ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୪, ୨୦୨୦)

କଟକ ଦୋଳମୁଣ୍ଡାଇ କାର୍ତ୍ତିକେଶ୍ୱର ପୂଜାମଣ୍ଡପରେ ପ୍ରତିମାଙ୍କୁ ରଙ୍ଗତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ   ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ପାଇଁ କଟକ ଫିରଙ୍ଗୀବଜ଼ାରରେ କାରିଗର ପ୍ରସ୍ତୁତ କରୁଛନ୍ତି ନାଗାର୍ଜୁନ ଥାଟ,ମୁକୁଟ,ହସ୍ତ,ପାଦ ଭୁବନେଶ୍ୱର ପିଏମଜିରେ ରାଲି ସମୟରେ ସାମାଜିକ ଦୂରତ୍ବକୁ ମାନୁନାହାନ୍ତି ଲୋକେ

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୩, ୨୦୨୦)

ଭୁବନେଶ୍ୱର ଉପକଣ୍ଠରେ କୃଷକମାନେ ଧାନ ଅମଳ କରିବାରେ ଲାଗି ପଡିଛନ୍ତି ରାଜଧାନୀର ଏକ ବଗିଚାରେ ମହୁ ସଂଗ୍ରହ ପାଇଁ ଫୁଲରୁ ଫୁଲ ଉଡ଼ିବୁଲୁଥିବା ପ୍ରଜାପତି ଭଗବାନ ଜଗନ୍ନାଥଙ୍କ ‘ନାଗାର୍ଜୁନ ବେଶ’ର ରୀତିନୀତି ପାଇଁ ପୋଷାକ ପ୍ରସ୍ତୁତ କରୁଥିବା ଜଣେ ଶିଳ୍ପୀ କଲେଜ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୨, ୨୦୨୦)

ଧଉଳି ସ୍ତୁପ ନିକଟରେ ଜଣେ କୃଷକ ହଳ କରୁଛନ୍ତି ବିଦେଶୀ ପକ୍ଷୀ ମାନେ ବିନ୍ଦୁସାଗର ହ୍ରଦରେ ଖାଦ୍ୟ ପାଇଁ ବସିଛନ୍ତି ଭୁବନେଶ୍ୱରର ୟୁନିଟ୍-୪ ଚର୍ଚ୍ଚ ନିକଟରେ ଏକ ଛୋଟ ବାଳକ ଏକ ଦୋଳିରେ ବିଶ୍ରାମ କରୁଛନ୍ତି ରାଜଧାନୀର ରାଜମହଲ ଛକ ରାସ୍ତା…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୦)

ଭୁବନେଶ୍ୱର ପିଏମଜିରେ ୧୨୧ତମ ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ ୧୨୧ତମ ହରେକୃଷ୍ଣ ମହତାବ ଜୟନ୍ତୀ ଅବସରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଳା ଅର୍ପଣ କରୁଛନ୍ତି   ୧୨୧ତମ ହରେକୃଷ୍ଣ ମହତାବ ଜୟନ୍ତୀ ଅବସରରେ କଟକ ପ୍ରେସ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୦ , ୨୦୨୦)

କଟକ କୁମ୍ଭାରସାହିରେ ଜଣେ ଶିଳ୍ପୀ କାର୍ତ୍ତିକେଶ୍ୱରଙ୍କ ମୂର୍ତ୍ତି ଗଢୁଛନ୍ତି   କଟକ ମହମ୍ମଦିଆବଜ଼ାରରେ ମହିଳାମାନେ ଛଟ୍‍ ପୂଜା କରୁଛନ୍ତି   ବିଧାନସଭାର ଶୀତକାଳୀନ ଅଧିବେଶନ   ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବସଗୁଡିକୁ ସାନିଟାଇଜ କରାଯାଉଛି

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୮, ୨୦୨୦)

