ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଶକ୍ତ ଝଟ୍କା
କରାଚୀ,୨୦।୨: ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ଆରମ୍ଭ ଭଲ ହୋଇନାହିଁ। ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୬୦ ରନ୍ରେ ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା। ଏବେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନର ଓପନର ଫଖର ଜମାନ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି।…
ଛାତ୍ରୀ ଅପହରଣ, ବଳାତ୍କାର ମାମଲା: ଯୁବକଙ୍କୁ ୨୦ବର୍ଷ କାରାଦଣ୍ଡ
ବ୍ରହ୍ମପୁର,୨୦ା୨(ସୁବାସ ଚନ୍ଦ୍ର ପାଢ଼ୀ) : ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ଛାତ୍ରୀ ଅପହରଣ ଓ ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ଜଣଙ୍କ ହେଲେ ଛତ୍ରପୁର ପୋଡ଼ାପଦରର…
Gold mines in Odisha: ଗୋଟିଏ ଗୋଲ୍ଡ ବ୍ଲକ ନିଲାମ କରିବେ କେନ୍ଦ୍ର ସରକାର; ଏହି ଜିଲାରେ ଚାଲିଛି ଅଧିକ ଅନୁସନ୍ଧାନ
ଭୁବନେଶ୍ୱର,୨୦।୨: ଓଡ଼ିଶାର ଦୁଇଟି ଜିଲାରେ ସୁନା ଖଣି ମିଳିଛି, ଯେଉଁଥିରୁ ଗୋଟିଏ ବ୍ଲକ କେନ୍ଦ୍ର ଦ୍ୱାରା ନିଲାମ କରାଯିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ଓଡ଼ିଶାରେ ଆବିଷ୍କୃତ ସୁନା ଖଣିର ସ୍ଥିତି…
KIITକୁ ନେଇ ତାରାଙ୍କ ବିସ୍ଫୋରକ ବୟାନ, କହିଲେ ବହୁ IAS-IPSଙ୍କ ସ୍ତ୍ରୀ…
ଭୁବନେଶ୍ୱର,୨୦ା୨: ସାରା ଦେଶରେ ଚର୍ଚ୍ଚାରେ ରହିଥିବା KIITକୁ ନେଇ ଏବେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ତାରା କହିଛନ୍ତି, କିଟ୍ରେ ବହୁ ଆଇଏଏସ୍ ଏବଂ ଆଇପିଏସ୍ଙ୍କ ସ୍ତ୍ରୀ କାର୍ଯ୍ୟରତ ଅଛନ୍ତି। କିଟ୍…
୩ ମାସ ଧରି ଦରମା ନପାଇ ଅସହାୟ ଶିକ୍ଷକ: ମଜୁରୀ ଲାଗିବାକୁ ମାଗିଲେ ଛୁଟି
ବଲାଙ୍ଗୀର,୨୦।୨: ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାରେ, ଓଡ଼ିଶାର ବଲାଙ୍ଗୀର ଜିଲାର ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଗତ ତିନି ମାସ ଧରି ଦରମା ନପାଇବାରୁ ଶ୍ରମିକ ଭାବରେ କାମ କରିବା ପାଇଁ ଗୋଟିଏ ଦିନ ପାଇଁ ଛୁଟି ମାଗିଥିବା ଜଣାପଡ଼ିଛି।…
ମାର୍ଚ୍ଚ ନ ହେଉଣୁ ଦାରିଙ୍ଗବାଡ଼ିରେ ପାଣି-ଗଛପତ୍ର ସବୁ ଶୁଖିଲା, ପର୍ଯ୍ୟଟକ ନିରାଶ
ଦାରିଙ୍ଗବାଡ଼ି,୨୦ା୨(ଅରୁଣ ସାହୁ): ଯେଉଁ ଭଳି ଭାବରେ ଦିନକୁ ଦିନ ଖରାର ପ୍ରଭାବ ବୃଦ୍ଧି ପାଉଛି ସେହି ପରିମାଣଠାରୁ ଆହୁରି ଦ୍ରୁତଗତିରେ ଜଳସ୍ତର କମିବାରେ ଲାଗିଛି। ପିଇବା ପାଣିର ଅଭାବ ବୃଦ୍ଧି ପାଉଥିବା ଚିନ୍ତାଜନକ ପରିସ୍ଥିତି ହୋଇଥିବାବେଳେ ପର୍ଯ୍ୟଟକଙ୍କୁ ନିରାଶ କରୁଛି ପର୍ଯ୍ୟଟନକ୍ଷେତ୍ରରେ…
ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ନିର୍ମାଣ ହେବ ଆଉ ୫୦୦ ନୂଆ…
ଭୁବନେଶ୍ୱର,୨୦ା୨: ଗୁରୁବାର ଆରମ୍ଭ ହୋଇଥିବା ବିଧାନସଭା ପ୍ରଶ୍ନକାଳରେ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରତାପ ଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ରାଜ୍ୟରେ ଆଉ ୫୦୦ ବାତ୍ୟା ଆଶ୍ରୟସ୍ଥଳୀ…
5Tର ପୋଲ୍ ଖୋଲିଲେ ସୁରେଶ ପୂଜାରୀ, କହିଲେ ପ୍ରୋସେସିଂ ନ କରି କେବଳ…
ଭୁବନେଶ୍ୱର,୨୦ା୨: ଗୁରୁବାର ଆରମ୍ଭ ହୋଇଛି ବିଧାନସଭା କାର୍ଯ୍ୟ। ଏଥିରେ ପୂର୍ବ ସରକାରରେ ଥିବା 5Tର ପୋଲ ଖୋଲିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ କଡ଼ା ଟାର୍ଗେଟ କରି କହିଛନ୍ତି, ଗତ ସରକାରରେ ଅନେକ ନିଷ୍ପତ୍ତି…
ଗୁମୁକାରେ ଚାଞ୍ଚଲ୍ୟ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା, ଅଭିଯୁକ୍ତଙ୍କୁ ଘେରିଲେ ଗ୍ରାମବାସୀ
କାଲିମେଳା,୨୦ା୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖି ପରେ ପୋଲିସର ଜିମା ଦେଇଛନ୍ତି।…
KIIT student death row: ଅଚ୍ୟୁତ ସାମନ୍ତଙ୍କ ବଡ଼ ଘୋଷଣା
ଭୁବନେଶ୍ୱର,୨୦।୨: KIIT University ରେ ବି.ଟେକ ଛାତ୍ରୀ ପ୍ରକ୍ରିତି ଲାମସଲଙ୍କ ଆତ୍ମହତ୍ୟା ଏବଂ ନେପାଳୀ ଛାତ୍ରୀଛାତ୍ରଙ୍କୁ ବଳପୂର୍ବକ କଲେଜରୁ ବିତାଡ଼ିତ କରି ର୍ନିଯାତନା ଘଟଣାରେ ବିବାଦ ଅଧିକ ଘନେଇବାରେ ଲାଗିଛି। କିଟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ…
Burla Medical College: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରୀ ମିଳିବା ଘଟଣା: ଜଣାପଡିଲା ବଡ଼ କାରଣ, ଅଟୋରେ…
ସମ୍ବଲପୁର,୨୦।୨(ପ୍ରମୋଦ ବହିଦାର): ବୁର୍ଲା ଜ୍ୟୋତିବିହାରରୁ ଅଟଳ ଛକକୁ ସଂଯୋଗ କରୁଥିବା ଭିଆଇପି ରାସ୍ତା କଡ଼ରୁ ବୁଧବାର ରାତିରେ ସଂଜ୍ଞାହୀନ ଭାବେ ରକ୍ତାକ୍ତ ଅବସ୍ଥାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଉଦ୍ଧାର କରିଛି ବୁର୍ଲା ପୋଲିସ। ତାଙ୍କୁ ପ୍ରଥମେ ବୁର୍ଲା ଭିମସାରରେ ଭର୍ତ୍ତି…
Maha Shivaratri: ଜାଗର ପାଇଁ ନୀତି ନିର୍ଘଣ୍ଟ, ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ୱର,୨୦ା୨: ଜାଗର ପାଇଁ ସରିଲା Lingaraj ମହାପ୍ରଭୁଙ୍କ ପ୍ରସ୍ତୁତି ବୈଠକ । ରାତି ୧୦ଟାରେ ଉଠିବ ମହାଦୀପ । Lingaraj Temple Mahadipa Timing ମହାଶିବରାତ୍ରି ଆୟୋଜନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।…
Archives


