିରୀମଙ୍ଗଳାଙ୍କ ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଭିଡ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୨, ୨୦୨୦)

ଜଣେ ବିକ୍ରେତା ତାଙ୍କ ଦୋକାନରେ ଲେମ୍ବୁ ସଜାଡୁଛନ୍ତି ଭୁବନେଶ୍ୱରର ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ରେ ସପ୍ତମୀ ପୂଜା କଟକସ୍ଥିତ କାଠଗଡ଼ା ସାହି ମଣ୍ଡପ ରେ ଦେବୀ ଦୁର୍ଗାଙ୍କ ପ୍ରତିମାକୁ ରଙ୍ଗ ଦିଆଯାଉଛି କଟକର ଖାନନଗର ପୂଜା ମଣ୍ଡପ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୧, ୨୦୨୦)

  କଟକର ବିଭିନ୍ନ ପୂଜାମଣ୍ଡପ ପୁରୀର ବିଭିନ୍ନ ପୂଜାମଣ୍ଡପ ରାଜଧାନୀରେ ବର୍ଷା ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ କଟକ କାଠଯୋଡି ତଟରେ ତିଆରି ହେଉଛି କୃତ୍ରିମ ପୁଷ୍କରିଣୀ ମା’ ଗଡଚଣ୍ଡୀଙ୍କ ଗାୟତ୍ରୀ ବେଶ ମା’ ବାସନ୍ତୀ ଦୁର୍ଗାଙ୍କ ଅନ୍ନପୂର୍ଣ୍ଣା ବେଶ କଟକ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୦, ୨୦୨୦)

ପୁରୀ ମାର୍କଣ୍ଡ ପୁଷ୍କରିଣୀ କୂଳରେ ସେବାୟତ କୁଆଁରୀ କରୁଛନ୍ତି ନେତ ପୂଜା  ମା’ ଗଡଚଣ୍ଡୀଙ୍କ ନାରାୟଣୀ ବେଶ  ମା’ ବାସନ୍ତୀ ଦୁର୍ଗାଙ୍କ ସ୍କନ୍ଧମାତା ବେଶ ରାଜଧାନୀ ସୈନିକ ସ୍କୁଲ ନିକଟରେ ଛେଳି ଜଗିଛନ୍ତି ଜଣେ ବୃଦ୍ଧ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୯, ୨୦୨୦)

ଭୁବନେଶ୍ୱରର ବିନ୍ଦୁସାଗର ପୋଖରୀରେ ଏକ ପାଇପ ଉପରେ ବସିଥିବା ପକ୍ଷୀମାନେ କଟକସ୍ଥିତ ଫିରିଙ୍ଗି ବଜାର ପେଣ୍ଡାଲ ରେ ଦେବୀ ଦୁର୍ଗାଙ୍କୁ ଅଳଙ୍କାରରେ ସଜାଯାଇଛି ଭୁବନେଶ୍ୱର ଆକାଶ ଉପରେ ଘନ ମେଘ ବୁଲୁଅଚ୍ଛି

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri