ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୮, ୨୦୨୧)
କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଗ୍ରାହକମାନେ ଭୁବନେଶ୍ୱରର ଏକ ବଜାରରେ ଡଙ୍ଗା କିଣୁଛନ୍ତି ଜଣେ ବ୍ୟକ୍ତି କଟକର ରାଣୀହାଟ ବ୍ରିଜ ଉପରେ ବସି କଦଳୀ ବାହୁଙ୍ଗା ରେ ଡଙ୍ଗା ପ୍ରସ୍ତୁତ କରୁଛନ୍ତି ଜଣେ ବ୍ୟକ୍ତି ‘ମାଣବସା ଗୁରୁବାର’ ଆଗରୁ ଭୁବନେଶ୍ୱରର ଏକ ବଜାରରୁ…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୬, ୨୦୨୧)
କୋଭିଡ କଟକଣା ଯୋଗୁ ବଡ଼ ଓଷାରେ କଟକ ଧବଳେଶ୍ୱର ଶୈବପୀଠ ଖାଁ ଖାଁ ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ ଓଡିଶା ବିଧାନସଭା ପରିସରରେ ପୂର୍ବତନ ବିଧାୟକ ଉମେଶ ସ୍ବାଇଁଙ୍କୁ ଶ୍ରଦ୍ଧାଞ୍ଜଳି
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୬, ୨୦୨୧)
କଟକ ବୋଷ ଗ୍ରାଉଣ୍ଡ ରିଙ୍ଗବନ୍ଧ ନିକଟ ବସ୍ତିକୁ ସିଏମସି ପକ୍ଷରୁ ଉଛେଦ ପରେ ରାସ୍ତା କଡରେ ବସ୍ତି ବାସିନ୍ଦା
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୫, ୨୦୨୧)
କଟକ, ସିଡିଏ ବେଲଭ୍ୟୁ ସ୍କୋୟାର ନିକଟରେ ନେତାଜୀସେତୁ ଉପରେ ଘନ କୁହୁଡ଼ି ରେଭେନ୍ସା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରୀଛାତ୍ର ମାନେ ଶ୍ରେଣୀଗୃହରୁ ପଶିବା ପୂର୍ବରୁ ସାନିଟାଇଜ କରାଯାଉଛି ଭକ୍ତମାନେ ପଞ୍ଚୁକ ଅବସରରେ କଟକ ବକ୍ସି…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୪, ୨୦୨୧)
ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଡାଲା ଅଟୋ ପଛରେ ଟ୍ରଲି କୁ ବାନ୍ଧି ରୋଡରେ ନଉଥିବାର ଦୃଶ୍ୟ ରୋଟାରୀ କ୍ଲୁବ ରେ ଆକଟଇନଏଡ଼ ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ଉପସ୍ଥିତ ମଞ୍ଚାସିନ ଅତିଥି ଓ ଯୋଗଦେଇଥିବା ଶିଶୁମାନେ
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୩, ୨୦୨୧)
ଦିନ ସାରା ଝିପି ଝିପି ବର୍ଷାରେ ଭିଜିଲା ଭୁବନେଶ୍ୱରରେ ଭୁବନେଶ୍ୱରରେ କର୍ପୋରେଟ ପ୍ରିମିୟର ଲିଗର ଜର୍ସି ଉନ୍ମୋଚନ ଭୁବନେଶ୍ୱର କିଟ କ୍ୟାମ୍ପସ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଦ୍ଵିତୀୟ ଜାତୀୟ ଯୋଗାସନ ଚାମ୍ପିୟନଶିପର ଉଦଯାପନ ସମାରୋହ କଟକ…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୧)
କଂଗ୍ରେସର ୬ ଘଣ୍ଟିଆ ହରତାଳ ସମୟରେ ଭୁବନେଶ୍ୱରର ଦୃଶ୍ୟ ମାଷ୍ଟରକ୍ୟାଣ୍ଟିନ ସ୍କୋୟାରରେ ଥିବା ଆଇ ଲଭ୍ ଭୁବନେଶ୍ୱର ଲୋଗୋ ସହିତ ଯୁବତୀ ଫଟୋ ଉଠାଉଛନ୍ତି କଟକର ପୁରୀଘାଟ ରୋଡରେ କାର୍ତ୍ତିକପୂର୍ଣ୍ଣିମା ପାଇଁ କାଗଜ ଡଙ୍ଗା ବିକ୍ରି ହେଉଛି …
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୧, ୨୦୨୧)
ଭୁବନେଶ୍ୱରର ନିଲାଦ୍ରି ବିହାରର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଲଲିତକଳା ଏକାଡେମୀ ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରଦର୍ଶନ ଗୋପାଷ୍ଟମି ଅବସରରେ କଟକସ୍ଥିତ ମାରୱାରୀ କ୍ଲବରେ ଗୋମାତା ଙ୍କୁ ପୂଜା କରାଯାଉଛି
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୦, ୨୦୨୧)
କରୋନା କଟକଣା ପାଇଁ କଟକ ଚାନ୍ଦିନୀଚୌକର ଏକ ଛାତ ଉପରେ ଛଟ ପୂଜା କରୁଛନ୍ତି ବିହାରୀ ସମ୍ପ୍ରଦାୟର ମହିଳା କଟକ ଆରିଲୋଠାରେ ମେଗା ଓମ୍ଫେଡ ଡାଏରୀ ପ୍ଲାଣ୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ଭୁବନେଶ୍ୱର ୟୁନିଟ-୩ସ୍ଥିତ ଏକ ଛାତ…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୯, ୨୦୨୧)
ଛଟ ପୂଜା ପାଇଁ କଟକ ରାଣୀହାଟ ପୋଲ ନିକଟରେ ହଳଦୀ ପତ୍ର କିଣୁଛନ୍ତି ଯୁବକ କଟକ ଯୋବ୍ରା ଆନିକଟ ମହାନଦୀ ଜଳରେ ଥିବା ପଥରଖଣ୍ଡ ଉପରେ କଇଁଛ
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୮, ୨୦୨୧ )
କାର୍ତ୍ତିକ ମାସ ତୃତୀୟ ସୋମବାରରେ ବିଭିନ୍ନ ଶୈବ ପୀଠରେ ପୂଜାର୍ଚ୍ଚନା ସହ ଠାକୁର ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି । ଆଜି ନାଗ ଚତୁର୍ଥୀ ଅବସରରେ ମହିଳା ମାନସିକ ଧାରି ମାନେ ଉଈ ହୁଙ୍କାକୁ ପୂଜାର୍ଚ୍ଚନା କରୁଛନ୍ତି।
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୬, ୨୦୨୧)
କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’କାଳୀଙ୍କୁ ବିସର୍ଜନ କରାଯାଉଛି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଟକ ମେହେନ୍ଦିପୀରରେ ଅନୁଷ୍ଠିତ ଗିରିଗୋବର୍ଦ୍ଧନ ପୂଜାରେ ପରସ୍ପରକୁ ସିନ୍ଦୂର ଲଗାଉଛନ୍ତି…
Archives


