ରାଜ୍ୟ

ଓଡ଼ିଶାକୁ ଫେରିଲା ହିଟ୍‌ଓ୍ବେଭ୍‌: ମେ ୧୪ ପର୍ଯ୍ୟନ୍ତ ତାତିରୁ ନାହିଁ ତ୍ରାହି

ଭୁବନେଶ୍ୱର ,୮।୫: କିଛି ଦିନର ବିରାମ ପରେ ତାପମାତ୍ରା ବୃଦ୍ଧି ସହିତ ଓଡ଼ିଶାକୁ ଗରମ ଏବଂ ଗୁଳୁଗୁଳି ଫେରିଛି, ଯାହା ସାଧାରଣ ଜୀବନଯାତ୍ରାକୁ ଗମ୍ଭୀର ଭାବେ ପ୍ରଭାବିତ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ, ଏହି ପାଗ ମେ ୧୪…

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ବାଡ଼ାବାଙ୍ଗାକୁ ଗଡ଼ିଲା ଲକ୍ଷ୍ମୀବସ୍‌, ଅଞ୍ଚଳବାସୀଙ୍କ ଖୁସି କହିଲେ ନ ସରେ…

ଦାରିଙ୍ଗବାଡ଼ି,୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଛି ୨୫ଟି ପଞ୍ଚାୟତ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେବେଠାରୁ ଲକ୍ଷ୍ମୀବସ୍‌ ଚଳାଚଳ ଆରମ୍ଭ କରିଛି ସେହି ଦିନଠାରୁ ଉକ୍ତ ବ୍ଲକର ବାଡ଼ାବାଙ୍ଗା ପଞ୍ଚାୟତକୁ ଏହି ବସ୍‌ ସେବାରୁ ବଞ୍ଚିତ ଥିଲେ…

ଘୁମୁସର ବନଖଣ୍ଡରେ ୯୭ ହାତୀ: ଗାଁରେ ପଶିଗଲେ ୨ ଦନ୍ତା

ଭଞ୍ଜନଗର,୮ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡ ବିଗତ କିଛିବର୍ଷ ହେବ ହାତୀମାନଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଯାଇଛି। ପଡ଼ୋଶୀ ବନଖଣ୍ଡ ଅପେକ୍ଷା ଏହି ଦୁଇ ବନଖଣ୍ଡରେ ହାତୀମାନଙ୍କ ରହଣି ପାଇଁ ଉପଯୁକ୍ତ ବାସସ୍ଥଳୀ…

୪ ବର୍ଷ ଶିଶୁକନ୍ୟାର ଅଶ୍ଳୀଳ ଫଟୋ କରୁଥିଲେ ଭାଇରାଲ: ଧରିଲା ଦିଲ୍ଲୀ ସିବିଆଇ, ଜଣେ ଅଟକ

ବାଣପୁର,୮ା୫(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ ପଞ୍ଚାୟତ ହରିଚନ୍ଦନପୁର ଗ୍ରାମର ରାଜୁ ଜେନାଙ୍କ ପୁତ୍ର ଦୋଳଗୋବିନ୍ଦ ଜେନା ୪୫ ବର୍ଷୀୟ ବ୍ୟକ୍ତି ୪ବର୍ଷ ଝିଅର ଫଟୋ ଭାଇରାଲ କରି ଦିଲ୍ଲୀ ସିବିଆଇ ଦ୍ୱାରା ଅଟକ ରହିଛନ୍ତି।…

Operation Sindoor: ଅପରେଶନ ସିନ୍ଦୂରର ପ୍ରଭାବ, ଭୁବନେଶ୍ୱରରୁ ବାତିଲ ହେଲା ବିମାନ ଉଡାଣ

ଭୁବନେଶ୍ୱର,୮।୫: ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଦେଶରେ ସୁରକ୍ଷାକୁ ଖୁବ ନଜର ଦିଆଯାଉଛି। ସବୁକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ବିମାନ ବନ୍ଦରରୁ ଅସ୍ଥାୟୀ ଭାବେ ବିମାନ ସେବା ବନ୍ଦ କରାଯାଇଛି। ତେବେ…

ଓଡ଼ିଶା ଆସିବେନି ଶାହା, ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଭୁବନେଶ୍ୱର,୮ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରହିଛି। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ସମ୍ବଲପୁର ଜିଲାପାଳ। ଚଳିତମାସ ୧୦ ଓ ୧୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଶାହା। ତେବେ ଏହି…

ଶ୍ୱଶୁର ଘରକୁ ଆସି ବଜ୍ରପାତରେ ଗଲା ଜ୍ୱାଇଁଙ୍କ ଜୀବନ

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆଖମଣ ଗ୍ରାମରେ ଜଣେ ୩୫ବର୍ଷୀୟ ଯୁବକଙ୍କ ବୁଧବାର ରାତିରେ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପଣ୍ଡା ପଡ଼ା ଥାନା ଅଞ୍ଚଳର ଲକ୍ଷ୍ମଣ ମୁଣ୍ଡାଙ୍କ ପୁଅ ଈଶ୍ୱର। ସେ…

ପାକିସ୍ତାନ ଟାର୍ଗେଟରେ ଓଡ଼ିଶା? ଓ୍ବେବସାଇଟ୍‌କୁ କଲା ହ୍ୟାକ୍‌…

ଭୁବନେଶ୍ୱର,୮।୫: ବଡ଼ ଖବର। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନୀ ସାଇବର ଅପରାଧୀଙ୍କ ଦ୍ୱାରା ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବସାଇଟ ହ୍ୟାକ ହୋଇଥିବା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏହି ସାଇବର ଆକ୍ରମଣରେ ରାଜ୍ୟ ସରକାରୀ ବିଭାଗ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକର…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା, ମିଳିବ ୫୦ ପ୍ରତିଶତ ରିହାତି

ଭୁବନେଶ୍ୱର,୮।୫: ଯାତ୍ରୀଙ୍କ ଯାତାୟତର ସୁବିଧା ପାଇଁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା। ମୁଖ୍ୟମନ୍ତ୍ରୀ ବସ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଏହାସହ ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ…

୮ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର,୭ା୫: ଆଜି ରାଜ୍ୟ କ୍ୟାବିନେଟର ଏକ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲାl ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା…

ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ଟେକାପଥର ମାଡ଼, ଭାଙ୍ଗିଲା ଝରକା କାଚ

ରାୟଗଡ଼ା,୭ା୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ଲାଡ଼ା ଷ୍ଟେଶନଠାରେ ବିଶାଖାପାଟଣାଠାରୁ ରାୟପୁର ଯାଉଥିବା ବନ୍ଦେ ଭାରତ ଟ୍ରେନକୁ କେହି ଟେକାପଥର ମାଡ଼ କରିଥିଲେ। ଫଳରେ ଟ୍ରେନ୍‌ର ୧୭୨୯ ଓ ୧୭୩୧ ନମ୍ବର କୋଚର ଝରକା କାଚରେ ଫାଟ ହୋଇଥିବା…

ବୃଦ୍ଧାଙ୍କୁ କଚାଡ଼ି ମାରିଦେଲେ, ବନ୍ଧାହେଲେ ନାତୁଣୀ- ନାତୁଣୀ ଜ୍ୱାଇଁ

କେନ୍ଦୁଝର,୭ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ମୁଣ୍ଡା ସାହିରେ ଜଣେ ବୃଦ୍ଧାକୁ ହତ୍ୟା କରିବା ଘଟଣାରେ ନାତୁଣୀ ଏବଂ ନାତୁଣୀ ଜ୍ୱାଇଁଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କର ନାମ ଦୁଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri