ନୂଆଦିଲ୍ଲୀରେ ନିର୍ମାଣ ହେବ ଓଡ଼ିଶା ଭବନ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ନୂଆଦିଲ୍ଲୀର ନୂତନ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ…
ବ୍ଲକ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ
ଧର୍ମଶାଳା,୨୦ା୮: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରଭାତଙ୍କ ବିରୋଧରେ ଅଗଷ୍ଟ ୧୧ରୁ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ…
ସଂସଦରେ ତାତିଲା ବିଜେଡି! କେନ୍ଦ୍ର ସରକାରଙ୍କ ବିରୋଧରେ କରିଦେଲା…
ଭୁବନେଶ୍ୱର,୨୦।୮ ମେଟ୍ରୋ ରେଳ ପ୍ରକଳ୍ପର ଅନିଶ୍ଚିତତା ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଏମପି ସସ୍ମିତ ପାତ୍ର । କେନ୍ଦ୍ର ସରକାରଙ୍କ ନିକଟରୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ବିଷୟରେ ସେ ସ୍ପଷ୍ଟୀକରଣ ମାଗିଛନ୍ତି। ସଂସଦ ଅଧିବେଶନରେ ଏମପି ସମ୍ବିତ ପାତ୍ର କେନ୍ଦ୍ରୀୟ…
ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ
ଭୁବନେଶ୍ୱର,୨୦।୮: ବିଶିଷ୍ଟ ସାହିତି୍ୟକ ପଦ୍ମଶ୍ରୀ ବିନୋଦ ପଶାୟତ ପରଲୋକ ଘଟିଛି। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ପଦ୍ମଶ୍ରୀ ବିନୋଦ ପଶାୟତ। ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ସେ ଚିକିତ୍ସିତ…
ପିଲାଙ୍କୁ ମିଳିବ ଚାଉଳ ସହ ଟଙ୍କା: ଜାଣନ୍ତୁ କାହିଁକି
ଭୁବନେଶ୍ୱର,୨୦ା୮(ସୁଚିସ୍ମିତା ସାହୁ):ରାଜ୍ୟର ସମସ୍ତ ଶିଶୁ(ବାଲ୍)ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ୧୧ଦିନର ଚାଉଳ ସହ ରନ୍ଧନ ବାବଦ ଟଙ୍କା ପ୍ରଦାନ କରାଯିବ। ପ୍ରଧାନ ଶିକ୍ଷକମାନେ ତୁରନ୍ତ ପିଲାଙ୍କୁ ଏହା ବଣ୍ଟନ କରି ସରକାରଙ୍କୁ ଜଣାଇବେ। ଏଥିପ୍ରତି ଜିଲା ଶିକ୍ଷା ଅଧିକାରୀ ଏବଂ…
ଶିଶୁବାଟିକା ପିଲାଙ୍କୁ ମିଳିବ ମାଗଣା ୟୁନିଫର୍ମ: ପ୍ରତ୍ୟେକ ପିଲା ପାଇଁ ଖର୍ଚ୍ଚ ହେବ…
ଭୁବନେଶ୍ୱର,୨୦ା୮(ସୁଚିସ୍ମିତା ସାହୁ):ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଡ୍ରପ୍ଆଉଟ ହାର ରୋକିବା ସହ ପିଲାଙ୍କୁ ବିଦ୍ୟାଳୟମୁହଁା କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ବାଟିକା ଛାତ୍ରୀଛାତ୍ରଙ୍କୁ ମାଗଣାରେ…
ବିଛଣାରେ ପଶି ରାତି ସାରା ମୁଣ୍ଡ ପାଖରେ ଶୋଇଲା ନାଗ, ସକାଳେ ନିଦରୁ ଉଠି…
ବାରିପଦା,୧୯ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ବିଷଧର ସାପ ସହ ମଣିଷର ଗୋଟିଏ ରାତି ବିଛଣାରେ ପାହିଲା। ହେଲେ ସାପଟି ମଣିଷର କୌଣସି କ୍ଷତି କରି ନ ଥିଲା। ପରିବାର ଲୋକେ ସାପ ଧରାଳିଙ୍କୁ ଡାକି ଅକ୍ଷତ ଅବସ୍ଥାରେ ଧରି ସାପକୁ ଜଙ୍ଗଲରେ ଛାଡ଼ିଛନ୍ତି।…
ବୋହୂଙ୍କ ମାଡ଼ରେ ଶାଶୁ-ଶ୍ୱଶୁରଙ୍କ ସହ ସ୍ବାମୀ…ଥାନାରେ ଏତଲା
ନୀଳଗିରି, ୧୯।୮(ପ୍ରଶାନ୍ତ ବିଶ୍ୱାଳ)-ବାଲେଶ୍ୱର ଜିଲା ନୀଳଗିରି ଥାନା କାଂଶ ପଞ୍ଚାୟତ କୁହ୍ଲାପାଳ ଗାଁରେ ପାରିବାରିକ କଳହରୁ ଜଣେ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…
ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରରେ ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଆଡ଼ମିଶନ ଆରମ୍ଭ
ଭୁବନେଶ୍ୱର,୧୯।୮: ଓଡ଼ିଶାର ସ୍କିଲ୍ଡ-ଇନ-ଓଡ଼ିଶା ଅଧୀନରେ ପ୍ରମୁଖ ଦକ୍ଷତା ବିକାଶ ଅନୁଷ୍ଠାନ ବିଶ୍ୱ ଦକ୍ଷତା କେନ୍ଦ୍ର (ଡବ୍ଲ୍ୟୁଏସସି) ସେପ୍ଟେମ୍ବର ୨୦୨୫ ସେସନ ପାଇଁ ଅନଲାଇନ ଆବେଦନ ଆରମ୍ଭ କରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧, ୨୦୨୫। ଯୋଗ୍ୟ ପ୍ରାର୍ଥୀଙ୍କୁ…
ଉପରାଷ୍ଟ୍ରପତି ନିର୍ବାଚନ: ଜଣାପଡିଲା ବିଜେଡିର ବଡ଼ ପ୍ଲାନ!
ନୂଆଦିଲ୍ଲୀ,୧୯।୮: ବିରୋଧୀ ଇଣ୍ଡିଆ ମେଣ୍ଟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି (ଅବସରପ୍ରାପ୍ତ) ବି ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହାକୁ ଭାଜପା ଏକ ରାଜନୈତିକ ଚାଲ୍ ଭାବରେ ଦେଖୁଛି, ଯାହା ତାମିଲନାଡୁ ଭାଜପା ନେତା ଏବଂ ବର୍ତ୍ତମାନର…
ସୁଲତା ଆଣିଲେ ସାଂଘାତିକ ଅଭିଯୋଗ, ମହିନ୍ଦ୍ରା ଗ୍ରୁପର କର୍ମଚାରୀ ତାଙ୍କ ସହ…
ନୂଆଦିଲ୍ଲୀ/ଭୁବନେଶ୍ୱର,୧୯।୮; ବିଜେଡି ଏମପି ସୁଲତା ଦେଓଙ୍କ ସହ ଅସଦାଚରଣ ଏବଂ ସୋସିଆଲ ମିଡିଆରେ ତାଙ୍କୁ ବଳାତ୍କାର ଏବଂ ହତ୍ୟା ଧମକ ଦେବା ପାଇଁ ମହିନ୍ଦ୍ରା ଗ୍ରୁପର ଜଣେ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇଛି। କମ୍ପାନୀ ଏବେ ନିଜ କର୍ମଚାରୀ ବିରୋଧରେ…
Archives


