ରାଜ୍ୟ

୪ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ: ୫ ଘଣ୍ଟା ଧରି ଜଳୁଛି ନିଆଁ, କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ

ବାଲେଶ୍ୱର,୧୫।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ସିନେମା ଛକ ନିକଟରେ ଥିବା ଏକ ଚାରି ମହଲା କୋଠାରେ ବୁଧବାର ଭୋର ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବନଜା ଷ୍ଟେସନାରୀ ଦୋକାନରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ। ବିଦ୍ୟୁତ ସର୍ଟ ସର୍କିଟରୁ…

ଅନୁଗୋଳରେ ଚାଞ୍ଚଲ୍ୟ: ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କଲେ ସ୍କୁଲ ମାଲିକ, ପୂରା ଘଟଣା ଜାଣିଲେ…

ଅନୁଗୋଳ,୧୫।୧୦(ମାନସ ବିଶ୍ୱାଳ): ଅନୁଗୋଳ ସଦର ସ୍ଥିତ ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଘରୋଇ ସ୍କୁଲ ପ୍ଲେ ସ୍କୁଲ ମାଲିକଙ୍କ ବଳାତ୍କାର ଅଭିଯୋଗ। ଥାନାରେ ଅଭିଯୋଗ ପରେ ମାଲିକ ସଙ୍କେତ କୁମାର ଶର୍ମାଙ୍କୁ ପୋଲିସ ଗିରଫ କରିଛି। ପ୍ରେମ ନିବେଦନ କରିବାରୁ ମନା…

ସରକାରଙ୍କ ବଡ଼ ନିଷ୍ପତ୍ତି! ପୁରୀ ସେବାୟତ ପିଲାଙ୍କ ପାଇଁ ହେବ…

ଭୁବନେଶ୍ୱର, ୧୫।୧୦: ନୀଳାଦ୍ରି ଭକ୍ତନିବାସରେ ସୋମବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ସମ୍ପର୍କରେ ବିସ୍ତୃତ…

ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୧୫ା୧୦(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ। ବୁଧବାର ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ…

ଦେଶର ୧୦୦ ଦୁର୍ଘଟଣାପ୍ରବଣ ଜିଲା ମଧ୍ୟରେ ଓଡ଼ିଶାର ଏହି ୨ ଜିଲା

ଭୁବନେଶ୍ୱର, ୧୫।୧୦(ସୁନିତ୍‌ ମିଶ୍ର):କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୦୦ଟି ଦୁର୍ଘଟଣାପ୍ରବଣ ଜିଲାକୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼ ଏବଂ ଗଞ୍ଜାମ ଜିଲା ରହିଛି। ଓଡ଼ିଶାର ଏହି ୨ ଜିଲାରେ ଘଟୁଥିବା ଦୁର୍ଘଟଣା ଏବଂ ଏଥିଜନିତ ହେଉଥିବା ମୃତ୍ୟୁସଂଖ୍ୟା…

ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ଘଟଣାରେ ନୂଆମୋଡ଼: ପୀଡ଼ିତା କହିଦେଲେ ସାଂଘାତିକ କଥା, ଅନ୍ୟ କେହି ନୁହେଁ…

କୋଲକାତା,୧୫ା୧୦:ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ମେଡିକାଲ କଲେଜ ବାହାରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ମାମଲା ମଙ୍ଗଳବାର ନୂଆ ମୋଡ଼ ନେଇଛି। ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀ ଘଟଣାର ମୁଖ୍ୟ ଖଳନାୟକ ବୋଲି ପୋଲିସ ଜାଣିବାକୁ ପାଇଛି। ମଙ୍ଗଳବାର ସନ୍ଧ୍ୟାରେ…

