ଅବ୍ୟବସ୍ଥାକୁ ସଜାଡ଼ିଦେଉଥିବା ଶକ୍ତି ଦେବୀ ଇନ୍ଦ୍ରାଣୀ
ଶ୍ରୀମନ୍ଦିରରେ ଉପାସନାର ବିବିଧତା ଦେଖିବାକୁ ମିଳେ। ବିବିଧତା ମଧ୍ୟରେ ଏକତା ଏବଂ ଏକତା ମଧ୍ୟରେ ବିବିଧତା ରହିବା ସନାତନୀୟ ପରମ୍ପରା। ଆଗମ ଏବଂ ନିଗମ ଆମର ବିବିଧତାର ପ୍ରତୀକ ପୁଣି ଏକତାର। ଶ୍ରୀମନ୍ଦିର ନାଟ ମନ୍ଦିରର ଦକ୍ଷିଣ ପଟର ବାହାର ପଟକୁ…
ଭୁବନେଶ୍ୱର କାର୍ଯ୍ୟାଳୟରେ ପାସ୍ପୋର୍ଟ କେଳେଙ୍କାରୀ: ନକଲି ପାସ୍ପୋର୍ଟରେ ସୌଦି ପଳାଇଛନ୍ତି ସନ୍ଦିଗ୍ଧ; ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦ୍ଙ୍କ ଲିଙ୍କ୍ ସନ୍ଦେହ
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଅସଲି ନମ୍ବରରେ ନକଲି ପାସ୍ପୋର୍ଟ। ଭୁବନେଶ୍ୱର ପାସ୍ପୋର୍ଟ ଅଫିସରେ ହୋଇଛି ଏଭଳି କେଳେଙ୍କାରୀ। ଉକ୍ତ ନକଲି ପାସ୍ପୋର୍ଟରେ ଉତ୍ତର ପ୍ରଦେଶର ଜଣେ ମୁସଲିମ୍ ବ୍ୟକ୍ତି ସୌଦି ଆରବ ପଳାଇଥିବାବେଳେ ଅସଲ ପାସ୍ପୋର୍ଟଧାରୀ ଭୁବନେଶ୍ୱରର ବିମ୍ବାଧର ସାହୁ ରିନ୍ୟୁ ପାଇଁ…
ପ୍ରତିଶ୍ରୁତିରେ ସ୍ମାର୍ଟ ସିଟି ରାଉରକେଲାର ବିକାଶ
ଦିନେ ମ୍ୟୁନିସିପାଲିଟି ଓ ଷ୍ଟିଲ ଟାଉନଶିପ୍ ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ରାଉରକେଲା ସହର ଗଢି ଉଠିଥିଲା । ପର୍ଯ୍ୟାୟ କ୍ରମେ ସେହି ସହର ମହାନଗର ଓ ସ୍ମାର୍ଟସିଟିର ମାନ୍ୟତା ଲାଭ କରିଛି। ୨୦୧୪ ନଭେମ୍ବର ୧୪ରେ ରାଜ୍ୟ ସରକାର…
ବାରକୋଟରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣା: ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟରୁ କଲରାପତରିଆ ବାଘ ଚମଡ଼ା ର଼୍ୟାକେଟ୍ ଧରାପଡ଼ିବା ଘଟଣାରେ କ୍ରାଇମବ୍ରାଞ୍ଚ ୩ ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେଇଛି। ପରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ସବ୍ ଇନ୍ସପେକ୍ଟର ନଳିନୀକାନ୍ତ ଦାସ ଅଭିଯୁକ୍ତମାନଙ୍କୁ ଧରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି।…
ଚୋରି ଧରିବା ପାଇଁ ଖଟବୁଲା ପୋଲିସ ବଦଳରେ ଖୋଜାପଡୁଛି ଗୁଣିଆ
ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଧରିବା ପାଇଁ ଖଟ ବୁଲୁଥିବା ଦେଖିବାକୁ ମିଳୁଛି। କୌଣସି ଗ୍ରାମରେ ଚୋରି ହେଲେ ଲୋକମାନେ ପୋଲିସ ବଦଳରେ ଖୋଜନ୍ତି ଗୁଣିଆ। କେଉଁ ଗୁଣିଆ କେତେ ପାରିବାର ତାହା ଜାଣିବା ପାଇଁ କରନ୍ତି…
୨୫ରେ ବିଧାନସଭା ମୌସୁମୀ ଅଧିବେଶନ: ଆଜି ବିଜେଡି ବିଧାୟକ ଦଳ ବୈଠକ, ଭାଜପା ବାଛିବ ବିରୋଧୀ ଦଳ ନେତା
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଚଳିତ ମାସ ୨୫ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ବିଜେଡି ରାଜ୍ୟରେ ୫ମ ଥର ପାଇଁ ସରକାର କରିଛି। ୫ମ ପାଳିର ଏହା ପ୍ରଥମ ଅଧିବେଶନ। ଏହି ଅଧିବେଶନ ଆରମ୍ଭ ପୂର୍ବରୁ ଶାସକ ଦଳ ନିଜ…
ଓଡ଼ିଶାର ବନ୍ୟା ବିପତ୍ତି ଆଟ୍ଲାସ ଉନ୍ମୋଚିତ: କ୍ଷତିଗ୍ରସ୍ତ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବେ ରାଜ୍ୟ ସରକାର
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ଏଣିକି ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦେବେ। ୨୦୦୦ରୁ ୨୦୧୮ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇଥିବା ବନ୍ୟା ସମ୍ପର୍କିତ ବିଭିନ୍ନ ତଥ୍ୟକୁ ସଂଗ୍ରହ କରାଯାଇ ଏକ ରାଜ୍ୟ ବନ୍ୟା ବିପତ୍ତି ମାନଚିତ୍ର(ଫ୍ଲଡ୍ ହାଜାର୍ଡ ଆଟ୍ଲାସ ଅଫ୍…
ଘାତକ ସାଜିଛି ବଜ୍ରପାତ, ନେଲାଣୀ ୧୯ ଜୀବନ
ଜଗତ୍ସିଂହପୁର ଅଫିସ,୨୩ା୬: ବଜ୍ରପାତକୁ ନେଇ ଦିନକୁ ଦିନ ଚିନ୍ତା ବଢିବାରେ ଲାଗିଛି। ୨୦୧୬-୧୭ରୁ ଅଦ୍ୟାବଧି ଜଗତ୍ସିଂହପୁର ଜିଲାରେ ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ବଜ୍ରପାତ ସମ୍ପର୍କରେ ଲୋକେ ସଚେତନ ନ ହେଲେ ଆଗକୁ ପରିସ୍ଥିତି ଅଧିକ…
ଦାଦାଙ୍କ ଯୋଗୁ ଦହିବରା ବିକିପାରୁଛି
ଦିନେ କାମ ଖୋଜିବାକୁ ଘର ଘର ବୁଲୁଥିଲି। ମୂଲ ମଜୁରି କରି ପେଟ ପୋଷିବାକୁ ଚେଷ୍ଟା କରୁଥିଲି। ହେଲେ ଦାଦାଙ୍କ ଦହିବରା ବ୍ୟବସାୟ ଓ ଏକ ଜଳଖିଆ ଦୋକାନରେ କାମ କରିବାର ଅଭିଜ୍ଞତା ହିଁ ମୋତେ ଦହିବରା ବ୍ୟବସାୟ କ୍ଷେତ୍ରକୁ ଟାଣି…
ଫନୀ ଯିବାର ଦେଢ ମାସ ବିତିଲା : ସୁଧୁରିଲାନି ବିଦ୍ୟୁତ୍ ସମସ୍ୟା
ରଘୁନାଥପୁର, ୨୩। ୬ (ଡି.ଏନ.ଏ.): ବାତ୍ୟା ଫନୀ ଯିବାର ଦେଢ ମାସ ପରେ ମଧ୍ୟ ରଘୁନାଥପୁର ସେସୁ ବିଭାଗ ଅଧୀନରେ ଥିବା ବିଭିନ୍ନ ଗଁାରେ ବିଦ୍ୟୁତ୍ ସମସ୍ୟାରେ ସୁଧାର ଆସିନାହିଁ। ମେ ମାସ ସୁଦ୍ଧା ଖୁଣ୍ଟ ପକାଇ ତାର ଟାଣି ବିଦ୍ୟୁତ୍…
ଜଳ ପାଲଟିଛି ଜହର
ଗଣ୍ଡତୁରୁମ, ୨୩।୬ (ଡି.ଏନ.ଏ) ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତର ଟିିହିକିପାଲି ଗ୍ରାମରେ ଦିନକୁ ଦିନ କିଡ୍ନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ରୋଗରେ ପୀଡିତ ହୋଇ ଗ୍ରାମର ଗରୁଡ ବାରିକ (୫୦), ଦାମିନୀ ମେହେର (୬୫), ଲଳିତ ମେହେର…
ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧଘଣ୍ଟା ବଢ଼ିଲା, ୪ର୍ଥ ଶନିବାର ସରକାରୀ ଅଫିସ ଛୁଟି
ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟସୀମା ବୃଦ୍ଧି କରାଯାଇଛି। ଏଣିକି ସମସ୍ତ କର୍ମଚାରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ମିନିଟ୍ ଯାଏ ଅଫିସରେ ରହିବାକୁ ବାଧ୍ୟ। ମଧ୍ୟାହ୍ନଭୋଜନ ପାଇଁ ଅଧଘଣ୍ଟା ସମୟ ମିଳିବ। ଏଥିସହିତ ପ୍ରତ୍ୟେକ…
Archives


