ରାଜ୍ୟ

ଅଟୋରେ ଯୁବତୀଙ୍କୁ ଅସଦାଚରଣ: ମନା କରିବାରୁ ମାରିଲେ ଗୋଇଠା ବିଧା, ପରେ…

ଭୁବନେଶ୍ୱର,୧୬।୯: ରାଜଧାନୀରେ ଚାଞ୍ଚଲ୍ୟ। ଗ୍ୟାରେଜ ଛକ ନିକଟରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଅଟୋ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ପ୍ରତିବାଦ କରିବାରୁ ଯୁବତୀଙ୍କୁ ରାସ୍ତାରେ ଆକ୍ରମଣ କରାଯାଇଛି। ତଳେ ପକାଇ ଗୋଇଠା ବିଧା ମାରିଲେ ଯୁବକ।

ଶ୍ରୀମୟୀଙ୍କୁ କାଉଣ୍ଟର କଲେ ପ୍ରମିଳା: ଖୋଲିଦେଲେ ଭିତିରି କଥା

ଭୁବନେଶ୍ୱର,୧୬।୯: ଶ୍ରୀମୟୀଙ୍କ ଭଣ୍ଡ ସନ୍ନ୍ୟସୀ ଉପାଖ୍ୟାନ ଉପରେ ବିଜେଡିର ପ୍ରତିକ୍ରିୟା। ଶ୍ରୀମୟୀଙ୍କୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ। ପ୍ରମିଳା କହିଛନ୍ତି,ଆଗରୁ କେମିତି ସନ୍ତୁଷ୍ଟ ଥିଲେ ଏବେ କାହିଁକି ଅସନ୍ତୁଷ୍ଟ ହେଲେ ସେ କୁହନ୍ତୁ। କେତେବେଳେ ସନ୍ତୁଷ୍ଟ ଥିଲେ,…

ରାଜନୀତିରେ ହଇଚଇ: ଭାଜପା ବିଧାୟକଙ୍କ ନିକଟରେ ବିଜେଡିର ଆଗଧାଡ଼ିର ନେତା, ଫଟୋ ଭାଇରାଲ ପରେ…

ଗଞ୍ଜାମ,୧୬।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସ୍କୁଲଠାରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ,ଆଦିତ୍ୟ ବିର୍ଲାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ…

ଅଭିନେତା ବୁଦ୍ଧାଦିତ୍ୟ ଅସୁସ୍ଥ: ହସ୍ପିଟାଲରେ ହେଲେ ଭର୍ତ୍ତି

କଟକ,୧୬।୯: ଓଲିଉଡ ଆଗଧାଡିର ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଙ୍ଗଳବାର ଅସୁସ୍ଥ ହୋଇପଡିଛନ୍ତି। ସେ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଫୁସ୍‌ଫୁସ୍‌ ସଂକ୍ରମଣ ଜନୀତ ସମସ୍ୟା ନେଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ଡାକ୍ତର…

ତାତିଲେ ଚାଷୀ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା, ପଞ୍ଜୀକରଣ ଅବଧି ବୃଦ୍ଧି ନ ହେଲେ…

ବରଗଡ଼,୧୬।୯ ( ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ପଞ୍ଜୀକରଣକୁ ନେଇ ଅସନ୍ତୋଷ ଥମିବାର ନାଁ ନେଉ ନାହିଁ। ପ୍ରଥମେ ଜଟିଳ ପଞ୍ଜୀକରଣ ପ୍ରକ୍ରିୟା ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ପଞ୍ଜୀକରଣ କରି…

ପାଣ୍ଡଆନଙ୍କୁ ନେଇ ସାଂଘାତିକ କଥା କହିଦେଲେ ଶ୍ରୀମୟୀ, କହିଲେ କିଛି ସନ୍ନ୍ୟାସୀ…

ଭୁବନେଶ୍ୱର,୧୬।୯: ‘ଧୃତରାଷ୍ଟ୍ର’ ଆକ୍ଷେପ ପରେ ପାଣ୍ଡଆନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର। ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ବିଷୟ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଟାର୍ଗେଟ୍‌ କରିଛନ୍ତି। ଶ୍ରୀମୟୀ କହିଛନ୍ତି, ସନ୍ନ୍ୟାସୀ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ସନ୍ଥ, ସନ୍ୟାସୀମାନେ…

ଆଉ ୩ ଦିନ ପ୍ରବଳ ବର୍ଷା! ୪ ଜିଲାକୁ ୟେଲୋ ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୧୬।୯: ରାଜ୍ୟରେ ଆଗାମୀ ୩ ଦିନ ଯାଏ ବର୍ଷା ହେବାର ସମ୍ଭାବନା। ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏନେଇ ଆଜି ୪…

ଲାଞ୍ଚ ନେଇ ଧରାପଡିଥିଲେ OAS ଟପ୍ପର ଅଶ୍ୱିନୀ ପଣ୍ଡା, ଏବେ ସସ୍‌ପେଣ୍ଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୬।୯: ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ରାଜ୍ୟ ସରକାର ସସ୍‌ପେଣ୍ଡ କରିଛନ୍ତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ରେ ଟପ୍ପର ହୋଇଥିବା ଅଶ୍ୱିନୀ କୁମାର ପଣ୍ଡା ଗତ ଶୁକ୍ରବାର…

ଜୀବିତଙ୍କୁ ମୃତ ଦର୍ଶାଇ ପ୍ରତିପକ୍ଷଙ୍କୁ ଜମି ପଟା ପ୍ରଦାନ କରିବା ତହସିଲଦାରଙ୍କୁ ପଡିଲା ମହଙ୍ଗା, ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସମ୍ବଲପୁର,୧୬।୯(ପ୍ରମୋଦ ବହିଦାର): ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗରେ ରାଜସ୍ବ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ଏଭଳି ପକ୍ଷପାତିତାରେ ଶିକାର ହୋଇଥିବା ରାଜେଶ ଅଗ୍ରୱାଲ…

ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହେଉଛି ଫି, ହେଲେ ୨୮ବର୍ଷ ହେଲା କଲେଜରେ ହେଉନି ବାର୍ଷିକ ଉତ୍ସବ

ବରଗଡ଼,୧୬।୯(ପ୍ରେମାନନ୍ଦ ଖମାରୀ): ବାର୍ଷିକ କ୍ରୀଡ଼ା, ବାର୍ଷିକ ଉତ୍ସବ ପାଇଁ ଛାତ୍ରୀଛାତ୍ରଙ୍କଠାରୁ ଆଡ଼ମିଶନ, ରି-ଆଡ଼ମିଶନ ପାଇଁ ପ୍ରତିବର୍ଷ ଫି ଆଦାୟ କରାଯାଉଛି। କିନ୍ତୁ କଲେଜରେ ପ୍ରବେଶ ଦିବସଠାରୁ ଏପର୍ଯ୍ୟନ୍ତ ଛାତ୍ରୀଛାତ୍ର ବାର୍ଷିକ କ୍ରୀଡ଼ା କିମ୍ବା କଲେଜର ବାର୍ଷିକ ଉତ୍ସବ ପାଳନ ଦେଖିନାହାନ୍ତି। ଏଭଳି…

ଗୋପାଳପୁର ଘଟଣା ନ ଲିଭୁଣୁ ପୁରୀରେ ଚାଞ୍ଚଲ୍ୟ: ପୁରୁଷ ବନ୍ଧୁଙ୍କ ସାମ୍ନାରେ +୩ ଛାତ୍ରୀଙ୍କୁ ଗଣବଳାତ୍କାର, ଜଙ୍ଗଲ ଦେଇ ଯାଉ ଯାଉ…

ପୁରୀ/ବ୍ରହ୍ମଗିରି,୧୬।୯: ପୁରୀ ଜିଲାର ବାଲିହରଚଣ୍ଡୀ ପୀଠ ନିକଟ ଜଙ୍ଗଲରେ ଜଣେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ଗଣବଳାତ୍କାରର ଶିକାର ହୋଇଛନ୍ତି। ଘଟଣାଟି ଗତ ଶନିବାର ମଧ୍ୟାହ୍ନରେ ଘଟିଥିବା ଜଣାପଡ଼ିଛି। ପୀଡ଼ିତା ତାଙ୍କ ପୁରୁଷ ବନ୍ଧୁଙ୍କ ସହ ବାଲିହରଚଣ୍ଡୀ ଦର୍ଶନ ପାଇ…

୧୨ ଜିଲାରେ ୨୭ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର

ଭୁବନେଶ୍ୱର,୧୬।୯(ସୁନିତ୍‌ ମିଶ୍ର): ସୋମବାର ଓୟୁଏଟି କନ୍‌ଭେନସନ ସେଣ୍ଟରଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ ଜିଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିହୋଇଛି ବୋଲି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?