ରାଜ୍ୟ

ହଳ କରୁଥିବା ସମୟରେ ପାଓ୍ବାରଟିଲରରେ ପଶିଗଲା ଗୋଡ଼, ଆଉ ତା’ ପରେ…

ପାଟଣା,୧୩ା୬(ବୀରକିଶୋର ଦାଶ): ପାଓ୍ବାରଟିଲର ସାହାଯ୍ୟରେ ଶୁକ୍ରବାର ପୂର୍ବାହ୍ନରେ ବିଲରେ ହଳ କରିଥିବା ସମୟରେ ଅଘଟଣ ଘଟି ହଳ କରୁଥିବା ଯୁବକଙ୍କ ଡାହାଣ ଗୋଡ଼ରେ ଲଙ୍ଗଳ ଫାଳ ପଶି ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣୀ…

+୩ ନାମଲେଖା ଆରମ୍ଭ, ଆଜି ପ୍ରଥମ ଦିନରେ ଛାତ୍ରୀଛାତ୍ର…

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଶୁକ୍ରବାରଠାରୁ ରାଜ୍ୟରେ +୩ ପ୍ରଥମ ବର୍ଷ କଳା, ବାଣିଜ୍ୟ ଏବଂ ବିଜ୍ଞାନ ପାଇଁ ନାମଲେଖା ଆରମ୍ଭ ହୋଇଛି। ତେଣୁ ଆଜି ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ନିଜର ଆବଶ୍ୟକ ପ୍ରମାଣପତ୍ର ସହ ପହଞ୍ଚି ନାମ ଲେଖାଉଛନ୍ତି। ଆଜି ପ୍ରଥମ ଦିନରେ…

ଖାଦ୍ୟ ସୁରକ୍ଷା କମିଟିର ବିଭିନ୍ନ ହୋଟେଲରେ ଚଢ଼ାଉ, ଖାଦ୍ୟର ମାନ ଯାଞ୍ଚ

ଧର୍ମଶାଳା,୧୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁରରେ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବାରୁ ଦୂଷିତ ଖାଦ୍ୟ ଓ ପାଣି ପାଇଁ ଏହି ରୋଗ ବ୍ୟାପୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଯାହାକୁ ନେଇ ସ୍ବାସ୍ଥ୍ୟ ସଚିବ ଓ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଖାଦ୍ୟ ସୁରକ୍ଷା…

ଧର୍ମଶାଳା ଝାଡ଼ାବାନ୍ତି ଟ୍ରାଜେଡି, ଧିରେ ଧିରେ ସୁଧୁରୁଛି ସ୍ଥିତି

ଧର୍ମଶାଳା,୧୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଝାଡ଼ାବାନ୍ତିସ୍ଥିତି ଆୟତ୍ତରେ ରହିଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା କମିଥିବା ଶୁକ୍ରବାର ସକାଳ ସୁଦ୍ଧା ସୂଚନା ମିଳିଛି। ମଙ୍ଗଳବାରଠାରୁ ଶୁକ୍ରବାର ୪ ଦିନ ମଧ୍ୟରେ ଧର୍ମଶାଳାରେ ମୋଟ୍‌ ୨୧୩ ଜଣ ରୋଗୀ…

ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା

ପରଜଙ୍ଗ,୧୩ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି କୁମୁସି ପଞ୍ଚାୟତ ଅଁଳାକଟା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସ୍ବାମୀଙ୍କ ଅନ୍ୟତ୍ର ସମ୍ପର୍କକୁ ନେଇ ସ୍ତ୍ରୀ ବାରଣ କରିବାରୁ ଯେଉଁ ହାତରେ ସିନ୍ଦୂର ଦେଇଥିଲେ ସେହି ହାତରେ ସ୍ତ୍ରୀଙ୍କ ଜୀବନ…

ବାଇକ୍‌ରେ ଘରକୁ ଫେରୁଥିଲେ ଛାତ୍ର, ଟ୍ରକ୍‌ ପଛରେ ପିଟି ହୋଇ ଚାଲିଗଲା ଜୀବନ

ନିଶ୍ଚିନ୍ତକୋଇଲି,୧୩ା୬(ଅଶୋକ ମହାପାତ୍ର): କଟକ ସାଲେପୁର ରାସ୍ତାର ସାଲେପୁର ଥାନା ନାନ୍ଦୋଳଗଡ଼ା ଛକ ନିକଟରେ ଟ୍ରକ୍‌ ପଛ ପଟେ ବାଇକ୍‌ ପିଟି ହୋଇ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ସାଲେପୁର ପବ୍ଲିକ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବା ସୂଚନା…

