୬ ସହର ପାରଦ ୧୦ ଡିଗ୍ରୀ ତଳକୁ ଖସିଲା
ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ରାଜ୍ୟରେ ଶୀତ ବୃଦ୍ଧି ପାଇଛି । ଗତ ଦୁଇଦିନ ହେବ ସହରଠାରୁ ଆରମ୍ଭ କରି ଗଁ। ଗଣ୍ଡାରେ ଶୀତ ବିରାଜମାନ କରିଛି। ପାରଦ ୪ରୁ ୫ ଡିଗ୍ରୀ ସେଲସିୟସ ତଳକୁ ଖସି ଯାଇଛି। ଶୁକ୍ରବାର ରାଜ୍ୟର ୫ଟି ସହରରେ…
ସଙ୍କଟାପନ୍ନ ଅବସ୍ଥାରେ ୪୮ କିଡ୍ନୀ ରୋଗୀ
କଟକ ଅଫିସ,୨୧ା୧୨: କଟକ ଏସ୍ସିବି ମେଡିକାଲରେ ୪୮ ଜଣ କିଡ୍ନୀ ରୋଗୀଙ୍କ ଡାୟାଲିସିସ କରାଯାଉଛି। ମାତ୍ର ଡାୟାଲିସିସ୍ ପାଇଁ ଆବଶ୍ୟକ ଫ୍ଲୁଇଡ୍ ଏବେ ଏସ୍ସିବି ମେଡିକାଲରେ ମାଗଣାରେ ମିଳୁନି। ଅନ୍ୟପକ୍ଷରେ ସରକାରଙ୍କ ସହିତ ସହବନ୍ଧିତ ହୋଇଥିବା ଔଷଧ ଦୋକାନ ଡାୟାଲିସିସ୍ ଫ୍ଲୁଇଡ୍…
ଗୁରୁତର ଭାବେ ହ୍ରାସପାଉଛି ଭୂତଳ ଜଳସ୍ତର: ସଙ୍କଟ ଟାଳିବ ବର୍ଷାଜଳ ସଂରକ୍ଷଣ
ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟରେ ଭୂତଳ ଜଳ ସ୍ତର ଗୁରୁତର ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୫୦ ବେଳକୁ ରାଜ୍ୟରେ ଜଳ ସଙ୍କଟ ସଙ୍ଗିନ ହେବ ବୋଲି ଆକଳନ କରାଯାଇଛି। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୫ଟି ବ୍ଲକରେ ଭୂତଳ ଜଳସ୍ତର…
ରଣପୁର ପଞ୍ଚାୟତ ସମିତି ବୈଠକରେ ଉତ୍ତେଜନା
ରଣପୁର,୨୧।୧୨(ସ୍ବ.ପ୍ର.)-ରଣପୁର ପଞ୍ଚାୟତ ସମିତି ବୈଠକ ସ୍ଥାନୀୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଚେୟାରମ୍ୟାନ ନିରୁପମା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ସମିତି ବୈଠକ ଶାନ୍ତିଶୃଙ୍ଖଳାର ସହ ଚାଲୁ ରହିଥିବାବେଳେ ଜିଓ ଟ୍ୟାଗ୍ରୁ ବାଦ୍ ପଡିଥିବା ରଣପୁର ବ୍ଲକ ଅଞ୍ଚଳର ପ୍ରାୟ…
ଚୋରାଚାଲାଣ ବେଳେ ଧାନ ବୋଝେଇ ମିନିଟ୍ରକ୍ ଜବତ
ଖଣ୍ଡପଡା,୨୧ା୧୨(ସ୍ବ.ପ୍ର.)-ନୟାଗଡ ଜିଲା ଖଣ୍ଡପଡା ବ୍ଲ୍ଳକ ଅଧୀନ ବୋଦସା ଗ୍ରାମରୁ ଶୁକ୍ରବାର ଏକ ମିନିଟ୍ରକ୍ ଯୋଗେ ଧାନ ଚୋରାଚାଲାଣ ହେଉଥିବାବେଳେ ନୟାଗଡ ଯୋଗାଣ ଅଧିକାରୀଙ୍କ ଦ୍ୱାରା ଧରାପଡିଛି । ବସନ୍ତ କୁମାର ମହାନ୍ତି ନାମକ ଜଣେ ବ୍ୟବସାୟୀ ଉକ୍ତ ଟ୍ରକ୍ରେ ଧାନ ବୋଝେଇ…
୨୬ରେ ମହିପୁରକୁ ଗଡ଼ିବ ଟ୍ରେନ୍
ନୟାଗଡ଼ ଅଫିସ,୨୧ା୧୨: ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହିପୁର ଷ୍ଟେଶନକୁ ଆସନ୍ତା ୨୬ ତାରିଖରେ ଟ୍ରେନ୍ ଚଳାଚଳ କରିବ। ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ରୋଡ଼ଠାରୁ ନୟାଗଡ଼ ଟାଉନ ଷ୍ଟେଶନକୁ ଆସୁଥିବା…
ପଞ୍ଚରିଡା ବନାଞ୍ଚଳ: ପଥପାର୍ଶ୍ୱ ବନୀକରଣ ଦିଗହରା, ୨ ହଜାର ଗଛରୁ ବଞ୍ଚିଛି ମାତ୍ର ୨୦୦
ନୟାଗଡ଼ ଅଫିସ,୨୧ା୧୨: ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳରେ ପଥପାର୍ଶ୍ୱ ବନୀକରଣ ଦିଗହରା ହୋଇପଡିଛି। ପ୍ରାୟ ୪ବର୍ଷ ତଳେ ଲଗାଯାଇଥିବା ଚାରା ବର୍ତ୍ତମାନ ସେଠାରେ ଦେଖିବାକୁ ମିଳୁନାହିଁ। ସବୁଜ ବନାନୀ ପାଇଁ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ…
ଆବାସ ଯୋଜନାରୁ ବଁଚିତ୍ ପରିବାର: କ୍ଲବ ଘର ପାଲଟିଛେ ଆଶ୍ରେ ଥଲ୍
ଗଣ୍ଡତୁରୁମ, ୨୧।୧୨ (ଡି.ଏନ୍.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍ ଅଧୀନ ମେହେନା ଗଁାର ଗଣେଶ ଉସେରା(୭୦)। ସେ ଝନେ ନିହାତି ଗରିବ୍ ଲୋକ ହେଇଥିଲାବେଲେ ଆବାସ ଯୋଜନାରୁ ବଁଚିତ୍ ହେଇ ରହିଛନ୍। ଏନ୍ତାଥି ସେ କୁଟୁମବସିଆ ଇତାର…
ପକ୍ଷାଘାତରେ ପୀଡ଼ିତ ଶୁକଦେବ: ଜୀବନ୍ ମରନ୍ ସଂଗେ ଯୁଝୁଛନ୍ ଦେବକୀ
ଲୋଇସିଂହା, ୨୧।୧୨ (ଡି.ଏନ୍.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ଗଁାର ଶୁକଦେବ ପଧାନ(୪୫)। ସେ ବନେ ବଛରକେତେ ହେଲା ପକ୍ଷାଘାତ ରୋଗ୍ରେ ପୀଡ଼ିତ ଥିଲାବେଲେ ମାଏକିନା ଦେବକୀ କିଡ୍ନୀ ରୋଗ୍ରେ ବୁର୍ଲା ବଡ଼ ଡାକ୍ତରଖାନାରେ ଜୀବନ୍ ମରନ୍ ସଂଗେ…
ମାଲିକଙ୍କ ଜୀବନ ବଞ୍ଚାଇଲା କୁକୁର: ସାପକୁ ମାରି ମଲା
ଗୋପାଳପୁର,୨୦ା୧୨- ନିଜ ଜୀବନକୁ ବଳି ଦେଇ ମାଲିକଙ୍କୁ ବଞ୍ଚାଇଛି ପୋଷା କୁକୁର। ଏଭଳି ଘଟଣା ଘଟିଛି ଗଂଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ପଞ୍ଚମା ରୋଡରେ। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଏକ ନାଗସାପ ପଞ୍ଚମା ରୋଡ୍ରେ ଥିବା ସନ୍ଦୀପ ମୋବାଇଲ…
ପ୍ରକାଶ ପାଇଲା କାର୍ଯ୍ୟସୂଚୀ, ୨୭ରୁ ବିଜେଡିର ସାଙ୍ଗଠନିକ ନିର୍ବାଚନ
ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ବିଜୁ ଜନତା ଦଳ(ବିଜେଡି)ର ସାଙ୍ଗଠନିକ ନିର୍ବାଚନ ୫ଟି ପର୍ଯ୍ୟାୟରେ ଡିସେମ୍ବର ୨୭ରୁ ୨୦୨୦ ଫେବୃୟାରୀ ୨୬ ମଧ୍ୟରେ ଅନୁଷ୍ଠିତ ହେବ। ଏହାର ସୁପରିଚାଳନା ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ…
ଅଭିଯୋଗ ସତ୍ତ୍ୱେ ପୋଲିସ ନୀରବଦ୍ରଷ୍ଟା: ସ୍ବାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଲେ ସ୍ତ୍ରୀ, ଗୁରୁତର ଆହତ ଅବସ୍ଥାରେ ମାଗିଲେ ନ୍ୟାୟ
ଜଗନ୍ନାଥପ୍ରସାଦ,୨୦।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନl ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ନଂ ରାଜ୍ୟ ରାଜପଥରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନ୍ୟାୟ ପାଇବା ଲାଗି ଦୁଇ ଗୋଡ଼ ବାମ ହାତ ଭାଙ୍ଗିଯାଇଥିବା ଜଣେ ମହିଳା ୬ ବର୍ଷର…
Archives