ନୂଆପଡ଼ା ପାଇଁ ବିଜେଡି ଗୋଟି: କାଲି ପ୍ର୍ରାର୍ଥୀ ଚୂଡ଼ାନ୍ତ, ବିଶେଷ ଚର୍ଚ୍ଚାରେ…

ଭୁବନେଶ୍ୱର, ୧୪।୧୦(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ନେଇ ବିଜେଡି ପକ୍ଷରୁ ପ୍ରାର୍ଥୀ ଖୋଜା ଚାଲିଛି। ଦଳର କେତେଜଣ ବରିଷ୍ଠ ନେତା ୨ ଦିନ କାଳ ନୂଆପଡ଼ା ଯାଇ ସେଠାରେ ଡେରା ପକାଇ ରହିଥିଲେ। ଦଳର କର୍ମୀମାନଙ୍କ ସହ ଆଲୋଚନାକରିବା ପରେ ମଙ୍ଗଳବାର…

ବାଣ ଗୋଦାମରେ ଅତର୍କିତ ଚଢ଼ାଉ, ୫୦ଲକ୍ଷ ଟଙ୍କାର…

ଗଜପତି,୧୪ା୧୦(ଗିରିଧାରୀ ପରିଚ୍ଛା): ବେଆଇନ ବାଣ ବିକ୍ରି ନେଇ ପାରଳାଖେମୁଣ୍ଡି ପୋଲିସ ଅତର୍କିତ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି। ଏହି ଦୁଇ ଦୋକାନର ଦୁଇଟି ଗୋଦାମ ପାରଳାଖେମୁଣ୍ଡି ସହରର ରେଲି ସାହିରେ ରହିଛି।…

ନାଗେଶ୍ୱରୀ ଖଣି ଖନନକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ନାଗେଶ୍ବରୀ ପାହାଡ଼ ଖଣି ଖନନକୁ ବିରୋଧ କରି ମଙ୍ଗଳବାର ମାଳି ସୁରକ୍ଷା ମଞ୍ଚର ଶତାଧିକ ଅଞ୍ଚଳବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଅଦାନୀ କମ୍ପାନୀକୁ ଖଣି ଖନନ ପାଇଁ ଦିଆଯିବ ନାହିଁ ବୋଲି…

ସନ୍ଧ୍ୟା ହେଲେ ଆତଙ୍କ ଖେଳାଉଛନ୍ତି ହାତୀପଲ, କାହାର ଘର ଭାଙ୍ଗୁଛନ୍ତି ତ କାହାର…

ଭଞ୍ଜନଗର,୧୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ବ୍ୟାପକ କ୍ଷତି ଘଟାଉଛନ୍ତି। କେତେକ ସ୍ଥାନରେ ଘର ଦ୍ୱାର ଭାଙ୍ଗିବା ସହ ଫସଲ…

ଡଷ୍ଟର ଫିଙ୍ଗି ଛାତ୍ରୀଙ୍କ ମୁଣ୍ଡ ଫଟାଇ ଦେଲେ ପିଇଟି ଶିକ୍ଷକ

ଝାରସୁଗୁଡ଼ା,୧୪।୧୦: ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଙ୍କ ଉପରକୁ ଡଷ୍ଟର ଫିଙ୍ଗି ମୁଣ୍ଡ ଫଟାଇ ଦେଇଛନ୍ତି ଜଣେ ପିଇଟି ଶିକ୍ଷକ। ଆହତ ଛାତ୍ରୀ ଜଣକ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କୁ ଜିଲା ମୁଖ୍ୟ…

ମହିଳା କିଣିବେ କାର୍‌, ଟଙ୍କା ଦେବେ ସରକାର! ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୪।୧୦: ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଫ୍ଲାଗ୍‌ସିପ୍‌ ଯୋଜନା ସୁଭଦ୍ରା ସାରା ରାଜ୍ୟରେ ଚର୍ଚ୍ଚା ସାଉଁଟିଥିଲା । ଏବେ ମହିଳାଙ୍କ ପାଇଁ ଆଉ ଏକ ବଡ଼ ଯୋଜନା ଆସିବାକୁ ଯାଉଛି । ମହିଳାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?