5Tର ପୋଲ୍‌ ଖୋଲିଲେ ସୁରେଶ ପୂଜାରୀ, କହିଲେ ପ୍ରୋସେସିଂ ନ କରି କେବଳ…

ଭୁବନେଶ୍ୱର,୨୦ା୨: ଗୁରୁବାର ଆରମ୍ଭ ହୋଇଛି ବିଧାନସଭା କାର୍ଯ୍ୟ। ଏଥିରେ ପୂର୍ବ ସରକାରରେ ଥିବା 5Tର ପୋଲ ଖୋଲିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ କଡ଼ା ଟାର୍ଗେଟ କରି କହିଛନ୍ତି, ଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା କିନ୍ତୁ କାର୍ଯ୍ୟକାରୀ ଶୂନ। ଯେଉଁ ନିଷ୍ପତ୍ତି ନେଲେ ଆମ ସରକାର କରିବ ବୋଲି ଛାଡ଼ିକି ଗଲେ। ଯାହ 5T କାଗଜପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରୁଥିଲା। ଏଷ୍ଟିମେଟ କଲା, ଟେଣ୍ଡର ହେଲା, କିନ୍ତୁ ଓର୍‌ବ୍‌କ ଅର୍ଡର ପରେ ପଇସା ମିଳିଲ ନାହିଁ। ରିଲିଫ ଫଣ୍ଡରେ ଯେତିକି ଟଙ୍କା ନାହିଁ, ତା’ଠୁ ଅଧିକ ଘୋଷଣା କରିଥିଲେ ସରକାର।

ସୂଚନାଯୋଗ୍ୟ, ସ୍ବେଚ୍ଛାକୃତ ଅବସର ପରେ ସେତେବେଳେ ଭି.କେ. ପାଣ୍ଡିଆନଙ୍କୁ 5Tର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। ସେ ସିଧାସଳଖ ତତ୍‌କାଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ କାମ କରୁଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ନବୀନଙ୍କ ବ୍ୟକ୍ତିଗତ ସଚିବ ବି ଥିଲେ । ୨୦୦୦ ବ୍ୟାଚ୍‌ର ଏହି IAS ଅଫିସର ମୟୂରଭଞ୍ଜ ଓ ଗଞ୍ଜାମର ଜିଲାପାଳ ମଧ୍ୟ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ହେଲା ବିଜୟ ଥାଲାପତିଙ୍କ ରାଜତିଳକ, TVKକୁ ସମର୍ଥନ କଲା ଏହି ଦଳ..

ଚେନ୍ନାଇ,୯।୫: ଥାଲାପତି ବିଜୟ ତାମିଲନାଡୁରେ ସରକାର ଗଠନ କରିବାକୁ ପ୍ରସ୍ତୁତ। ଶନିବାର ସେ ଆଉ ଏକ ଦଳର ସମର୍ଥନ ପାଇଲେ, ଯାହା ପରେ ତାଙ୍କ ଦଳ ସରକାର…

‘ମୁଁ କଣ କରିବି’, ରୋହିତଙ୍କ ସହ ସେଲଫି ନେବା ବେଳେ ସ୍ବିଚଅଫ ହେଲା ଫୋନ, ତା’ପରେ…

ନୂଆଦିଲ୍ଲୀ,୯।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ବର୍ତ୍ତମାନ ସମୟର ସବୁଠାରୁ ଲୋକପ୍ରିୟ କ୍ରିକେଟର । ରୋହିତ ଯେଉଁଠାକୁ ଯାଆନ୍ତି, ତାଙ୍କ ସହିତ ସେଲଫି…

ସୌମ୍ୟଙ୍କ ହତ୍ୟା ମାମଲା: ବଡ଼ କଥା କହିଲେ ଆଇନ ମନ୍ତ୍ରୀ, ଜଣଜଣଙ୍କୁ…

ଭୁୁବନେଶ୍ୱର,୯।୫: GRP କନଷ୍ଟେବଲ ସୌମ୍ୟଙ୍କ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ କହିଲେ ଆଇନ ମନ୍ତ୍ରୀ କହିଛନ୍ତି।…

ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ, ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ/ଛେନାପଦୀ,୯ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ରାଜସ୍ବ କର୍ମଚାରୀଙ୍କୁ ଗାଳିଗୁଲଜ ଏବଂ ଧମକ ଦେବା ଘଟଣାରେ ପୋଲିସ ଶନିବାର ଜଣକୁ ଗିରଫ କରିଛି l…

ଭଞ୍ଜନଗରରେ ଜାତୀୟ ଲୋକ ଅଦାଲତ: ୧୯୮ ମାମଲାର ସମାଧାନ, ଆଦାୟ ହେଲା ଏତିକି ଟଙ୍କା…

ଭଞ୍ଜନଗର,୯ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷର ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗରର ଅତିରିକ୍ତ ଜିଲା…

ବାଣନଇରେ ପିଇବାକୁ ନାହିଁ ପାଣି; ରାସ୍ତାରୋକୋ କହିଲେ ମହିଳା, ବୋରୱେଲ ଖୋଳିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ

ପୁରୁଷୋତ୍ତମପୁର,୯।୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଗ୍ରାମ୍ଯ ଜଳଯୋଗାଣ ବିଭାଗୀୟ ଅଧିକାରୀଙ୍କ ଖେଳ ଲୋକଙ୍କ ପାଇଁ କାଳ ସାଜିଛି । ଫଳରେ ବଡଖରିଡା ପଞ୍ଚାୟତର ବାଣନଇରେ…

ହୃଦୟ ବିଦାରକ କଥା କହିଲେ ବାପା ଗୋରୁ ମଇଁଷି ଭଳି ବାଡେଇଲେ, ଦୁଇ ଝିଅଙ୍କୁ…

ବାଲିଅନ୍ତା,୯।୫: ହୃଦୟ ବିଦାରକ କଥା କହିଲେ GRP କନଷ୍ଟେବଲ ସୌମ୍ୟଙ୍କ ବାପା। ମୋ ପୁଅକୁ ୪୦ରୁ ୫୦ ଜଣ ପିଟି ମାରିଦେଲେ, ଏତେ କମ ଗିରଫ କାହିଁକି…

ତାମିଲନାଡୁରେ ନୂଆ ସରକାରଙ୍କୁ ନେଇ ସସପେନ୍ସ ଜାରି! ବିଜୟଙ୍କ ସାମ୍ନାରେ ସର୍ତ୍ତ ପରେ ସର୍ତ୍ତ

ଚେନ୍ନାଇ,୯।୫: ତାମିଲନାଡୁରେ ନୂତନ ସରକାର ଗଠନକୁ ନେଇ ସସପେନ୍ସ ଜାରି ରହିଛି। ଅଭିନେତା ବିଜୟଙ୍କ ଦଳକୁ ସମର୍ଥନ ଦେବା ପୂର୍ବରୁ, ତାମିଜାଗା ଭେଟ୍ରି କାଝାଗମ (ଟିଭିକେ), ଥୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri