ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୬, ୨୦୨୧)

ମୃତ ହାତୀକୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଯୋବ୍ରା ଆନିକଟ ରାସ୍ତାରେ ଅସମ୍ଭାଳ ଭିଡ ରେଡକ୍ରସ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଅଞ୍ଚଳ କୁ ରିଲିଫ ପଠା ଯିବା ପାଇଁ ପ୍ୟାକିଂ କରାଯଵୋଉଛି

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୧)

 ଆଗାମୀ ଦୁର୍ଗାପୂଜା ପୂର୍ବରୁ କଟକସ୍ଥିତ ଫିରିଙ୍ଗ ବଜାର ଅଞ୍ଚଳରେ ସାଜସଜ୍ଜା ସାମଗ୍ରୀ, ମୁକୁଟ ପ୍ରସ୍ତୁତ କରୁଥିବା କାରିଗରମାନେ ରବୀନ୍ଦ୍ର ମଣ୍ଡପରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ‘ଆମ ଲୋକକଳା, ଆମା ସଂସ୍କୃତି’ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଉଛି…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୨, ୨୦୨୧ )

କଟକ ପୁରୀଘାଟ କାଠଯୋଡ଼ି ନଦୀରେ ଖୁଦୁରୁକୁଣି ବିସର୍ଜନ ଭୁବନେଶ୍ୱର କିଟ କ୍ୟାମ୍ପସରେ ୪୦ତମ ଜାତୀୟ ଖୋ ଖୋ ଚାମ୍ପିଅନଶିପ ଆରମ୍ଭ କଟକରେ  ଜାତୀୟ ସବ୍ ଜୁନିଅର ସଫ୍ଟବଲ୍ ଚାମ୍ପିଅନଶିପରେ ପଞ୍ଜାବ ଏବଂ ଉତ୍ତରାଖଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଭୁବନେଶ୍ୱର ଲୋକସେବା ଭବନରେ…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୧, ୨୦୨୧ )

ପୁରୀ ନରେନ୍ଦ୍ର ପୁଷ୍କରିଣୀଠାରେ ପିତୃପକ୍ଷ ଅବସରରେ ସାମୂହିକ ତିଳ ତର୍ପଣ   କଟକ ମହାନଦୀ ତଟରେ ପୂଜାର୍ଚ୍ଚନା ପରେ ପୂଜା ମଣ୍ଡପକୁ ଫେରୁଛନ୍ତି ତେଲୁଗୁ ସମ୍ପ୍ରଦାୟ ଲୋକେ   ଓଡିଶା ସଫ୍ଟବଲ୍ ଆସୋସିଏସନ୍ ପକ୍ଷରୁ କଟକରେ ଅନୁଷ୍ଠିତ ଜାତୀୟ ସବ୍ ଜୁନିଅର…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୦, ୨୦୨୧)

ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା ଯୋଗୁ ରସୁଲଗଡ ଠାରୁ ମଞ୍ଚେଶ୍ୱର ରାସ୍ତା ର ଦୃଶ୍ୟ ବାରବାଟୀଦୁର୍ଗ ପାର୍ଶ୍ୱରେ ଥିବା ପୋଖରୀରୁ ଦଳ ଉଦ୍ଧାରକାର୍ଯ୍ୟ ଚାଲିଛି ଶିଳ୍ପୀ କୁମ୍ଭାରସାହି ଅଞ୍ଚଳରେ ମାଦୂର୍ଗା ମୁର୍ମୟୀ ପ୍ରତିମାଙ୍କ ମୁଖ ପ୍ରସ୍ତୁତ କରୁଥିବା ଶିଳ୍ପୀ ଉନ୍ମୁକ୍ତ ଅବସ୍ଥାରେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୯, ୨୦୨୧)

ଭୁବନେଶ୍ୱରରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲଘୁଚାପ ବର୍ଷା ଯୋଗୁ ବମିଖାଲ ଏସପ୍ଳାନେଡ଼ ସମୁଖରେ ପାଣି ଜମିରହିଛି ଭୁବନେଶ୍ୱରରେ ଇସ୍କନମନ୍ଦିର ରାସ୍ତାରେ ପ୍ରବଳ ବର୍ଷା ଜନିତ ପାଣି ଜମିରହିଛି  

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୮, ୨୦୨୧)

କଟକ ନୂଆପାଟଣା ରାସ୍ତା ପାର୍ଶ୍ୱରେ କାଶତଣ୍ଡୀର ସମ୍ଭାର   କଟକ ଯୋବ୍ରା ଆନିକଟରେ ପ୍ରବାହିତ ବନ୍ୟାଜଳ ଦେଖିବାକୁ ଭିଡ଼   ଭୁବନେଶ୍ୱରସ୍ଥିତ ‘ଦି ପ୍ରେସ କ୍ଲବ ଅଫ ଓଡିଶା’ଠାରେ ଧରିତ୍ରୀ ରାଖୀ ବାର୍ତ୍ତା ପ୍ରତିଯୋଗିତା ‘ଅତୁଟ ବନ୍ଧନ’ର ପୁରସ୍କାର ବିତରଣ ସମାରୋହ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୬, ୨୦୨୧)

ପିଲାମାନେ ଭୁବନେଶ୍ୱରର କୋଚିଳାଇ ହାଟରେ ଏକ ଭଙ୍ଗା ଦୁଇ ଚକିଆ ଯାନକୁ ଠେଲି ଠେଲି ନେଉଛନ୍ତି ମତ୍ସ୍ୟଜୀବୀମାନେ କଟକସ୍ଥିତ ନରାଜ ଆନିକଟରେ ମାଛ ଧରୁଥିବାର ଦୃଶ୍ୟ ଗ୍ରାହକମାନେ ଭୁବନେଶ୍ୱରରେ ଭଗବାନ ବିଶ୍ୱକର୍ମାଙ୍କ ମୄତି କିଣିବାକୁ ଧାଡ଼ି ବାନ୍ଧିଛନ୍ତି କଟକର ନରାଜ ଆନିକଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri