ଦୁର୍ବଳ ବନ୍ଧ ପାଇଁ ଭୟ,୩ ସ୍ଥାନରେ ରାସ୍ତା ଉପରେ ପାଣି
ବାଙ୍କୀ/ତିଗିରିଆ, ୧୫ା୮ (ସ୍ବ.ପ୍ର./ ଡି.ଏନ୍.ଏ.): ମହାନଦୀରେ ବନ୍ୟାଜଳ ବୁଧବାର ପ୍ରବାହିତ ହୋଇ ବାଙ୍କୀଠାରେ ଅପରାହ୍ନ ୪ଟାରେ ୭.୭୦ମିଟର ଥିବା ଲକ୍ଷ୍ୟ କରାଯାଇଥିଲା। ଏଠାରେ ବିପଦ ସଂକେତ ୭.୭୮ମିଟର ରହିଛି। ବନ୍ୟାଜଳ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ସ୍ଥାନରେ ମହାନଦୀ ବନ୍ଧ…
କଂଗ୍ରେସରେ ରହିଛି, ରହିବି: ରଞ୍ଜୀବ
ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ନିକଟରେ ରାଜ୍ୟ ସଭାରେ ତିନ୍ ତଲାକ ବିଲ୍ ପାସ୍ ହେବାବେଳକୁ ସମସ୍ତ ଦଳୀୟ ଏମ୍ପିଙ୍କୁ ଉପସ୍ଥିତ ରହିବା ପାଇଁ କଂଗ୍ରେସ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ମାତ୍ର ଓଡ଼ିଶାରୁ ରାଜ୍ୟ ସଭା ଯାଇଥିବା ଦଳୀୟ ନେତା ରଞ୍ଜୀବ ବିଶ୍ୱାଳ ଉପସ୍ଥିତ ରହି…
‘ପିଲାମାନେ ପ୍ରାରମ୍ଭିକ ଶିକ୍ଷାରୁ ଇଂଲିଶ କୁହନ୍ତୁ ବୋଲି ଅଭିଭାବକ ଚାହୁଁଛନ୍ତି’
ରାଜ୍ୟରେ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନେଇ ସରକାରୀସ୍ତରରେ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଉଛି। ତଥାପି ଅଭିଭାବକମାନେ ନିଜ ପିଲାର ଉତ୍ତମ ଭବିଷ୍ୟତ ଗଢିବା ପାଇଁ ସରକାରୀ ବିଦ୍ୟାଳୟ ପରିବର୍ତ୍ତେ ଘରୋଇ ବିଦ୍ୟାଳୟ ଉପରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି। ସମ୍ପ୍ରତି…
ଆଜି ଖାରବେଳ ଭବନ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୮(ବ୍ୟୁରୋ):ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଓ୍ବାର ହାଉସ ଛକଠାରେ ନବନିର୍ମିତ ଖାରବେଳ ଭବନର ଉଦ୍ଘାଟନ କରିବେ। ଏହା ଦ୍ୱିତୀୟ ଲୋକସେବା ଭବନ ଭାବେ କାର୍ଯ୍ୟ କରିବ। ଉଦ୍ଘାଟନର ସପ୍ତାହେ ମଧ୍ୟରେ ସରକାରଙ୍କ ୧୧ଟି ବିଭାଗ ସମ୍ପୂର୍ଣ୍ଣ ଖାରବେଳ ଭବନକୁ ଉଠି…
ଅଚଳ ମାଲେସିଆ ଜାହାଜରୁ ତେଲ ଲିକ୍ ଆଶଙ୍କା: ଚିଲିକାକୁ ବିପଦ
ଭୁବନେଶ୍ୱର,୧୫ା୮(ବ୍ୟୁରୋ): ମାଲେସିଆର ଏକ ପଣ୍ୟବାହୀ ଜାହାଜ ଅଚଳ ହୋଇପଡିବାରୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଚିଲିକା ମୁହାଣର ରାଜହଂସ ଓ ଖିରିସାହି ଗାଁ ନିକଟ ବଙ୍ଗୋପସାଗର ଉପକୂଳରେ ୮ଦିନ ହେବ ଅଟକି ରହିଛି। ଏବେ ଏଥିରୁ ତେଲ ଲିକ୍ ହେବା…
ମହାନଦୀରେ ବନ୍ୟା
ଭୁବନେଶ୍ୱର, ୧୫ା୮(ବ୍ୟୁରୋ): ଲଗାଣ ବର୍ଷା ଓ ବନ୍ୟାରେ ପଶ୍ଚିମ ଓଡ଼ିଶାରେ ସଙ୍ଗିନ ସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଗୋଟିଏ ଗେଟ୍…