କଟକ ସଚ୍ଚିଦାନନ୍ଦ ମଠରେ ନାଗ ଚତୁର୍ଥୀ ପାଇଁ ମହିଳାଙ୍କ ପୂଜାର୍ଚ୍ଚନା ଭୁବନେଶ୍ୱର ନିକୋ ପାର୍କ ରାସ୍ତା ପାର୍ଶ୍ୱ କାନ୍ଥରେ ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ ରାଜଧାନୀରେ ଘନ କୁହୁଡିର ଆସ୍ତରଣ କଟକ ଛତ୍ରବଜାର ତାଳଦଣ୍ଡା କେନାଲ ରୋଡ୍‍ ସମ୍ପ୍ରସାରଣ ପାଇଁ ସିଏମ୍‌ସି ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୭, ୨୦୨୦)

କଟକ ମହାନଦୀ ରିଙ୍ଗବନ୍ଧ ରାସ୍ତାରେ ପାଣିସିଙ୍ଗେଡା ବିକୁଛନ୍ତି ଜଣେ ବ୍ୟବସାୟୀ କଟକ ରାଣୀହାଟରେ ଧାନ କେଣ୍ଡା ଦେଖୁଛନ୍ତି ଗ୍ରାହକ କଟକ ମହାନଦୀ ଜଳରାଶିରେ ଖାଦ୍ୟାନ୍ୱେଷଣ କରୁଛି ପାଣିକୁଆ କଟକ ଆନିକଟ ନିକଟରେ ପାଇପ୍‌ରେ ବସିଛନ୍ତି ପାଣିକୁଆ

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୬, ୨୦୨୦)

ବିହାର ସମ୍ପ୍ରଦାୟର ଜଣେ ମହିଳା ଛତ ପୂଜା ଉତ୍ସବ ସମୟରେ ଅନ୍ୟ ମହିଳାଙ୍କ କପାଳରେ ସିନ୍ଦୁର ଲଗାନ୍ତି ଲଗାଉଛନ୍ତି ପଳାଶୁଣୀ  ଛକଠାରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନେ ରାସ୍ତା ପାର ହଉଛନ୍ତି କାର୍ତ୍ତିକ ମାସ ତୃତୀୟ ସୋମବାର ରେ ବିଭିନ୍ନ ଶୈବପୀଠର…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୪, ୨୦୨୦)

ଆଜି ପବିତ୍ର ଦୀପାବଳି ଅମାବାସ୍ୟା ଏହି ଅବସରରେ ଭୁବନେଶ୍ୱର ସତ୍ୟନଗର କାଳୀ ମନ୍ଦିରରେ ଭକ୍ତଙ୍କ ଭିଡ ଭୁବନେଶ୍ୱର ର ବରମୁଣ୍ଡା କାଳୀମନ୍ଦିର ନିକଟରେ ଭକ୍ତ ମାନେ ମାଙ୍କୁ ଦର୍ଶନ କରୁଛନ୍ତି କରୋନା କଟକଣା ରେ ମନ୍ଦିର ବନ୍ଦ କଟକସ୍ଥିତ ଖାନନଗର ଦକ୍ଷିଣ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୩, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ଶ୍ୟାମାକାଳୀ ପୂଜା   ଧନତେରସ ଅବସରରେ ଅଳଙ୍କାର ଦୋକାନରେ ମୂଲ୍ୟବାନ ଧାତୁ କିଣୁଛନ୍ତି ଗ୍ରାହକ   ପିତୃପୁରୁଷ ଓ ଶହୀଦମାନଙ୍କ ଉଦେଶ୍ୟରେ କଟକ ଖାନନଗରସ୍ଥିତ ସ୍ୱର୍ଗଧାମ ଠାରେ ସମୂହ ଦ୍ୱୀପ ଦାନ   ଧନତେରସ ଓ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୦)

ଦିୱାଲି ସପିଂ ପାଇଁ ଭୁବନେଶ୍ୱର ରେ ୟୁନିଟ୍-୨ ବଜାରରେ ପ୍ରବଳ ଭିଡ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଟେରାକୋଟା ରେ ତିଆରି ଜିନିଷ ପ୍ରଦର୍ଶନ କରାଯାଉଛି ଦୀପାବଳି ଭୁବନେଶ୍ୱର ୟୁନିଟ୍‍-୧ ହାଟରେ କାଉଁରି କାଠି ବିଡା ବ୍ୟବସାୟୀ ମାନେ ବିକୁଛନ୍ତି ଧନତାରସ କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri