ରାଜ୍ୟ

ଦକ୍ଷିଣ ଏସିଆସ୍ତରୀୟ ସୁଶ୍ରୀ, ଶ୍ରୀମତୀ ପ୍ରତିଯୋଗିତା: ଗୁଣପୁରର ବୋହୂ ଦ୍ବିତୀୟ

ଗୁଣପୁର,୪ା୧(ଡି.ଏନ.ଏ) ଶ୍ରୀଲଙ୍କା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦକ୍ଷିଣ ଏସିଆସ୍ତରୀୟ ସୁଶ୍ରୀ ଓ ଶ୍ରୀମତୀ ପ୍ରତିଯୋଗିତାରେ ରାୟଗଡା ଜିଲା ଗୁଣପୁରର ବୋହୂ ଇନ୍ଦ୍ରାଣୀ ସାଇକିଆ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ା ଶ୍ରୀଲଙ୍କା ସରକାରଙ୍କ ଦ୍ବାରା କଲମ୍ବୋଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ...

ସର୍ବଭାରତୀୟ ଭଲିବଲ୍‌ ପ୍ରତିଯୋଗିତାରେ ଗଜପତିର ୨ ଛାତ୍ର

ପାରଳାଖେମୁଣ୍ଡି,୪ା୧(ସ୍ବ.ପ୍ର.) ଗଜପତି ଜିଲା ଗୋଷାଣୀ ବ୍ଲକ୍‌ ଅଧୀନ ଗାରାବନ୍ଧସ୍ଥିତ ଭେଙ୍କେଟେଶ୍ୱର ହାଇସ୍କୁଲ୍‌ର ୨ଛାତ୍ର ସର୍ବଭାରତୀୟ କନିଷ୍ଠ ଭଲିବଲ୍‌ ପ୍ରତିଯୋଗିତା ପାଇଁ ମନୋନିତ ହୋଇଛନ୍ତି। ଉକ୍ତ ଦୁଇ ଛାତ୍ର ହେଲେ ଗାବ୍ରିଆଲ୍‌ ଶବର ଓ ଜଶବନ୍ତ ଶବର। ଜାନୁୟାରୀ ୧୦ରୁ୧୪ ପର୍ଯ୍ୟନ୍ତ...

ପଞ୍ଜୀକରଣ ଅପେକ୍ଷାରେ ୩୨୮ ଚାଷୀ

ଜୟପୁର,୪।୧(ଡି.ଏନ୍‌.ଏ.) ଧାର୍ଯ୍ୟ ତାରିଖ ଭିତରେ କୋରାପୁଟ ଜିଲାର ଅଧିକାଂଶ ଚାଷୀ ନାମ ପଞ୍ଜିକରଣ କରିପାରି ନାହାନ୍ତି। ଜିଲାପାଳ, ଯୋଗାଣ ଅଧିକାରୀଙ୍କ ଦୃଷ୍ଟିକୁ ଏହା ଅଣାଯିବା ପରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲା ଜିଲା ପ୍ରଶାସନ। ଖାଦ୍ୟ ଯୋଗାଣ ବିଭାଗର ନିର୍ଦ୍ଦେଶକ୍ରମେ...

ସତୀଗୁଡା ଜଳଭଣ୍ଡାରରେ କମିଛି ପକ୍ଷୀ ସଂଖ୍ୟା:୨୦୧୯ରେ ଥିଲା ୨୧୧୭,ଚଳିତବର୍ଷ ୧୫୮୮

ମାଲକାନଗିରି,୪।୧ (ଡି.ଏନ୍‌.ଏ.)- ମାଲକାନଗିରି ବନଖଣ୍ଡ ମାଲକାନଗିରି ବନାଞ୍ଚଳ ପକ୍ଷରୁ ଶୁକ୍ରବାର ସତୀଗୁଡା ଜଲଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀସଂଖ୍ୟା କମିଥିବା ଆକଳନରୁ ଜଣାପଡିଛି। ୨୦୧୯ରେ ସତୀଗୁଡା ଜଳଭଣ୍ଡାରରେ ୨୧୧୭ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥିବା...

କୁକୁଡା ଲଢ଼େଇ ଦେଖି ଫେରୁଥିଲା ବେଳେ ଦୁର୍ଘଟଣା: ଟିପ୍ପର ଓଲଟି ୩ ମୃତ, ୧ ଗୁରୁତର

ଲହୁଣୀପଡା, ୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣ ମଣ୍ଡପ ପାଖରେ ଏକ ଟିପ୍ପର ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଓଲଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଥିବାବେଳେ ୬...

ବିଦ୍ୟୁତ୍‌ ତାର ଛିଡ଼ି ମା’ଝି’ର ମୁ୍‌ର୍‌ତୁ ଘଟନା: ପରିବାରକେ ମିଲ୍‌ଲା ୫ ଲାଖ୍‌ କ୍ଷତିପୂରନ

  ନୂଆପଡା ଅଫିସ/ସିନାପାଲି/ବରଗାଁ,୪ା୧(ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ସିନାପାଲି ଥାନା ଅଧୀନ ମଖାପଦର ଗଁାରେ ୧୧ କେଭି ବିଦ୍ୟୁତ୍‌ ତାର ଛିଡ଼ି ଗୁଟେ ପରିବାରର ମା’ଝି’ର ମୁର୍‌ତୁ ହେଇଥିଲା। ଘଟନାର ୪୮ ଘଁଟା ଉତାରୁ ବିଦ୍ୟୁତ୍‌ ବିଭାଗ୍‌ ପୀଡ଼ିତ ପରିବାରକେ ସାହାଯ୍‌...

ଅନ୍‌ଦେଖା କରୁଛେ ପର୍ଯ୍ୟଟନ ବିଭାଗ: ଅବହେଲିତ ଅବସ୍‌ତାରେ କରକ ଜଲପ୍ରପାତ

କୋକସରା, ୪।୧ (ଡି.ଏନ୍‌.ଏ.)- ପାହାଡ଼ ଜଂଗଲ ଘେରା ପ୍ରାକୃତିକ ସୁଁଦରତାରେ ଭରପୁର କଳାହାଣ୍ଡି ଜିଲାରେ ରହିଛେ ଅନେକ ମନ୍‌ଲୁଭା ପର୍ଯ୍ୟଟନ ଥଲ। ଇଥ୍‌ରୁ କେତେ ରାଏଜ୍‌ ସରକାରକଁର ତରଫୁ ପର୍ଯ୍ୟଟନ ଥଲର ମାଏନ୍‌ତା ପାଇଥିଲାବେଲେ ଆରକେତେ ଆଏଜ୍‌ ବି ମାଏନ୍‌ତା...

ଜିଲା ସଂସ୍କୃତି ପରିଷଦ ଏବଂ ଉତ୍ସବ ପ୍ରଧାନପାଟ କମିଟି ବୈଠକରେ ନିଷ୍ପତି : ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଉସତ୍ବ ପ୍ରଧାନପାଟ

ଦେବଗଡ,୪।୧(ଡି.ଏନ.ଏ)-ଆସନ୍ତା ଫେବୃୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲା ମହୋତ୍ସବ ‘ଉତ୍ସବ ପ୍ରଧାନପାଟ’ ଆୟୋଜନ କରାଯିବା। ଶୁକ୍ରବାର ଅନୁଷ୍ଠିତ ଜିଲା ସଂସ୍କୃତି ପରିଷଦ ଏବଂ ଉତ୍ସବ ପ୍ରଧାନପାଟ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି। ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ...

ବେଧଡ଼କ ଚାଲିଛେ ବାଲି ଚୁରାଚାଲାନ

ଦେଓଗାଁ, ୪।୧(ଡି.ଏନ୍‌.ଏ.)- ଦେଓଗଁ। ତହସିଲ ଜରାସିଂହା ଆର୍‌ଆଇ ଅଧୀନ ଚନ୍ଦ୍ରପୁର ପାସର ସୋନଗଡ଼ ନଦୀରୁ ବେଆଇନ ଭାବେ ଫିଦିନ ଶହ ଶହ ଟ୍ରାକ୍ଟର ବାଲି ଚୁରାଚାଲାନ ହେଉଥିବାର ଦେଖ୍‌ବାକେ ମିଲୁଛେ। ତହସିଲ ଅଫିସ୍‌ରୁ ଅଧ୍‌ କି.ମି. ଦୂରେ ରହିଛେ ଚନ୍ଦ୍ରପୁର...

ସରସରା ଧାନ ମଣ୍ଡି ବନ୍ଦ: ଯୋଗାଣ ଅଧିକାରୀଙ୍କୁ ଫେରାଦ

ବୌଦ୍ଧ,୩।୧(ସ୍ବ.ପ୍ର): ବୌଦ୍ଧ ଜିଲାରେ ସମସ୍ତ ମଣ୍ଡିରେ ଧାନ କିଣାବିକା ଚାଲିଥିବା ବେଳେ ସରସରା ମଣ୍ଡି ବନ୍ଦ ରହିଛି। ଏହି ମଣ୍ଡିରେ ଗତ ୧୮ ତାରିଖରୁ ଧାନକିଣା ଆରମ୍ଭ ହୋଇଥିଲା। ମାତ୍ର ୫/୬ ଜଣ ଚାଷୀଙ୍କ ଧାନକିଣା ପରେ ସମବାୟ କର୍ତ୍ତୃପକ୍ଷ...

ବ୍ଲକସ୍ତରୀୟ ଜନଶୁଣାଣି ଶିବିର: ୩୮ ପରିବାର କଲେ ଶହେ ଦିନର କାମ

ବିଜେପୁର, ୩।୧ (ଡି.ଏନ.ଏ): ବରଗଡ ଜିଲା ବିଜେପୁର ବ୍ଲକ ସଭା କକ୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଦୌଲତ ଚନ୍ଦ୍ରକାର...

୩୪ତମ ଜାତୀୟ ସଂହତି ଶିବିର ଉଦ୍‌ଘାଟିତ: ଭାଗନେଲେ ୫୯୮ ଶିବିରାର୍ଥୀ

କାମାକ୍ଷାନଗର, ୩।୧(ଡି.ଏନ.ଏ): କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜିଲାସ୍ତରୀୟ ୩୪ତମ ଜାତୀୟ ସଂହତି ଶିବିର ଉଦ୍‌ଘାଟିତ ହୋଇଯାଇଛି। ଭାରତ ସ୍କାଉଟ୍ସ, ଗାଇଡ୍ସ ଢେଙ୍କାନାଳ ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ୫୯୮ ଶିବିରାର୍ଥୀ, ୩୨୭ଜଣ ସ୍କାଉଟ୍ସ ମାଷ୍ଟର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri