ରାତିରେ ରାଜଧାନୀ ରାଜପଥରେ ରୋଡ୍ ରୋମିଓଙ୍କ ଉତ୍ପାତ: ଅଭିନେତ୍ରୀଙ୍କୁ ପିଛାକରି ଆତଙ୍କ ଖେଳାଇଲେ
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଅସୁରକ୍ଷିତ ହେଉଛି ରାଜଧାନୀର ରାତି। ରାଜପଥଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ଉତ୍ପାତ କରୁଛନ୍ତି ଅପରାଧୀ। ମଙ୍ଗଳବାର ବିଳମ୍ବିତ ରାତିରେ ସହରଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ରୋଡ୍ ରୋମିଓ ଆତଙ୍କ ଖେଳାଇଛନ୍ତି। ଶୁଟିଂ…
ବିଜେପୁର ଉପନିର୍ବାଚନ: ନବୀନଙ୍କୁ ଟପିଲେ ରୀତା
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦- ଚଳିତ ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ସୃଷ୍ଟି ଦିଗରେ ଅଗ୍ରସର ହେଉଛନ୍ତି। ଏପରିକି ଗତ ସାଧାରଣ ନିର୍ବାଚନରେ ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇ ଯେଉଁ ବ୍ୟବଧାନରେ ଜିତିଥିଲେ,…
ଭାଙ୍ଗିଲା ଜୟଦେବ ଟାଓ୍ବାରର ବେଆଇନ ନିର୍ମାଣ
ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ବିଲ୍ଡିଂ ପ୍ଲାନ ନ ମାନିବାରୁ ଉଚ୍ଛେଦ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ୱାରା ଦିଆଯାଇଥିବା ବିଲ୍ଡିଂ ପ୍ଲାନ ଅନୁସାରେ ଗୃହ ନ କରିବାରୁ ଜୟଦେବ ବିହାରସ୍ଥିତ ଜୟଦେବ ଟାୱାରରେ ମିଳିତ ଏନ୍ଫୋର୍ସମଣ୍ଟେ ସ୍କ୍ବାଡ ପକ୍ଷରୁ ଉଚ୍ଛେଦ କରାଯାଇଛି। ବୁଧବାର…
ଚାକିରି ଦେବାକୁ କହି ୨ କୋଟି ଟଙ୍କା ଠକେଇ
ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ବ୍ଲକରେ ଲୋକଙ୍କୁ ଚାକିରି ଦେବା ଆଳରେ ସଂସ୍ଥା ଖୋଲି ଠକେଇ କରିଥିବା ଅଭିଯୁକ୍ତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ଜିଲା ନିଆଳି ଥାନାଞ୍ଚଳର ରୋହିତ କୁମାର ରାଉତ(୪୭)।…
ପୁଣି ସବୁଜ ସୁନ୍ଦର ହେବ ଭୁବନେଶ୍ୱର: ଆଳଙ୍କାରିକ ବୃକ୍ଷ ସହରର ଶୋଭା ବଢ଼ାଇବ
ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ଭୁବନେଶ୍ୱରକୁ ପୁଣି ସବୁଜ ସୁନ୍ଦର କରାଯିବ। ରାସ୍ତାକଡ଼, ଫ୍ଲାଏ ଓଭର ତଳ ଓ ସହରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟଭରା ଓ ଆଳଙ୍କାରିକ ବୃକ୍ଷ, ଲତା ଜାତୀୟ ଗଛ ଓ ଫୁଲ ନ ଥିବା ଗଛକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ…
ବିଜେପୁର ଉପନିର୍ବାଚନ LIVE UPDATE: ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ୫୯,୬୬୬ ଭୋଟରେ ଆଗୁଆ
ବରଗଡ଼ ଅଫିସ/ପଦ୍ମପୁର,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳୁ ଜାରି ରହିଛି। ଦ୍ୱାଦଶ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ୫୯,୬୬୬ ଭୋଟରେ ଆଗୁଆ ଅଛନ୍ତି। ରୀତାଙ୍କୁ ମୋଟ ୮୨ ହଜାର ୮୯୩ ଖଣ୍ଡ ଭୋଟ…
ଉପନିର୍ବାଚନ ୧୦ମ ରାଉଣ୍ଡ UPDATE: ୫୨,୧୪୨ ଭୋଟରେ ବିଜେଡି ଆଗୁଆ
ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଜାରି ରହିଛି। ପଦ୍ମପୁର ଆର୍ଏମ୍ସି ଗୋଦାମ ପରିସରରେ ଥିବା ଏକ ହଲ୍ରେ ଚାଲିଥିବା ଗଣତିର ୯ମ ରାଉଣ୍ଡ ସୁଦ୍ଧା ବିଜେଡିର ରୀତା ସାହୁ ୫୨,୧୪୨ଖଣ୍ଡ…
ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ
ବାରିପଦା ଅଫିସ,୨୪।୧୦: ମୟୁରଭଞ୍ଜ ଜିଲା ସ୍ଥିତ ପ୍ରସ୍ତାବିତ ଜାତୀୟ ଉଦ୍ୟାନ ତଥା ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ଶିମିଳିପାଳ ଟାଇଗର ରିଜର୍ଭ ପ୍ରୋଜେକ୍ଟର କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି। ଏହି ସମୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଗୁରୁତ୍ୱ…
ଲଗାଣ ବର୍ଷା: ସ୍କୁଲ ଓ ଅଙ୍ଗନବାଡି ଛୁଟି
ଭଦ୍ରକ ଅଫିସ,୨୪।୧୦: ରାଜ୍ୟରେ ଲାଗାଣ ବର୍ଷI ଯୋଗୁ ଗୁରୁବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି I
ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତା, ଘରେ ପଶିଲା ବର୍ଷାଜଳ
ବ୍ରହ୍ମପୁର ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ବେହାଲ ହୋଇପଡ଼ିଛି ବ୍ରହ୍ମପୁର। ସହରର ବିଭିନ୍ନ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଗଜପତିନଗର ୧୧ତମ…
ବର୍ଷା ଯୋଗୁ ଟ୍ରେନ୍ ସେବା ବାଧାପ୍ରାପ୍ତ: ବହୁ ଟ୍ରେନ୍ ବାତିଲ୍
ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ବଙ୍ଗେପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁ ଟ୍ରେନ୍ ସେବା ବ୍ୟାହତ ହୋଇଛି। ଆଜି ଯିବାକୁ ଥିବା ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଚଳାଚଳ ଉଭୟ ପାର୍ଶ୍ୱରୁ ବନ୍ଦ ରହିଛି। ସେହିପରି…
ଗଞ୍ଜାମରେ ସ୍କୁଲ ବନ୍ଦ
ବ୍ରହ୍ମପୁର ଅଫିସ/ଛତ୍ରପୁର(ଡି.ଏନ.ଏ.)୨୪।୧୦: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇଥିବା ଯୋଗୁଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଗଞ୍ଜାମ ଜିଲାରେ ବୁଧବାରଠାରୁ ପ୍ରବଳ ବର୍ଷା ହେଉଛି। ଏଥିପାଇଁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଗୁରୁବାର ଜିଲାର ସମସ୍ତ…