ଦଳେଇଘାଇଠାରେ ବିପଦ ସଙ୍କେତଠାରୁ ୪ ଫୁଟ୍ ୯ ଇଞ୍ଚ୍ ତଳେ ବନ୍ୟାଜଳ ପ୍ରବାହିତ
ବିରିଡ଼ି,୧୪ା୮(ଡି.ଏନ.ଏ.): ଦଳେଇଘାଇଠାରେ ବୁଧବାର ବନ୍ୟାଜଳ ବିପଦ ସଙ୍କେତଠାରୁ ୪ଫୁଟ୍ ୯ଇଞ୍ଚ୍ ତଳେ ପ୍ରବାହିତ ହେଉଛି। ଅର୍ଥାତ୍ ସନ୍ଧ୍ୟାରେ ୫୨ ଫୁଟ୍ ୩ ଇଞ୍ଚ ରହିଛି। ଏଣୁ ଆଗକୁ ବନ୍ୟାଜଳ ବଢ଼ିବା ଆଶଙ୍କା କରାଯାଉଛି। ଏଥିପାଇଁ ଜଳସମ୍ପଦ ବିଭାଗ ଅଭିଜ୍ଞ ଅଧୀକ୍ଷଣଯନ୍ତ୍ରୀ ବିଜୟ…
ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅସହାୟତା: ଗୋଡ ନଥାଇ ମଧ୍ୟ କରୁଛନ୍ତି ଚାଷ
ଗୋବିନ୍ଦପାଲ୍ଲୀ, ୧୪ା୮(ଡି.ଏନ.ଏ.): ଇଚ୍ଛାଶକ୍ତି, ଦୃଢ ମନୋବଳ ଆଗରେ ସବୁକିଛି ସମ୍ଭବ । ଏହାକୁ ଜଣେ ଚାଷୀ କ୍ଷେତରେ ପ୍ରମାଣିତ କରି ଦେଖାଇଛନ୍ତି। ତାଙ୍କ ନାଁ ସନ୍ୟା ଗୁଟା। ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମାଝିଗୁଡା ଗ୍ରାମରେ ତାଙ୍କ ଘର। ତେବେ ସନ୍ୟା…
ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ୯ ଶହ ବାସଗୃହ
ମାଲକାନଗିରି,୧୪ା୮ (ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ୩ଥର ସୃଷ୍ଟି ପରିସ୍ଥିତି ହୋଇଥିଲା। ଏବେ ବନ୍ୟା ଛାଡ଼ିଯାଇଛି ସତ ଲୋକଙ୍କ ଦୁର୍ଦ୍ଧଶା କମିନି। ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା…
ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ଉତ୍ତେଜନା
ଯାଜପୁର ଟାଉନ ୧୪।୮(ଡି.ଏନ୍.ଏ.): ଯାଜପୁର ସହର ନିକଟସ୍ଥ ବୈତରଣୀ ନଦୀ କୂଳରେ ଗୋମାଂସ ପକାଇବାକୁ ନେଇ ବୁଧବାର ପ୍ରବଳ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ କେନ୍ଦ୍ରକରି ଯାଜପୁରର ମୁଖ୍ୟରାସ୍ତା ଗାନ୍ଧୀଛକଠାରେ ଦୀର୍ଘସମୟ ଧରି ରାସ୍ତାରୋକୋ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ…
ବାଇକ୍ ଲୁଟ୍ ମାମଲାରେ ୪ ଗିରଫ
ଆସିକା,୧୪ା୮(ଡି.ଏନ୍.ଏ.): ଆସିକା – ଭନଗର ମୁଖ୍ୟ ରାସ୍ତାରେ ବାଲିସିରା ଛକ ନିକଟରୁ ଗତ ରବିବାର ପୂର୍ବାହ୍ନରେ ଜଣେ ବାଇକ୍ ଆରୋହୀଙ୍କୁ ମାଡ ମାରି ଦୁର୍ବୁ ବାଇକ୍ ଛଡାଇ ନେଇଥିଲେ। ଆସିକା ପୋଲିସ ମଙ୍ଗଳବାର ଦିନ ଏହି ମାମଲାର ଅଭିଯୁକ୍ତଙ୍କୁ ଗିରଫ କରିଛି।…
ଜନ୍ମ ଦିନରେ ମୃତ୍ୟୁ କୋଳକୁ ଗଲେ ବ୍ୟବସାୟୀ
ବଡବିଲ, ୧୪।୮(ସ୍ବ.ପ୍ର.): ଜନ୍ମ ଦିନରେ ମୃତ୍ୟୁମୁଖରେ ପଡିବା ଘଟଣା ବହୁତ କମ୍ ଦେଖିବାକୁ ମିଳିଥାଏ। କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ୱାର୍ଡ ନଂ-୪ ଉ.ପ୍ରା. ବିଦ୍ୟାଳୟ ନିକଟରେ ରହୁଥିବା ବ୍ୟବସାୟୀ ପଞ୍ଚାନନ ଦଳାଇଙ୍କର ମୃତ୍ୟୁ ଘଟିଛି। ସେ ୧୯୭୧ ମସିହା ଅଗଷ୍ଟ…
Archives


