ଜନଶୁଣାଣିକୁ ସ୍ବାସ୍ଥ୍ୟ ବିଭାଗର ଅଣଦେଖା
ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା): ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୬ରେ ‘ଆମ ଶାସନ’ ବ୍ୟବସ୍ଥା ଆପଣାଯାଇଛି। ଆଭିମୁଖ୍ୟ ରହିଛି, ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ସମସ୍ତ ହିତାଧିକାରୀଙ୍କ ନିକଟରେ ନିର୍ଦ୍ଦିଷ୍ଟ ସମୟ ଭିତରେ ପହଞ୍ଚତ୍ବ। ଏଥିପାଇଁ ପର୍ଯ୍ୟାୟକ୍ରମେ…
ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ
କଟକ,୧୧।୯(କାର୍ତ୍ତିକ ସାହୁ): ପ୍ରାୟ ୩ ଦଶନ୍ଧି ତଳର ଏକ ଦଓ୍ବୋନି ମାମଲାରେ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନଢ଼ କରିବାରେ ସରକାରୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ଏବେ ସରକାରଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କାର…
ଭୁବନେଶ୍ୱର ‘ନ୍ୟୁ ସିଟି’କୁ ଅନୁମୋଦନ
ଭୁବନେଶ୍ୱର,୧୧ା୯(ରବିନାରାୟଣ ଜେନା): ରାଜଧାନୀ ଭୁବନେଶ୍ୱରରେ ଗଢ଼ିଉଠିବ ଆଉ ଏକ ନୂଆ ସହର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ତଳୁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବୁଧବାର ରାଜ୍ୟ କ୍ୟାବିନେଟ୍ର ମୋହର ବାଜିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ…
ଚଳିତ ମାସରେ ଆସିବ ନୂଆ ଅବକାରୀ ନୀତି: ମନ୍ତ୍ରୀ
ଭୁବନେଶ୍ୱର, ୧୧।୯(ସୁନିତ୍ ମିଶ୍ର): ଚଳିତ ମାସରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିବେ। ନୂଆ ଅବକାରୀ ନୀତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଆଲୋଚନା ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ…
ବକେୟା ଟ୍ରାଫିକ ଚାଲାଣ ପୈଠ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଲେ ଓଡ଼ିଶା ସରକାର, ଜାଣନ୍ତୁ
ଭୁବନେଶ୍ୱର,୧୦ା୯: ସଡ଼କ ସୁରକ୍ଷା ଓ ମୋଟର ଯାନ ନିୟମ ପାଳନ କ୍ଷେତ୍ରରେ ଓଡ଼ିଶା ସରକାର ୩୧ ଜୁଲାଇ ୨୦୨୫ ସୁଦ୍ଧା ବକେୟା ଇ-ଚାଲାଣ ପାଇଁ ଏକକାଳୀନ ସମାଧାନ (OTS) ଯୋଜନା ଘୋଷଣା କରିଛନ୍ତି। ଏହା ହ୍ରାସିତ ଜରିମାନା ପୈଠ କରି ଚାଲାଣ…
‘ନୂତନ ଭୁବନେଶ୍ୱର’ ସହରକୁ ମିଳିଲା କ୍ୟାବିନେଟ ଅନୁମୋଦନ, ୮୦୦ ଏକର…
ଭୁବନେଶ୍ୱର,୧୦ା୯: ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ ଭୁବନେଶ୍ୱର ଉନ୍ନୟନ ଅଞ୍ଚଳ (ବିଡିପିଏ)ରେ ଏକ ଆଧୁନିକ ଓ ସମାବେଶୀ ସହରୀ କେନ୍ଦ୍ର ଗଠନ ପାଇଁ ‘ନୂତନ ସହର’ (ନିୟୁ ସିଟି) ଯୋଜନାକୁ ସାମ୍ବିଧାନିକ ଅନୁମୋଦନ ଦେଇଛି। ଗୋଠପାଟଣା, ମଳିମଳା ଓ ଦାଶପୁରର ୮୦୦…
ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ରାଜ୍ୟ ସରକାର ନେଲେ ବଡ ନିଷ୍ପତ୍ତି, ଆଶାୟୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ୱର,୧୦ା୯: ରାଜ୍ୟ ସରକାର ସରକାରୀ ପଦବୀ ଓ ସେବାରେ ନିଯୁକ୍ତି ପାଇଁ ଆବେଦନ ଓ ପରୀକ୍ଷା ଫିସ୍ ପ୍ରଦାନ ବନ୍ଦ ନିୟମାବଳୀ, ୨୦୨୨କୁ ବାତିଲ କରି ନୂତନ ନିଷ୍ପତ୍ତି ନେଇଛନ୍ତି। ଏଣିକି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଭିନ୍ନକ୍ଷମ ବର୍ଗ…
ରାଜ୍ୟ କ୍ୟାବିନେଟରେ ୫ ବିଭାଗର ୫ ପ୍ରସ୍ତାବ ଉପରେ ମୋହର
ଭୁବନେଶ୍ୱର,୧୦ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୨୬ତମ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ବିଭାଗର ୫ଟି ପ୍ରସ୍ତାବ ଅନୁମୋଦିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଗୃହ ଓ…
ଦାଦନ ଖଟି ଯାଉଥିବା ବେଳେ ଅଧାରାସ୍ତାରୁ ଶ୍ରମିକ ନିଖୋଜ, ଲାଞ୍ଜିଗଡ଼ ଥାନାର ଦ୍ୱାରସ୍ଥ ହେଲେ ପରିବାରଲୋକେ…
ଲାଞ୍ଜିଗଡ,୧୦।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦିନକୁ ଦିନ ଦାଦନ ଶ୍ରମିକଙ୍କ ଦୁଃଖ ଅଞ୍ଚଳରେ ବଢ଼ିବାରେ ଲାଗିଛି । କେତେ ବେଳେ ଦାଦନ ଶ୍ରମିକ ସାଉକାରଙ୍କ ଠାରୁ ର୍ନିଯ୍ୟାତିତ ହେଉଛି ତ କେତେବେଳେ ନିଖୋଜ…
ରାୟଗଡ଼ାରେ ସରଗରମ ରାଜନୀତି: ପ୍ରମିଳାଙ୍କ ରିପୋର୍ଟରେ ଜିଲା ସଭାପତି ଭାବେ ଥିଲା ହିମିରିକାଙ୍କ ନାମ, କେଉଁ ଉଦ୍ଦେଶ୍ୟରେ…
ରାୟଗଡ଼ା,୧୦।୯(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ବିଜେ ସଭାପତି ଘୋଷଣା ପରେ ରାଜ୍ୟସଭା ପୂର୍ବତନ ଏମ୍ପି ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଦଳର ବରିଷ୍ଠ ନେତା ବାନାଗା ତିରୁପତି…
ଓଡ଼ିଶାରେ ଆବାସ ଯୋଜନାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ AI ବ୍ୟବହାର କରାଯିବ: ମନ୍ତ୍ରୀ
ଭୁବନେଶ୍ୱର,୧୦।୮: ଓଡ଼ିଶା ସରକାର ଶୀଘ୍ର ଗୃହ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବୁଧବାର କହିଛନ୍ତି। ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)…
ନଭେମ୍ବରରେ ବଟେଶ୍ୱର ପୀଠରେ ବାଲିଯାତ୍ରା, ରାସ୍ତା ସମସ୍ୟା ନେଇ ଜିଲାପାଳଙ୍କୁ ଭେଟିଲା ପରିଚାଳନା କମିଟି
ଗଞ୍ଜାମ,୧୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଦକ୍ଷିଣ ଓଡିଶାର ବଟେଶ୍ୱର ପ୍ରସିଦ୍ଧ ଶୈବ ପୀଠ l ଝାଉଁ ବଣ ମଧ୍ୟରେ ଥିବା ଏହି ବଟେଶ୍ୱର ପୀଠକୁ ଲାଗି ରହିଛି ବଙ୍ଗୋପସାଗର ସମୁଦ୍ର ବେଳାଭୂମି l ପ୍ରାକୃତିକ ପରିବେଶ…
Archives