ଯାଜପୁରରେ ଝାଡାବାନ୍ତି ଅଣାୟତ୍ତ: ଗଲାଣି ୪ ଜୀବନ

ଯାଜପୁର,୧୧ା୬: ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଝାଡ଼ାବାନ୍ତିରେ ଆଉ ୨ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଯାଇଥିବା ବେଳେ ଦାନଗଦି ଓ…

ଶୋଇଥିବାବେଳେ ଘରେ ଲାଗିଲା ନିଆଁ, ଜଳିଗଲା ବୁଣାକାରଙ୍କ ତନ୍ତ ମେଶିନ ସହ ଲକ୍ଷାଧିକ ଟଙ୍କାର ଲୁଗାପଟା

ନିଶ୍ଚିନ୍ତକୋଇଲି,୧୩ା୬(ଅଶୋକ କୁମାର ମହାପାତ୍ର): କଟକ ଜିଲା ସାଲେପୁର ବ୍ଲକ ସୁଧୁଖଣ୍ଡ ପଞ୍ଚାୟତର କୁଳ ସମୀତଙ୍ଗା ଗାଁର ପୁରୁଷୋତ୍ତମ ସାହୁଙ୍କ ତନ୍ତ କାରଖାନାରେ ବିଳମ୍ବିତ ରାତିରେ ପରିବାର ସଦସ୍ୟ ଶୋଇଥିବା ଅବସ୍ଥାରେ ବିଦ୍ୟୁତ୍‌ ସର୍କିଟରୁ ନିଆଁ ଲାଗି ସମସ୍ତ ତନ୍ତ ମେଶିନ ନୂଆ…

ପାଖେଇ ଆସୁଛି ଘୋଷଯାତ୍ରା: ଆଗେଇ ଚାଲିଛି ରଥ ନିର୍ମାଣ

ପୁରୀ,୧୩ା୬: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଗୁରୁବାର ତିନିରଥରେ ଚଉଦ ନାହାକା ବୁଲିବା ସହ ଚାରିନାହାକାରେ ପ୍ରଥମ ଭୂଇଁ ବା ମୂଳଭୂଇଁ ଉଠିବା ଶେଷ ହୋଇଛି। ତିନି ରଥରେ ଚଉଦ ନାହାକା ଖମ୍ବିିଗୁଡ଼ିକୁ ପ୍ରତି ରଥର ଚାରି…

ଅଫିସ୍‌ ସମୟକୁ ଆଉ କେହି ଠକିପାରିବେନି: ଏଆଇ କ୍ୟାମେରା ଧରାଇବ ସରକାରୀ ବାବୁଙ୍କ ଆଟେଣ୍ଡାନ୍ସ

ଭୁବନେଶ୍ୱର, ୧୩ା୬(ସୁନିତ୍‌ ମିଶ୍ର):ସରକାରୀ ଅଧିକାରୀମାନଙ୍କ ଅଫିସ୍‌ ଆସିବା ଏବଂ ଯିବା ସମୟକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଅଫିସ୍‌ ଯିବା ଆଉ ଆସିବା ସମୟରେ ଅଧିକାରୀମାନେ ଯେପରି ଠକି ନ ପାରିବେ ତାହା ଉପରେ ସରକାର…

ଆଉ ୧୨ ଘଣ୍ଟା ବନ୍ଦ ରହିଲା ଇଣ୍ଟରନେଟ୍‌ ସେବା

ଭଦ୍ରକ, ୧୩।୬(ସନାତନ ରାଉତ): ଗୋ’ମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ଭଦ୍ରକ ଜିଲା ତିହିଡି ବ୍ଲକ କଷଟି ଗ୍ରାମର ଗୋ ରକ୍ଷକ ସନ୍ତୋଷ ପରିଡାଙ୍କ ମୃତ୍ୟୁ ପରେ ଉତ୍ତେଜନା ଆଶଙ୍କା କରି ଜିଲାର ୫ଟି ସ୍ଥାନରେ ଗୁରୁବାର ସକାଳ ୬ରୁ ଶୁକ୍ରବାର ସକାଳ ୬…

୧୯ ଯାଏ ପ୍ରବଳ ବର୍ଷିବ: ୩୦ରୁ ୪୦ କିଲୋମିଟର ବେଗରେ ବୋହିବ ପବନ,ୟୋଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୩ା୬(ଅନୁରାଧା ମହାରଣା):ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେଉଥିବାବେଳେ ୧୯ ତାରିଖଯାଏ ଏହା ଜାରି ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ଶୁକ୍ରବାର ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଆଦି ୪ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?