MMR, IMR ରେ ବ୍ୟାପକ ହ୍ରାସ: କର୍କଟ ଚିକିତ୍ସା ପାଇଁ ଓଡ଼ିଶା, ଆୟୁଷ୍ମାନ ଭାରତକୁ ପ୍ରଶଂସା କଲେ ଜେପି ନଡ୍ଡା
ପୁରୀ,୨୮।୨: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)କୁ ପ୍ରଶଂସା କରିଛନ୍ତି। ସାରା ଦେଶରେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଭାରତର ଜନସ୍ୱାସ୍ଥ୍ୟ ଫଳାଫଳକୁ ଉନ୍ନତ କରିବାରେ NHM ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି। ପୁରୀରେ ଆୟୋଜିତ…
ପୋତାଗଡ଼ରେ ବେଆଇନ ପାର୍କିଂ ଆଦାୟକୁ ନେଇ ବଢୁଛି ଅସନ୍ତୋଷ, ପର୍ଯ୍ୟଟକ ନିରାଶ
ଗଞ୍ଜାମ,୨୮ା୨(ବିଦ୍ୟାଧର ସାହୁ): ସହର ନିକଟରେ ଐତିହାସିକ ପୋତାଗଡ଼ ଦୁର୍ଗ ଅବସ୍ଥିତ। ଏହି ପୋତାଗଡ଼ ଦୁର୍ଗକୁ ବୁଲିବାକୁ ବର୍ଷ ତମାମ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ବର୍ତ୍ତମାନ ପୋତାଗଡ଼ର ପୁନଃ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିବା ଲକ୍ଷରେ ତତ୍କାଳୀନ…
ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମଙ୍କ ପାର୍ଥିବ ଶରୀର, ଏଠାରେ ହେବ ଶେଷକୃତ୍ୟ
ଭୁବନେଶ୍ୱର,୨୮।୨: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର। ଏହାପରେ ତାଙ୍କୁ ଜଗନ୍ନାଥ ବିହାର ବାସଭବନକୁ ନିଆଯିବ। ସେଠାରେ ତାଙ୍କୁ ଶେଷ ଦର୍ଶନ କରିବେ। ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ।
ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଓଡ଼ିଶାରେ…
ଭୁବନେଶ୍ୱର,୨୮।୨: ପୁରୀରେ ନବମ ଜାତୀୟ ସ୍ବାସ୍ଥ୍ୟ ସମ୍ମିଳନୀ ଉଦ୍ଘାଟିତ ହୋଇଛି। ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉଦ୍ଘାଟନ କରିଛନ୍ତି। ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି। ଏହି ସ୍ବାସ୍ଥ୍ୟ ସମ୍ମିଳନୀ ୨ ଦିନ ଚାଲିବ।…
କ’ଣ ଥିଲା ଉତ୍ତମଙ୍କ ଶେଷ ଇଚ୍ଛା? ପରିବାର ଲୋକ କହିଲେ…
ଭୁବନେଶ୍ୱର,୨୮।୨: ଓଡ଼ିଆ ସିନେ ଜଗତର ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଅଭିନେତାଙ୍କ ଦେହାନ୍ତରେ କେବଳ ଓଲିଉଡ ନୁହେଁ, ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଶୋକର…
ଆଜିଠାରୁ ବଢ଼ିବ ତାତି: ୨ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର,୨୮ା୨ (ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ହେଲା ପାଗ ଶୁଖିଲା ରହିଥିବାବେଳେ ଗରମ ଅନୁଭୂତ ହେଉଛି। ଗୁରୁବାର ବୌଦ୍ଧ ଓ ବଲାଙ୍ଗୀରରେ ଦିନ ତାପମାତ୍ରା ସର୍ବାଧିକ ୩୬ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ଝାରସୁଗୁଡ଼ାରେ ୩୫.୬, ଟିଟିଲାଗଡ଼ରେ ୩୫.୫, ସମ୍ବଲପୁରରେ ୩୫.୩ ଓ…
ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ମାର୍ଚ୍ଚ ୮ରେ କେବଳ ଏମାନଙ୍କୁ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା
ଭୁବନେଶ୍ୱର,୨୮।୨: ମାର୍ଚ୍ଚ ୮ରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା ମିଳିବ। ବ୍ରହ୍ମପୁରରେ ମୁଖ୍ରମନ୍ତ୍ରୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ। ଶୁକ୍ରବାର ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ…
ବିଦ୍ୟୁତ୍ ନେଲା ଜୀବନ, ବିଲରେ ଟଳିପଡ଼ିଲେ ଚାଷୀ
ବାଲେଶ୍ୱର,୨୮ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା କୁଣ୍ଡଳୀ ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡିପଦାଠାରେ ଶୁକ୍ରବାର ସକାଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୁଣ୍ଡଳୀ ଗ୍ରାମର ହୃଦାନନ୍ଦ ମଲ୍ଲିକ (୬୦)। ହୃଦାନନ୍ଦ ବିଲକୁ ଚାଷକାର୍ଯ୍ୟ ପାଇଁ…
ସତ୍ୟନଗରରେ ହେବ ଉତ୍ତମଙ୍କ ଶେଷକୃତ୍ୟ: ଦିଲ୍ଲୀରୁ ଭୁବନେଶ୍ୱର ଆସୁଛି ପାର୍ଥିବ ଶରୀର
ଭୁବନେଶ୍ବର,୨୮।୨: ଆଉ ନାହାନ୍ତି ଓଲିଉଡ୍ର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି। ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ସେ ଲିଭର ସିରୋସିସରେ ପୀଡ଼ିତ ଥିଲେ। ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ…
Uttam Mohnaty: ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ଥିଲେ ଉତ୍ତମ ମହାନ୍ତି, ଜାଣନ୍ତୁ ତାଙ୍କ ସିନେମା, ପରିବାର, ପୁରସ୍କାର
ଭୁବନେଶ୍ୱର,୨୮ା୨: ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି ଆଉ ନାହାନ୍ତି। ସମଗ୍ର ଓଡ଼ିଶା, ବିଶ୍ୱବ୍ୟାପୀ ତାଙ୍କ ପ୍ରଶଂସକ, ପରିବାର, ଶୁଭେଚ୍ଛୁ ଏବଂ ସର୍ବୋପରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସମ୍ପ୍ରଦାୟ ଓଡ଼ିଆ ଚଳଚ୍ଚିତ୍ରର ଏହି ସୁପରଷ୍ଟାରଙ୍କୁ ମିସ୍ କରୁଥିବା ବେଳେ, ଗୁରୁବାର…
Uttam Mohnaty: ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି
ଭୁବନେଶ୍ୱର,୨୮ା୨: ୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି ‘ନୟା ଜହର’, ଯାହା ୧୯୯୧ରେ ରିଲିଜ ହୋଇଥିଲା। ନୟା ଜହର ହେଉଛି ଜ୍ୟୋତି…
Uttam Mohnaty: ୧୩୫ ଓଡ଼ିଆ ସିନେମାରେ ଅଭିନୟ, ସିରିଏଲ ମଧ୍ୟ ରହିଛି
ଭୁବନେଶ୍ୱର,୨୮ା୨: ୧୩୫ ଓଡ଼ିଆ,୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି, ଏଥିସହ ୪ଟି ଟିଭି ସିରିୟଲରେ ସେ ତାଙ୍କ ଅଭିନୟର ଛାପ ଛାଡ଼ି ଯାଇଛନ୍ତି। ଉତ୍ତମଙ୍କ ଅଭିନୀତ ସିନେମାଗୁଡ଼ିକ ହେଲା ୧୯୭୭- ଅଭିମାନ, ୧୯୭୮- କବି…
Archives


