ରାଜ୍ୟ

ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ

ଗୋପାଳପୁର, ୨୪।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ଏବେ କ୍ରାଇମବ୍ରାଞ୍ଚ (ସିଏଡବ୍ଲୁ) ତଦନ୍ତ କରୁଛି। ବ୍ରହ୍ମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜ୍ରିଷ୍ଟେଟ କୋର୍ଟ (ଗ୍ରାମାଞ୍ଚଳ)ଙ୍କଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା…

ଆକ୍ସନରେ ପ୍ରଶାସନ : ସିଲ୍‌ ହେଲା ରାଇସ୍‌ ମିଲ୍‌

ଖଡ଼ିଆଳ,୨୪ା୬ (ସୁଜିତ କୁମାର ପ୍ରଧାନ)- ଅଧିକ ଧାନ ଗଚ୍ଛିତ ରଖିବା ଅଭିଯୋଗରେ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଲକ୍ଷ୍ମୀପୁରସ୍ଥିତ ବଂଶଲ ଆଗ୍ରୋ ରାଇସ୍‌ ମିଲକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଗତ ୨୦ ତାରିଖରେ ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ…

ଲଘୁଚାପ ବର୍ଷା ପ୍ରଭାବରେ ଦିନ ଦ୍ବିପ୍ରହରରେ କୁହୁଡି, ଯାତାୟାତ ରେ..

ଦାରିଙ୍ଗବାଡି, ୨୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡିଛି। କେଉଁଠି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଯାତାୟାତ ଠପ୍‌ ହୋଇଯାଇଥିବା ବେଳେ ଏକାଧିକ ଗାଁ ରାସ୍ତା କର୍ଦ୍ଧମାକ୍ତ ଯୋଗୁଯାତାୟତ ସମସ୍ୟା ବଢିଛି ସେହିପରି ମଙ୍ଗଳବାର…

ରଥଯାତ୍ରା ପାଇଁ ‘ECoR ଯାତ୍ରା’ ଆପ୍‌ ଲଞ୍ଚ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ,୨୪।୬: ପୁରୀରେ ଆୟୋଜିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୨୦୨୫ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁବିଧାଜନକ, ନିର୍ଭରଯୋଗ୍ୟ ରେଳ ସେବା ଯୋଗାଇବା ପାଇଁ ପୂର୍ବ ତଟ ରେଳବାଇ (ECoR) ଏକ ନୂଆ ମୋବାଇଲ ଆପ୍ଲିକେସନ ‘ECoR ଯାତ୍ରା’ ଲଞ୍ଚ କରିଛି। ଏହି…

ରେଭେନସା ଓଡ଼ିଶାର ଏକମାତ୍ର NAAC A++ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ, ଅଧାରୁ ଅଧିକକୁ ଏବେ ବି ମିଳିନି ମାନ୍ୟତା

କଟକ,୨୪।୬: ଓଡ଼ିଶାର ରେଭେନସା ବିଶ୍ୱବିଦ୍ୟାଳୟ ରାଜ୍ୟର ଏକମାତ୍ର ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ଜାତୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ (NAAC) ରୁ A++ ଗ୍ରେଡ ହାସଲ କରି ଗୌରବ ଅର୍ଜନ କରିଛି। ୨୦୨୩ ନଭେମ୍ବରରେ ଏହି ମାନ୍ୟତା ପାଇବା ପରେ ପ୍ରାୟ…

ଧାନକିଣାରେ ଅଚଳାବସ୍ଥା : ଧାନବସ୍ତା ପକାଇ ରାଜପଥ ଅବରୋଧ କଲେ ଚାଷୀ

ଅତାବିରା,୨୪।୬(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୫ଦିନ ପରେ ଦେଢମାସ ପୁରିବ । ଏ଼ହାସତ୍ତ୍ବେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ଚାଷୀଙ୍କ…

ପୀୟୂଷ ଖୋଲିଲେ ଗୁମର: ବାଟ ନପାଇ ଯେଉଁ ସମସ୍ୟା ପାଇଁ ବିଶ୍ରାମ ନେଇଥିଲ ସେ ହୋଇଗଲା …

ଭୁବନେଶ୍ୱର,୨୪।୬: ଯାତ୍ରା ଅଭିନେତା ପୀୟୂଷଙ୍କୁ ନେଇ ମୁହାଁମୁହିଁ ଯାତ୍ରା ମାଲିକ। ପୁଣି ୫ ବର୍ଷ ପାଇଁ ସିଂହବାହିନୀରେ ରହିବା ଚର୍ଚ୍ଚାକୁ ନେଇ ବର୍ଷିଛନ୍ତି ସୂର୍ଯ୍ୟମନ୍ଦିର ମାଲିକ । ପୂର୍ବରୁ ବର୍ଷେ ବିଶ୍ରାମ ନେବାକୁ ପୀୟୂଷ ଘୋଷଣା କରିଥିଲେ । ବର୍ତ୍ତମାନ ସିଂହବାହିନୀ…

ବଡ଼ଧରଣର ବ୍ୟାଙ୍କ ଲୁଟ୍‌

ବାରିପଦା,୨୪।୬: ମୟୁରଭଞ୍ଜ ଜିଲା କୁଳିଅଣା ଥାନା କୁଚେଇ ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଦିନ ଦ୍ୱି ପ୍ରହରରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ସହ ହାର୍ଡଡିସ୍କ ଲୁଟି ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ରାଜ୍ୟରେ ହଇଚଇ: ମୋଦକ ଚୋରି, କହୁକହୁ ସତ କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ

ପୁରୀ,୨୪।୬: ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାରେ ମୁହଁ ଖୋଲିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ହାପ୍ରଭୁଙ୍କ ମୋଦକ ଚୋରି ହୋଇଛି ଏହା ସତ ବୋଲି କହିଲେ ଜଗନ୍ନାଥଙ୍କ ବାଡ଼ଗ୍ରାହୀ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ୭୦ଟି ମୋଦକ କମିବା…

ରାଜ୍ୟରେ ଖୋଲିବ ଆଉ ୯ ନୂଆ ମେଡିକାଲ କଲେଜ, ଜାଣନ୍ତୁ କେଉଁ ଜିଲାରେ…

ଭୁବନେଶ୍ୱର,୨୪।୬: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ ୯ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ MBBS କଲେଜ ପ୍ରତିଷ୍ଠା ହେବ। ଏପରିକି…

ବିଜେଡି ହାତରୁ ଗଲା ଅଧ୍ୟକ୍ଷ ପଦ: ମୀରାରାଣି ମହାନ୍ତି ହେଲେ ନୂଆ ବ୍ଲକ ଅଧ୍ୟକ୍ଷା

ମହାକାଳପଡ଼ା,୨୪।୬: ବିଜେଡି ହାତରୁ ଗଲା ମହାକାଳ ପଡ଼ା ବ୍ଲକ ଅଧ୍ୟକ୍ଷ ପଦ। ଭାଜପା ସମର୍ଥିତ ମୀରାରାଣି ମହାନ୍ତି ହେଲେ ନୂଆ ବ୍ଲକ ଅଧ୍ୟକ୍ଷା। ନିର୍ଦ୍ବନ୍ଦ୍ବରେ ବ୍ଲକ ଅଧ୍ୟକ୍ଷାନ ନିର୍ବାଚିତ ହେଲେ ମୀରାରାଣି। ମହାକାଳପଡ଼ା ସଭା ଗୃହଠାରେ ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ଏକ…

ପୁରୀ ପୋଲିସ ରଥଯାତ୍ରା ଆପ୍‌ ଆରମ୍ଭ, ଜାଣନ୍ତୁ କେମିତି କରିବେ ଚେକିଂ

ପୁରୀ,୨୪ା୬(ଅଜିତ୍‌ କୁମାର ମହାନ୍ତି): ଆସନ୍ତା ୨୭ ତାରିଖରେ ରଥଯାତ୍ରା। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ‘ପୁରୀ ପୋଲିସ ରଥଯାତ୍ରା ଆପ୍‌’ ନାମକ ଏକ ଡିଜିଟାଲ୍‌ ମୋବାଇଲ ଆପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?