ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧, ୨୦୨୧)
ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷର ଛାତ୍ରୀମାନେ ଶ୍ରେଣୀ ଗୃହରେ ପାଠ ପଢୁଥିବାର ଦୃଶ୍ୟ କାର୍ତ୍ତିକ ମାସ ଦ୍ଵିତୀୟ ସୋମବାର ରେ ବିଭିନ୍ନ ଶୈବ ପୀଠରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୧)
ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ପାଇଁ ପୁରୀରେ ଉଛେଦ କାର୍ଯ୍ୟ ଚାଲିଛି ଆଗକୁ ମା ଶ୍ୟାମାକାଳୀ ପୂଜା କଟକସ୍ଥିତ ରାଣୀହାଟ ମଣ୍ଡପଠାରେ ଜଣେ କଳାକାର ମାଟି ପ୍ରତିମାକୁ ଶେଷ ସ୍ପର୍ଶ ଦେଉଛନ୍ତି କଟକସ୍ଥିତ ଜେଏନ୍ ଇନଡୋର ଷ୍ଟାଡିୟମରେ ଓଡିଶା ରାଜ୍ୟ ଟେବୁଲ୍…
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୦, ୨୦୨୧)
ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ‘କଳିଙ୍ଗ ରେଳ ଐତିହ୍ୟ ସଂଗ୍ରହାଳୟ’ ଉଦଘାଟିତ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୭ତମ ଓଡିଶା ରାଜ୍ୟ ଟେବୁଲ ଟେନିସ ପ୍ରତିଯୋଗିତା (ବାଳିକା ବର୍ଗ)ର ୨ୟ ଦିନରେ କଟକ – କିସ…
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯, ୨୦୨୧)
ଜଣେ ଗ୍ରାହକ ଦୀପାବଳି ପର୍ବ ପୂର୍ବରୁ କଟକ ଠାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପ୍ରତିମା କିଣୁଛନ୍ତି କଟକ ନୟାସଡ଼କ ଛକରେ ଜଣେ ମହିଳା ଦୀପାବଳି ପର୍ବ ପାଇଁ ଆଗରୁ ମାଟିଦୀପ କିଣୁଛନ୍ତି କଟକର ଶେଖ ବଜାର ମଣ୍ଡପଠାରେ ଜଣେ…
ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୨୮, ୨୦୨୧ )
କଟକ ବାଲିଯାତ୍ରା ତଳପଡ଼ିଆ ବାଲୁକା ଶଯ୍ୟାରେ ପିଲାମାନେ କ୍ରିକେଟ ଖେଳରେ ମଗ୍ନ ପର୍ଯ୍ୟଟନ ବିଭାଗ ପକ୍ଷରୁ କଟକ ବାରବାଟୀ ଗଡ଼ଖାଇର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି କଟକ ଶାରଳାଭବନରେ ସ୍ୱୟଂସହାୟକ ମହିଳା ଗୋଷ୍ଠୀ ପକ୍ଷରୁ ଖୋଲାଯାଇଥିବା ଷ୍ଟଲ ଅଗ୍ନିଶମ…
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୧)
ଭୁବନେଶ୍ୱର କିଟ୍ ସ୍ପୋର୍ଟସ୍ ଷ୍ଟାଡିୟମରେ ‘ଫିଫା ଫୁଟବଲ୍ ଫର ସ୍କୁଲ୍’ର ଉଦଘାଟନୀ ସମାରୋହ କଟକ ରେଭେନ୍ସା ୟୁନିଭରସିଟି ଗ୍ରାଉଣ୍ଡରେ ଅତିଥିମାନଙ୍କ ସହିତ କଳାହାଣ୍ଡି କପ୍ ଚାମ୍ପିଅନ୍ କଟକ-ଏ ଦଳ
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୬, ୨୦୨୧)
ଆସୁଛି ଦୀପାବଳି : ଭୁବନେଶ୍ୱର ୟୁନିଟ-୧ ହାଟରେ କାଉଁରୀ କାଠି ବିଡ଼ା ବାନ୍ଧୁଛନ୍ତି ବ୍ୟବସାୟୀ
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୫, ୨୦୨୧)
କାର୍ତ୍ତିକ ମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ପୂଜର୍ଚ୍ଚନା ସହ ଭକ୍ତଙ୍କ ଦର୍ଶନ ପାଇଁ ଭିଡ଼ କରୋନା କୁ ଦୃଷ୍ଟିରେ ରଖି ଧବଳେଶ୍ଵର ମନ୍ଦିରରେ ଧାରା -୧୪୪ ଲାଗିବା ଫଳରେ ଝୁଲାପୋଲ ଜନ ଶୂନ୍ୟ ଓଡିଶାରେ ପ୍ରାୟ ୧୯ ମାସ…
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୧)
ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ଦ୍ୱାରା ଭୁବନେଶ୍ୱରର ଏକାମ୍ରା ହାଟରେ ଟେରାକୋଟା ଏକ୍ସପୋ କଟକସ୍ଥିତ ବିଡାନାସୀ କୁମ୍ଭାରସାହି ଅଞ୍ଚଳରେ କୁମ୍ଭକାରମାନେ ମାଟି ଦୀପ ପ୍ରସ୍ତୁତ କରୁଛନ୍ତି ଭୁବନେଶ୍ୱରର ପିଏମଜି ସ୍କୋୟାରରେ ବନ୍ଦେମାତରାମ ଗ୍ରୁପ୍ ଦ୍ୱାରା କୋଭିଡ୍ -୧୯ ସଚେତନତା
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୩, ୨୦୨୧)
କଟକ ରାଣୀହାଟ ପୂଜାମଣ୍ଡପରେ ଶ୍ୟାମାକାଳୀଙ୍କ ମୂର୍ତ୍ତି ଗଢିବାରେ ନିମଗ୍ନ ଶିଳ୍ପୀ କଟକ ରାଣୀହାଟ ପୋଲ ଉପରେ ଗ୍ରାହକ ଅପେକ୍ଷାରେ ଫଳ ବ୍ୟବସାୟୀ ଭୁବନେଶ୍ୱର ‘ ଦି ପ୍ରେସ କ୍ଲବ ଅଫ ଓଡ଼ିଶା’ଠାରେ ଆୟୋଜିତ ‘ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଶାନ୍ତି’…
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୨, ୨୦୨୧)
ଭାରତ-ପାକିସ୍ଥାନ ଯୁଦ୍ଧ ବିଜୟୀର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ରହ୍ମପୁର ପୁଲିସ୍ ଜିଲ୍ଲା ର ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳନ ।
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୧, ୨୦୨୧)
କାର୍ତ୍ତିକ ବ୍ରତ ଅବସରରେ ଶ୍ରୀକ୍ଷେତ୍ରରେ ବ୍ରତଧାରୀମାନେ ରାଇଦାମୋଦର ପୁଜା କରୁଛନ୍ତି କଟକସ୍ଥିତ ନେଟାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଛାତ୍ରୀଛାତ୍ର ଫଟୋଚିତ୍ର ପ୍ରଦର୍ଶନୀ ଦେଖୁଛନ୍ତି ଭୁବନେଶ୍ୱରର ଏକ ହୋଟେଲରେ ରାଜସ୍ଥାନୀ ଖାଦ୍ୟର ଆସର ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ‘ଆଜାଦ୍ ହିନ୍ଦ୍ ଫୌଜ’ର…
Archives


